Browsing Tag

jajpura news

ପୋଖରୀରେ ବୁଡିଗଲେ ଭାଇ-ଭଉଣୀ

ଯାଜପୁର : ଖେଳୁଥିବା ବେଳେ ଘର ପାଖ ପୋଖରୀରେ ବୁଡିଗଲେ ଭାଇ-ଭଉଣୀ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ମଙ୍ଗଳପୁର ଥାନା ଅନ୍ତର୍ଗତ କୂଳସାହି ଗ୍ରାମରେ । ସୂଚନା ଅନୁସାରେ ଘର ସମ୍ମୁଖରେ ଦୁଇ ଭାଇ-ଭଉଣୀ ଖେଳୁଥିବା ସମୟରେ ଘର ନିକଟରେ ଥିବା ପୋଖରୀରେ ପଡି ଯାଇଥିଲେ । ଘର ଲୋକେ ଦେଖି ଦୁଇ…
Read More...

ଇସ୍ପାତ କାରଖାନାରେ ଅଘଟଣ : ତରଳ ଲୁହାରେ ପୋଡ଼ି ୧ ମୃତ

ଯାଜପୁର : ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳ ସ୍ଥିତ ମୈଥାନ ଇସ୍ପାତ କାରଖାନାରେ ଘଟିଛି ଏକ ଅଘଟଣ । ଏସ୍‌ଏମ୍‌ଏସ୍‌ ପ୍ଲାଣ୍ଟ ସାଇଟରେ ଲ୍ୟାଡ଼ର ଛିଡ଼ି ଯିବାରୁ ତରଳ ଲୁହାରେ ପୋଡ଼ି ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ଅନ୍ୟ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତଙ୍କୁ ଚିକିତ୍ସା…
Read More...

ବିଜୟାଦଶମୀରେ ପୂଜା ମଣ୍ଡପରେ ମହିଳା ମାନଙ୍କ ସିନ୍ଦୁର ଖେଳ

ଯାଜପୁର : ଶାରଦୀୟ ଦୁର୍ଗାପୂଜାର ଅନ୍ତିମ ପର୍ଯ୍ୟାୟ । ମହାସପ୍ତମୀ, ମହାଷ୍ଟମୀ ଓ ମହାନବମୀ ବିଭିନ୍ନ ମଣ୍ଡପରେ ଆଜି ପାଳିତ ହୋଇଛି ବିଜୟାଦଶମୀ ଉତ୍ସବ ଓ ଅପରାଜିତା ପୂଜା । ଯାଜପୁର ବ୍ୟାସନଗର ସହରର ମୁଣ୍ଡମାଳ ଏବଂ ନହକା ପୂଜାମଣ୍ଡପରେ ବଙ୍ଗୀୟ ରୀତିନୀତିରେ ପାଳିତ ହୋଇଛି ସିନ୍ଦୁର ଖେଳ ।…
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ, ୧ ଗୁରୁତର

ରଗଡ଼ି : ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥ ଲକ୍ଷ୍ମୀନଗର ଛକରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଥିବା ଜଣାପଡିଛି । ଘଟଣାସ୍ଥଳରେ କୋରେଇ ପୋଲିସ ପହଞ୍ଚି ଟ୍ରଲରେ ଚାଳକକୁ ଗିରଫ କରିଛି । ସୂଚନାନୁଯାୟୀ,…
Read More...

ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

ଯାଜପୁର : ଭାଲୁ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ହୋଇଥିବାର ଖବର ମିଳିଛି । ଗୁରୁତରଜଣଙ୍କ ହେଲେ ଯାଜପୁର ଜିଲ୍ଲା ଜେନାପୁର ଥାନା ରାଇଛନ୍ଦା (ତୋଟାସାହି) ଗ୍ରାମର ବଟକୃଷ୍ଣ ସାହୁ (୭୦) । ସୂଚନା ଅନୁସାରେ ସେ ଶୌଚ ପାଇଁ ଯାଇଥିବା ବେଳେ ବଳରାମପୁର ଜୁନିଅର କଲେଜ ଆଗରେ ତାଙ୍କୁ ଭାଲୁ ଆକ୍ରମଣ…
Read More...

