Daily Archives

ମଢପଂଚୁପଲ୍ଲା ଗ୍ରାମରରେ ବୃଦ୍ଧ ନିଖୋଜକୁ ନେଇ ଥାନାରେ ଅଭିଯୋଗ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଥାନା ଗୁଆଳିପଡା ପଂଚାୟତ ଅର୍ନ୍ତଗତ ମଢପଂଚୁପଲ୍ଲା ଗ୍ରାମର ଜଣେ ୬୦ବର୍ଷର ବୃଦ୍ଧ ନିଖୋଜ ହେବା ନେଇ ଡେଲାଙ୍ଗ ଥାନାରେ ପ୍ରସନ୍ନ କୁମାର ସାହୁ ଏକ ଲିଖିତ ଅଭିଯୋଗ କରିଛନ୍ତି । ନିଖୋଜ ହୋଇଥିବା ବୃଦ୍ଧଙ୍କ ନାମ ସନ୍ତୋଷ କୁମାର ସାହୁ ବୋଲି
Read More...

ପ୍ରକାଶିତ ହେଲା ପୈାର ନିର୍ବାଚନର ଚୂଡାନ୍ତ ପ୍ରାର୍ଥୀ ତାଲିକା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ପୈାର ପରିଷଦ ନିର୍ବାଚନ ଅଧକ୍ଷା ପଦବୀ ପାଇଁ ଆଜି ଦୁଇ ଜଣ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିଛନ୍ତି । ଫଳରେ ଏବେ ଚୂଡାନ୍ତ ତାଲିକାରେ ୧୦ ଜଣ ପ୍ରାର୍ଥୀ ନାମ ପ୍ରକାଶିତ ହୋଇଛି । ଆଜି ସ୍ୱାଧୀନ ପ୍ରାର୍ଥିନୀ ମାମି ମିଶ୍ର ପ୍ରାର୍ଥୀ ପତ୍ର
Read More...

ନୂତନ ଭାବେ ନିର୍ବାଚିତ ହୋଇଥିବା ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ବଲାଙ୍ଗିର, (କେପିଏନ୍‌ଏସ୍‌) : ନୂତନ ଭାବେ ନିର୍ବାଚିତ ହୋଇଥିବା ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁଙ୍କୁ ମୁଖ୍ୟମନ୍ତ୍ରୀ ନବୀବ ପଟ୍ଟନାୟକ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ୍ - ୨୦୨୨ ନେ ଲୋକଙ୍କର୍ ଗୁରଦୁଟେ ଭଲପାଏବାରଟା ପାଇକରି ବଲାଙ୍ଗିର
Read More...

କଂଗ୍ରେସ ଅଧ୍ୟକ୍ଷା ପ୍ରାର୍ଥିନୀଙ୍କ ସହ ୱାର୍ଡ ନଂ.୨ କଂଗ୍ରେସ ପ୍ରାର୍ଥିନୀ ସୁଜାତା ଓ ୱାର୍ଡ ନଂ.୧୯ କଂଗ୍ରେସ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରାଂଚଳର କଂଗ୍ରେସ ଅଧ୍ୟକ୍ଷା ପ୍ରାର୍ଥିନୀଙ୍କ ସହ ୱାର୍ଡ ନଂ.୨ କଂଗ୍ରେସ ପ୍ରାର୍ଥିନୀ ସୁଜାତା ଓ ୱାର୍ଡ ନଂ.୧୯ କଂଗ୍ରେସ ପ୍ରାର୍ଥୀ ସତ୍ୟବ୍ରତଙ୍କ ପାଇଁ ବିଧାୟକ ନରସିଂହ ମିଶ୍ର ଆଜି ପ୍ରଚାର କରିଛନ୍ତି । ବିଧାୟକ ଶ୍ରୀ ମିଶ୍ର କହିଛନ୍ତି ଯେ,
Read More...

ଦେଉଳଗାଁ ପଂଚାୟତରେ ସରପଞ୍ଚଙ୍କ ଦାୟିତ୍ୱ ଗ୍ରହଣ ଓ ପ୍ରଥମ ବୈଠକ ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ଦେଉଲଗାଁ ଗ୍ରାମପଞ୍ଚାୟତର ପ୍ରଥମ ପଞ୍ଚାୟତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନବନିର୍ବାଚିତ ସମସ୍ତ ସଭ୍ୟ ତଥା ସରପଞ୍ଚଙ୍କୁ ପଞ୍ଚାୟତପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା । ଏହି ଅବସରରେ କାର୍ଯ୍ୟରତ ଅବସ୍ଥାରେ ମୃତ ପୂର୍ବତନ
Read More...

