Daily Archives

ଶ୍ରୀ ଶ୍ରୀ ହନୁମାନ ଜୀ ବିଗ୍ରହ ଓ ପ୍ରାସାଦ ପ୍ରତିଷ୍ଠା ଅବସରରେ ନିଷ୍ଠାର ରକ୍ତଦାନ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ରକ୍ତ ଭଣ୍ଡାରରେ ରକ୍ତ ଅଭାବକୁ କିଛିକାଂଶରେ ଦୂର କରିବା ପାଇଁ ନିଷ୍ଠା ପରିବାରର ପ୍ରୟାସ ଶ୍ରୀ ଶ୍ରୀ ହନୁମାନ ଜୀ ବିଗ୍ରହ ଓ ପ୍ରାସାଦର ଶୁଭ ପ୍ରତିଷ୍ଠା ଅବସରରେ ନିଷ୍ଠା ପରିବାର ଓ ହନୁମାନ ମନ୍ଦିର ପରିଚାଳନା କମିଟି, କଟାପାଲି, ବରଗଡ ଦ୍ୱାରା ଏକ
Read More...

ଢେଙ୍କାନାଳରେ କଣ୍ଟେନରରୁ ବିଦେଶୀ ମଦ ଜବତ ଘଟଣା : ଗିରଫ ସଂଖ୍ୟା ୫କୁ ବୃଦ୍ଧି

ଢେଙ୍କାନାଳ, (ତାପସ ଦାସ) : ମଦ ବୋଝେଇ କଣ୍ଟେନର ସହ ୫୦ ଲକ୍ଷ ଟଙ୍କାର ମଦ ଜବତ ଘଟଣାରେ ଆଉ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ଢେଙ୍କାନାଳ ପୋଲିସ । ସୂଚନା ଅନୁସାରେ ଢେଙ୍କାନାଳ ଜିଲ୍ଲାର ଜଗମୋହନ ସାହୁଙ୍କ ମଦ ଭର୍ତି ଟ୍ରକ ଜବତ ଘଟଣାରେ ଆଉ ୨ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା
Read More...

ଡି.କର୍ଲାଖୁଣ୍ଟା ଠାରେ ସି.ଆର.ପି.ଏଫ ତରଫରୁ ଜନ ସମ୍ପର୍କ ଶିବିର

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜ଼ିଲ୍ଲା ମ. ରାମପୁର ବ୍ଲକ ଅନ୍ତର୍ଗତ ଡି.କର୍ଲାଖୁଣ୍ଟା ପଞ୍ଚାୟତ ଠାରେ ଏଫ/୬୪ ସିଆରପିଏଫ୍ ଦ୍ୱାରା “ସିଭିକ ଆକ୍ସନ ପ୍ରୋଗ୍ରାମ” ଆୟୋଜିତ ହୋଇଯାଇଛି । କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲୋକଙ୍କୁ ସଚେତନ କରିବା
Read More...

ମଣ୍ଡପ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବେହେରାପାଲି ଶିବ ମନ୍ଦିର ପାର୍ଶ୍ବରେ ଭକ୍ତମାନଙ୍କର ସୁବିଧା ନିମନ୍ତେ ଏକ ମଣ୍ଡପର ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ନାମ ସଂକୀର୍ତନ, ହୋମ ଯଜ୍ଞ, ଅନ୍ନଭୋଗ ହୋଇ ଏହାକୁ ଲୋକାର୍ପଣ କରାଯାଇଥିଲା । ଏହି ମଣ୍ଡପକୁ ସମ୍ବଲପୁରଠାରେ ରହୁଥିବା
Read More...

ଡେଲାଙ୍ଗ ବ୍ଲକରେ ନାଏବ ସରପଞ୍ଚ ନିର୍ବାଚନ : ୬ ପଞ୍ଚାୟତରେ ପ୍ରତିଦ୍ୱନ୍ଦ୍ୱିତା, ୧୫ ନିର୍ଦ୍ୱନ୍ଦରେ ନିର୍ବାଚିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକର ୨୧ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଶୁକ୍ରବାର ଅନୁଷ୍ଠିତ ନାଏବ ସରପଞ୍ଚ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ସମ୍ପୂର୍ଣ୍ଣ ହୋଇଛି । ନିର୍ବାଚନ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ୧୫ଟି ଗ୍ରାମ ପଞ୍ଚାୟତର ନାଏବ ସରପଞ୍ଚ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ ୧ରୁ ଜଣେ ଚିହ୍ନଟ ହୋଇଥିବା ଜଣାପଡିଛି ।
Read More...

