pakka

ହୋଲି ଖେଳି ସାରି ଗାଧୋଇବାକୁ ଯାଇଥିବା ବେଳେ ନଦୀରେ ବୁଡି ୬ ଜଣ ଯୁବକ ନିଖୋଜ

bbehera

ଯାଜପୁର : ଯାଜପୁର ଟାଉନ ଥାନା ଅନ୍ତର୍ଗତ ବଡ଼ ସୁଆର ଅଞ୍ଚଳରେ ଆଜି ଖରସ୍ରୋତା ନଦୀକୁ ହୋଲି ଖେଳି ସାରି ଗାଧୋଇବାକୁ ଯାଇଥିବା ବେଳେ ନଦୀରେ ବୁଡି ୬ ଜଣ ଯୁବକ ନିଖୋଜ ହୋଇଯାଇଥିବା ଖବର ମିଳିଛି । ବଡ଼ସୁଆର ନିକଟ ଘାଟରେ ସେମା​‌ନେ ବୁଡ଼ିଯାଇଥିବା କୁହାଯାଉଛି । ପରିଚୟ ଅସ୍ପଷ୍ଟ ରହିଥିବା ବେଳେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

three × 4 =

error: Content is protected !!