Daily Archives

ଜିଲ୍ଲାର ବିଭିନ୍ନ ଡିଏଚ୍‌ଏଚ୍‌, ଏସ୍‌ଡିଏଚ୍‌, ଏମ୍‌ଭିସିରେ ଗ୍ଲୁକୋମା ସ୍କ୍ରିନିଂ କରାଯାଇଥିବା ନେଇ ଜିଲ୍ଲାପାଳଙ୍କ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାର ବିଭିନ୍ନ ଡିଏଚ୍‌ଏଚ୍‌, ଏସ୍‌ଡିଏଚ୍‌, ଏମ୍‌ଭିସିରେ ଗ୍ଲୁକୋମା ସ୍କ୍ରିନିଂ କରାଯାଇଥିବା ନେଇ ଜିଲ୍ଲାପାଳ ଚଂଚଳ ରାଣର ସୂଚନା ଦେଇଛନ୍ତି । ବର୍ତ୍ତମାନ ସମୟରେ ଗ୍ଲୁକୋମା ଆଖି ରୋଗ ବଢୁଥିବା ବେଳେ ଜିଲ୍ଲା ପ୍ରଶାସନର ଏଭଳି ପଦକ୍ଷେପ ସର୍ବ ସାଧାରଣଙ୍କ
Read More...

ବଲାଙ୍ଗିରର ହୃଦ୍ ରୋଗରେ ସନ୍ଦେହ କରାଯାଉଥିବା ୧୪ ଟି ଶିଶୁ ଆଜି ଭୁବନେଶ୍ୱରରେ କାର୍ଡିଆକ୍ ସ୍କ୍ରିନିଂ କ୍ୟାମ୍ପରେ ଯୋଗ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜନ୍ମଗତ ହୃଦ୍ ରୋଗରେ ସନ୍ଦେହ କରାଯାଉଥିବା ବଲାଙ୍ଗିରର୧୪ ଟି ଶିଶୁ ଆଜି ଭୁବନେଶ୍ୱରରେ କାର୍ଡିଆକ୍ ସ୍କ୍ରିନିଂ କ୍ୟାମ୍ପରେ ଯୋଗ ଦେଇଥିବା ନେଇ ଜିଲ୍ଲାପାଳ ଚଂଚଳ ରାଣା ସୂଚନା ଦେଇଛନ୍ତି । ତେବେ ହୃଦ୍ ରୋଗ ପୀଡିତ ଶିଶୁ ତଥା ଚିକିତ୍ସା ପାଇଁ ନିଶ୍ଚିତ
Read More...

ବେଲପଡା ସିଏଚ୍‌ସି ଠାରେ ଅଲ୍ଟ୍ରାସାଉଣ୍ଡ ସୁବିଧା ହୋଇଥିବା ନେଇ ଜିଲ୍ଲାପାଳଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ବେଲପଡା ବ୍ଲକର ସିଏଚ୍‌ସି ଠାରେ ଅଲ୍ଟ୍ରାସାଉଣ୍ଡ ସୁବିଧା ନଥିଲା । ସେଥିପାଇଁ ଅଂଚଳର ଲୋକାମନେ ବହୁ ଅସୁବିଧାର ସମ୍ମୁଖୀନ ହୋଇ ପାଟଣାଗଡ କିମ୍ବା ବଲାଙ୍ଗିରକୁ ଆସୁଥିଲେ । କିନ୍ତୁ ଆଜି ପ୍ରଶାସନ ପକ୍ଷରୁ ଲୋକଙ୍କ ଅସୁବିଧାକୁ ଆଖି
Read More...

ପୂର୍ବତନ ସୈନିକମାନଙ୍କ ରାଜ୍ୟସ୍ତରୀୟ ବୈଠକ ଅନୁଷ୍ଠିତ : ଭେଟେରେନ୍‌ ଆର୍ମି ପ୍ରତାପ ରଥ ରାଜ୍ୟ ଉପସଭାପତି ଭାବେ ମନୋନୀତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ସ୍ଥିତ ଘାଟିକିଆ ଦୁର୍ଗା ମଣ୍ଡପ ପ୍ରାଙ୍ଗଣରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକର ସଭାପତି ଭେଟେରେନ୍‌ ମହେଶ୍ୱର ବେହେରା ତଥା ଭେଟେରେନ୍‌ ଉମେଶ କୁମାର ଚଇନିଙ୍କ ସଂଯୋଜନାରେ ପୂର୍ବତନ ସୈନିକ, ସହିଦ ପରିବାର ତଥା ବର୍ତ୍ତମାନ ସେବା ନିବୃତ୍ତ
Read More...