ତରୁଣକାନ୍ତି ପାତ୍ର ହେଲେ ନୟାପାଲି ଗ୍ରାମର ନୂତନ ସଭାପତି

ଭୋଗରାଇ, (ଶିବନାରାୟଣ ପାତ୍ର) : ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଖରିଦପିପଳ ଗ୍ରାମପଞ୍ଚାୟତ ଅଧିନସ୍ଥ ନୟାପାଲି ଗ୍ରାମର ସଭାପତି ଭାବେ ଉଦୀୟମାନ ଯୁବକ ତଥା ସମାଜସେବୀ ତରୁଣକାନ୍ତି ପାତ୍ରକୁ ଗ୍ରାମବାସୀମାନେ ମନୋନୟନ କରିଛନ୍ତି । ବିଗତ ଦୁଇ ବର୍ଷ ଧରି ଅସ୍ଥାୟୀ ଭାବରେ
Read More...

ବିଜେଡି କାର୍ଯ୍ୟାଳୟ ଶୁଭାରମ୍ଭ କଲେ ବିଧାୟକ ସୁବାସ ଚନ୍ଦ୍ର ବେହେରା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଆସନ୍ତା ୨୪ ତାରିଖରେ ହେବାକୁ ଥିବା ପୌର ନିର୍ବାଚନ ପାଇଁ ଗଞ୍ଜାମ ବଡ଼ ବଜାରଠାରେ ବିଜେଡି କାର୍ଯ୍ୟାଳୟର ଶୁଭାରମ୍ଭ କରିଛନ୍ତି ବିଧାୟକ ସୁବାସ ଚନ୍ଦ୍ର ବେହେରା ।ଏଥିସହ ଗଞ୍ଜାମ ସହରର ବିକାଶକୁ ନେଇ ରୂପରେଖ ପ୍ରସ୍ତୁତି କରିବା ସହ ରାଜ୍ୟ ମୁଖ୍ୟମନ୍ତ୍ରୀ
Read More...

ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ଟିଟିଲାଗଡ, (କେପିଏନ୍‌ଏସ୍‌) : କୋସଲି ଭାଷା ସୁରକ୍ଷା ସମିତି ଟିଟିଲାଗଡ ଓ କୋସଲି ସାଂସ୍କୃତିକ ମହାଯୋଟର ମିଲିତ ସହଯୋଗରେ ଫଗୁନ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କୋସଲି ଭାଷା ସାହିତ୍ୟର ଗବେଷକ ଓ ଦିଗ୍‌ଗଜ କବି ସ୍ୱର୍ଗତ ଚତୁର୍ଭୁଜ ସାଆନ୍ତଙ୍କ ସ୍ମୃତି ଉଦ୍ଦେଶ୍ୟରେ
Read More...

ଆସନ୍ତାକାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳ ଓ ସୋନପୁର ମ୍ୟୁନିସିପାଲିଟିର ବ୍ୟବସ୍ଥିତ ୨୫ଟି କେନ୍ଦ୍ରରେ ୧୮ରୁ ଅଧିକ…

ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତାକାଲି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ବୀରମହାରାଜପୁର, ଉଲୁଣ୍ଡା, ବିନିକା, ସୋନପୁର
Read More...

ସ୍ୱର୍ଗତ ଶିକ୍ଷାବିତଙ୍କ ଦ୍ୱାଦଶରେ ସ୍ମୃତିସଭା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ହାଇସ୍କୁଲର ଅବସରପ୍ରାପ୍ତ ଏନ୍‌ସିସି ଶିକ୍ଷକ ସ୍ୱର୍ଗତ ପ୍ରଶାନ୍ତ କୁମାର ସ୍ୱାଇଁଙ୍କ ଦ୍ୱାଦଶାହ ଦିବସରରେ ଗଞ୍ଜାମ ବ୍ଲକ ଅନ୍ତର୍ଗତ ସୁବଳୟା ଗ୍ରାମରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରମ୍ଭା ହାଇସ୍କୁଲର ଛାତ୍ରମାନେ ରମ୍ଭା
Read More...