Daily Archives

ଦାୟିତ୍ୱ ନେଲେ ନବ ନିର୍ବାଚିତ ସରପଞ୍ଚ ସୁଦାମ ଚରଣ ସେଠୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସରିବା ପରେ ନବ ନିର୍ବାଚିତ ସରପଞ୍ଚମାନେ ପଞ୍ଚାୟତ କାର୍ଯ୍ୟାଳୟରେ ଯୋଗ ଦେବା ସହ ସୂଚାରୁ ରୂପେ ସରପଞ୍ଚ ଦାୟିତ୍ୱ ତୁଲାଇବାକୁ ଶପଥ ନେଇଛନ୍ତି । ପାଇକମାଲ ବ୍ଲକ ଭେଙ୍ଗରାଜପୁର ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ
Read More...

ବଢ଼ୁଛି ନିର୍ବାଚନ ତାତି : ହେଭି ୱେଟ୍‌ ନେତାଙ୍କୁ ନେଇ ଚାଲିଛି ଘାଇଁ ଘାଇଁ ପ୍ରାର୍ଥୀଙ୍କ ପ୍ରଚାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୌର ନିର୍ବାଚନ ପାଖେଇ ଆସୁଥିବା ବେଳେ ନିର୍ବାଚନ ତାତି ବଢ଼ିବାରେ ଲାଗିଛି । ହେଭି ୱେଟ୍‌ ନେତାଙ୍କୁ ନେଇ ଚାଲିଛି ଅଧ୍ୟକ୍ଷା ଓ କାଉନ୍‌ସିଲର୍‌ ମାନଙ୍କ ପ୍ରଚାର । ଘାଇଁ ଘାଇଁ ବୁଲୁଛି ନିର୍ବାଚନ ପ୍ରଚାର ଗାଡ଼ି । ସୁମଧୁର ସଂଗୀତର ତାଳେ ତାଳେ ମଗାଯାଉଛି
Read More...

ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁରରେ ଏଚ୍‌ଆଇଭି ଓ ମାତୃ ଶିଶୁ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁରରେ ସଭା ପ୍ରକୋଷ୍ଠରେ ଓଡ଼ିଶା ସରକାଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଅଧ୍ୟକ୍ଷ ଡକ୍ଟର ଲଲିତେନ୍ଦୁ ନାୟକଙ୍କ ସଭାପତିତ୍ୱରେ ଏଚ୍ଆଇଭି ଓ ମାତୃ-ଶିଶୁ ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ
Read More...

ସାମ୍ପ୍ରତିକ ୟୁକ୍ରେନ ସଙ୍କଟ ପରିପ୍ରେକ୍ଷୀରେ ପ୍ରଧାନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ସଂକ୍ରାନ୍ତ କ୍ୟାବିିନେଟ…

ବୈଠକରେ ଭାରତର ସୁରକ୍ଷା ପ୍ରସ୍ତୁତି ଏବଂ ବିଶ୍ୱ ପରିଦୃଶ୍ୟରେ ଦେଖାଦେଇଥିବା ପରିବର୍ତ୍ତନର ସମୀକ୍ଷା ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମେଦୀଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଏସ୍‌) ବୈଠକ ଅନୁଷ୍ଠିତ ହୋଇଯାଇଛି । ସାମ୍ପ୍ରତିକ
Read More...

ପାଇକମାଲ ବ୍ଲକ ଅଧ୍ୟକ୍ଷା ଭାବନା ସିଂଙ୍କ ଦାୟିତ୍ୱ ଗ୍ରହଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ପଞ୍ଚାୟତ ସମିତିର ନବ ନିର୍ବାଚିତ ଅଧ୍ୟକ୍ଷା ଶ୍ରୀମତୀ ଭାବନା ସିଂ ଅଧ୍ୟକ୍ଷା ଭାବରେ ନିର୍ବାଚିତ ହେବା ପରେ ବିଧିବଦ୍ଧ ଭାବେ ଆଜି ପାଇକମାଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପାଞ୍ଜଳି ମାଝୀଙ୍କ ଠାରୁ ଦାୟିତ୍ୱ ଗ୍ରହଣ କଲେ । ଏହା
Read More...