ପବିତ୍ର ରଥଯାତ୍ରା ଉପଲକ୍ଷେ ୨ୟ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଯାଜପୁର : ଯାଜପୁର ସହରରେ ଅବସ୍ଥିତ ପବିତ୍ର ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଟ୍ରଷ୍ଟ ବୋର୍ଡର ମ୍ୟାନେଜିଂ ଟ୍ରଷ୍ଟି ତଥା ତହସିଲଦାର ଜ୍ୟୋତିକାନ୍ତ ଭୁଜବଳଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ପର୍ୟ୍ୟାୟ ପ୍ରସ୍ତୁତି ବୈଠକ ତହସିଦାରଙ୍କ କାର୍ୟ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି ।…
Read More...

ପୋଖରୀରେ ଭାସୁଛନ୍ତି କ୍ଵିଣ୍ଟାଲ କ୍ଵିଣ୍ଟାଲ ମଲା ମାଛ : ଚିନ୍ତାରେ ମାଛ ଚାଷୀ

ଯାଜପୁର ରୋଡ୍ : ଯାଜପୁର ଜିଲ୍ଲା କୋରାଇ ଥାନା ନୟାହାଟପାଟଣା ଗ୍ରାମରେ ପୋଖରୀରେ ଭାସୁଛନ୍ତି କ୍ଵିଣ୍ଟାଲ କ୍ଵିଣ୍ଟାଲ ମଲା ମାଛ । କେହି ଦୁର୍ବୃତ୍ତ ପୋଖରୀରେ ବିଷ ପକାଇ ମାଛ ମାରିଥିବା ଅଭିଯୋଗ ହୋଇଛି ।ସୂଚନା ଅନୁସାରେ ନୟାହାଟପାଟଣା ଗ୍ରାମର ବେଲମାଳିଆ ପୋଖରୀକୁ ଗ୍ରାମର ଅଜୟ କାହାଳି ତିନି…
Read More...

ହୋଲି ଖେଳି ସାରି ପୋଖରୀରେ ଗାଧୋଇବା ବେଳେ ବୁଡି ଯାଇ ୬ ଜଣ ନିଖୋଜ ଘଟଣା : ୫ ମୃତଦେହ ଉଦ୍ଧାର

ଯାଜପୁର ରୋଡ୍ : ଯାଜପୁର ଜିଲ୍ଲା ଖରସ୍ରୋତା ନଦୀକୁ ଶୁକ୍ରବାର ଗାଧୋଇବାକୁ ଯାଇଥିବା ବେଳେ ବୁଡିଯାଇ ୬ ଜଣ ନିଖୋଜ ହୋଇଥିଲେ । ଖବର ପାଇ ଅଗ୍ନିଶମ, ଓଡ୍ରାଫ ବାହିନୀ ମିଳିତ ଭାବେ ନଦୀରେ ଗତ ୨ ଦିନ ଧରି ଖୋଜାଖୋଜି ଜାରି ରଖିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କ ମୃତଦେହ ଉଦ୍ଧାର…
Read More...

ହୋଲି ଖେଳି ସାରି ଗାଧୋଇବାକୁ ଯାଇଥିବା ବେଳେ ନଦୀରେ ବୁଡି ୬ ଜଣ ଯୁବକ ନିଖୋଜ

ଯାଜପୁର : ଯାଜପୁର ଟାଉନ ଥାନା ଅନ୍ତର୍ଗତ ବଡ଼ ସୁଆର ଅଞ୍ଚଳରେ ଆଜି ଖରସ୍ରୋତା ନଦୀକୁ ହୋଲି ଖେଳି ସାରି ଗାଧୋଇବାକୁ ଯାଇଥିବା ବେଳେ ନଦୀରେ ବୁଡି ୬ ଜଣ ଯୁବକ ନିଖୋଜ ହୋଇଯାଇଥିବା ଖବର ମିଳିଛି । ବଡ଼ସୁଆର ନିକଟ ଘାଟରେ ସେମା​‌ନେ ବୁଡ଼ିଯାଇଥିବା କୁହାଯାଉଛି । ପରିଚୟ ଅସ୍ପଷ୍ଟ ରହିଥିବା ବେଳେ…
Read More...