ପଶ୍ଚିମ ଓଡିଶା କୁମ୍ଭାର ମହାସଂଘର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରବିବାର ଦିନ ବଲାଙ୍ଗିର ବିଜାଖମନ ଠାରେ ପଶ୍ଚିମ ଓଡିଶା କୁମ୍ଭାର ମହାସଂଘର ବୈଠକ ଉପସଭାପତି ଦିଲିପ କୁମାର ରଣାଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ନୂତନ କର୍ମକର୍ତ୍ତାଙ୍କୁ ସ୍ୱାଗତ କରାଯାଇଥିଲା । ଉକ୍ତ ବୈଠକରେ ସାମାଜିକ ନିୟମାବଳୀ
Read More...

ଛତିଶଗଡରେ ସୁରକ୍ଷା ବାହିନୀ ଉପରେ ନକ୍ସଲଙ୍କ ଆକ୍ରମଣ : ଜଣେ ଆଇଟିବିପି ଅଧିକାରୀ ସହିଦ

ରାୟପୁର : ସୋମବାର ଦିନ ଛତିଶଗଡର ନକ୍ସଲ-ହିଟ୍ ନାରାୟଣପୁର ଜିଲ୍ଲାରେ ମାଓବାଦୀଙ୍କ ଦ୍ୱାରା ଲଗାଯାଇଥିବା ଏକ ପ୍ରେସର ବୋମା ବିସ୍ଫୋରଣରେ ଜଣେ ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ୍ (ଆଇଟିବିପି) ଅଧିକାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ କନଷ୍ଟେବଳ ଆହତ ହୋଇଛନ୍ତି । ବସ୍ତର ଅଞ୍ଚଳର ଇନ୍ସପେକ୍ଟର
Read More...

ଗତ ୧୫ ବର୍ଷର ପୌରସଂସ୍ଥା ଦୁର୍ନୀତି ବିରୁଦ୍ଧରେ କଂଗ୍ରେସକୁ ଭୋଟ ଦିଅନ୍ତୁ : ନରସିଂହ

ୱାର୍ଡ ନଂ.୧୮ ଏବଂ ୱାର୍ଡ ନଂ.୧୦ରେ ସୁରେନ୍ଦ୍ର ଅଶ୍ୱପାଳ ଓ ସୀତାରାମ କୁମ୍ଭାର ପାଇଁ ନରସିଂହଙ୍କ ଜୋରଦାର ପ୍ରଚାର ବଲାଙ୍ଗିର, (ଦେବାଶିଷ ମିଶ୍ର) : ୧୫ ବର୍ଷ ଲଗାତାର ବିଜୁ ଜନତା ଦଳର ଶାସନ ଅଧିନରେ ଅଛି ବଲାଙ୍ଗିର ପୌର ପରିଷଦ ଲୋକେ କ’ଣ ପାଇଛନ୍ତି ସେହି ୧୫ ବର୍ଷରୁ ଦୁର୍ନୀତିର ଚେର
Read More...

ଶିକ୍ଷାବିତ ଶତ୍ରୁଘ୍ନ ଭୂତିଆଙ୍କ ପତ୍ନୀ ଜ୍ୟୋତିର୍ମୟୀ ଭୂତିଆଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ସ୍ମୃତି ସଭା ଅନୁଷ୍ଠିତ

ଢେଙ୍କାନାଳ, (ତାପସ ଦାସ) : ଦିବା ୧୧ ଘଟିକା ସମୟରେ ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦ ଶାଣ୍ଡିଲ୍ୟ ବସନ୍ତ ଭବନ ଓ ବ୍ରଜନାଥ ପାଠାଗାର ସଭାଗୃହରେ ଶିକ୍ଷାବିତ ଶତ୍ରୁଘ୍ନ ଭୂତିଆଙ୍କ ପତ୍ନୀ ଜ୍ୟୋତିର୍ମୟୀ ଭୂତିଆଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ କୋଭିଡ-୧୯ ନିୟମ ସବୁକୁ ଅନୁପାଳନ କରି ନିରାଡ଼ମ୍ବର
Read More...