ସିନେକାର୍ନିଭାଲ କର୍ତ୍ତୃପକ୍ଷଙ୍କୁ ସମ୍ୱର୍ଦ୍ଧିତ କଲେ ଭିଏଚ୍‌ପି ନେତା

ରାଉରକେଲା, (ସସ୍ମିତା ପ୍ରଧାନ) : ଅନେକ ଅରାଷ୍ଟ୍ରୀୟ ତତ୍ତ୍ୱଙ୍କ ଚାପ ସତ୍ତ୍ୱେ କାଶ୍ମୀର ପଣ୍ଡିତଙ୍କ ପ୍ରତି ହୋଇଥିବା ବର୍ବରୋଚିତ ଅତ୍ୟାଚାରକୁ ନେଇ ନିର୍ମାଣ ହୋଇଥିବା ନିର୍ଦେଶକ ବିବେକ ଅଗ୍ନିହୋତ୍ରିଙ୍କ ସିନେମା "ଦି କାଶ୍ମୀର ଫାଇଲସ"କୁ ପ୍ରଦର୍ଶିତ କରି କାଶ୍ମୀର ପଣ୍ଡିତଙ୍କ ସ୍ୱରକୁ
Read More...

ଶ୍ରେଣୀ କୋଠରୀ ଅଭାବରୁ ବାରଣ୍ଡାରେ ପଢୁଛନ୍ତି ଚେରେଙ୍ଗାମୁଣ୍ଡା ବିଦ୍ୟାଳୟର ଛାତ୍ରଛାତ୍ରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଚେରେଙ୍ଗାମୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀ କୋଠରୀ ଅଭାବ ଯୋଗୁଁ ଛାତ୍ରଛାତ୍ରୀମାନେ ବାରଣ୍ଡାରେ ବସି ପାଠ ପଢୁଛନ୍ତି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏହି ବିଦ୍ୟାଳୟରେ ୧୦୮ ଜଣ
Read More...

ସିଆର୍‌ପିଏଫ୍‌ର ଜନସଂପର୍କ ଶିବିର

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ସୀମାନ୍ତବର୍ତ୍ତୀ ପଞ୍ଚାୟତ ମୋହନଗିରିଠାରେ ଥିବା ଇକୋ କମ୍ପାନୀ ୬୪ ତରଫରୁ ଏକ ଜନସଂପର୍କ ଶିବିର ମୋହନଗିରିର ତିନୋଟି ୱାର୍ଡ଼ ବାଡ଼େନସରା, ସିଟୃବାଲି ଏବଂ ଲାତେରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅସବରରେ ଅଂଚଳର ୧୫୩ ଜଣଙ୍କୁ ରେଡ଼ିଓ ବଂଟନ
Read More...

ସୁଭଦ୍ରା ଭବନଠାରେ ଚାଲିଥିବା ସପ୍ତାହ ବ୍ୟାପୀ ତୁଲସୀ ରାମାୟଣ ପାରାୟଣରେ ଯୋଗ ଦେଲେ ବିଧାୟକ ସରୋଜ ଓ ଏନ୍ଏସି ବିଜେଡି…

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ରାହ୍ମପୁରା ସ୍ଥିତ ସୁଭଦ୍ରା ଭବନ ନିକଟସ୍ଥ ଜଗନ୍ନାଥ ମନ୍ଦିରଠାରେ ତୁଳସୀ ରାମାୟଣ ପାରାୟଣ ଅନୁଷ୍ଠିତ ହୋଇଯାଇଛି । ତା ୧୧/୩ରୁ କଳସ ସ୍ଥାପନ ସହ ପୂଜାର୍ଚ୍ଚନା କରାଯାଇଥିଲା । ତା ୧୨/୩ ଶନିବାର ଫାଲଗୁନ ଶୁକ୍ଲ ଦଶମୀରୁ ପାରାୟଣ ପଠନ ଆରମ୍ଭ ହୋଇ
Read More...

ସମାଜସେବୀ ଯଶୋବନ୍ତଙ୍କ ଟ୍ୱିଟ ପରେ ତିନି ଅସହାୟ ଅନାଥ ଭାଇ ଭଉଣୀ ପାଇଲେ ସରକାରୀ ସହାୟତା

କଳାହାଣ୍ଡି, (କେପିଏନ୍‌ଏସ୍‌) : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଉଚ୍ଚଳା ପଂଚାୟତ ନୂଆଗୁଡା ଗାଁର ଜଗମୋହନ ନାଗଙ୍କ ପୁଅ ଲିଙ୍ଗରାଜ ନାଗଙ୍କ ଗତବର୍ଷ କରୋନା ସମୟରେ ଦେହାନ୍ତ ହୋଇଥିଲା । ବଡ ପୁଅର ଦେହାନ୍ତ ପରେ ମାନସିକତା ହରାଇ ତାଙ୍କ ମା' ନବୀନା ନାଗଙ୍କ ମଧ୍ୟ ଅକ୍ଟୋବର ମାସରେ ଦେହାନ୍ତ
Read More...
error: Content is protected !!