ନବ ନର୍ବାଚିତ ଜିଲ୍ଲା ପରିଷଦ ସଦସ୍ୟମାନଙ୍କୁ ଜିଲ୍ଲା ବିଜେପି କାର୍ୟ୍ୟାଳୟରେ ସମ୍ବର୍ଦ୍ଧନା

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ସ୍ଥିତ ଜିଲ୍ଳା ବିଜେପି କାର୍ୟ୍ୟାଳୟ ଠାରେ ଜିଲ୍ଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ବରଗଡ ଜିଲ୍ଲାର ନବ ନିର୍ବାଚିତ ବିଜେପି ଜିଲ୍ଳା ପରିଷଦ ସଦସ୍ୟ ସୁରେନ୍ଦ୍ର ସିଂ ବରିହା, ସରସ୍ବତୀ ସାହୁ, ତ୍ରିପୁରା
Read More...

ଯାଦବ ସମାଜର ବୈଠକ ଅନୁଷ୍ଠିତ : ମା’ ସମଲେଶ୍ଵରୀଙ୍କ ଚୈତ୍ର ବାସନ୍ତିକା ପୂଜା ମହୋତ୍ସବ ପାଳନ କରିବା ପାଇଁ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସ୍ଥିତ ନୃସିଂହନାଥ ସମଲେଶ୍ଵରୀ ମନ୍ଦିର ଠାରେ ଯାଦବ ସମାଜର ଏକ ବୈଠକ ଡୋଲାମଣି ମାହାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାଇକମାଲ ଓ ଝାରବନ୍ଧ ବ୍ଲକର ଯାଦବ ସମାଜ କାର୍ୟ୍ୟକର୍ତ୍ତା ଯୋଗଦେଇ ଥିଲେ । ଆସନ୍ତା ଚୈତ୍ର ପୂର୍ଣ୍ଣିମାରେ
Read More...

ବୌଦ୍ଧ ଅଧ୍ୟକ୍ଷା ହେଲେ ପ୍ରଭାସିନୀ, ଉପାଧ୍ୟକ୍ଷ ପଦକୁ ନେଇ ଚର୍ଚ୍ଚା

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲା ପରିଷଦ ଜୋନ ନଂ. ୦୯ ର ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚନରେ ବିଜୟ ହୋଇଥିବା ପ୍ରଭାସିନୀ ଦାସ ବୌଦ୍ଧ ସଂରକ୍ଷିତ ଆସନରୁ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି । ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ ବୌଦ୍ଧ ବିଧାନସଭା ନିର୍ବାଚନ
Read More...

ମାନିନୀ ଭୋଇ ହେଲେ ବରଗଡ଼ ଜିଲ୍ଲା ପରିଷଦ ସଭାନେତ୍ରୀ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ପରିଷଦ ସଭାନେତ୍ରୀ ଭାବେ ବିଜୁ ଜନତା ଦଳ ଶ୍ରୀମତୀ ମାନିନୀ ଭୋଇ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ଆଜି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସ୍ଥିତ ସମ୍ମିଳନୀ କକ୍ଷରେ ସହକାରୀ ନିର୍ବାଚନ ଅଧିକାରୀ ତଥା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ
Read More...

୬ ନମ୍ବର ୱାର୍ଡରେ ଜୋର୍‌ସୋର୍‌ ପ୍ରଚାର : ବିଜେଡ଼ି ପ୍ରାର୍ଥିନୀ ପିଙ୍କି କବାଟଙ୍କ ପାଇଁ ପ୍ରଚାରରେ ସାମିଲ୍‌ ହେଲେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ପାଖେଇ ଆସୁଛି ପୌର ପରିଷଦ ନିର୍ବାଚନ । ସହରରେ ଜୋର୍‌ ଧରୁଛି ପ୍ରାର୍ଥୀଙ୍କ ପ୍ରଚାର । ଆଜି ସ୍ଥାନୀୟ ୬ ନମ୍ବର ୱାର୍ଡରେ ଜୋର୍‌ସୋର୍‌ ପ୍ରଚାର ଚାଲିଥିବା ଦେଖିବାକୁ ମିଳିଛି । ବିଜେଡ଼ି ପ୍ରାର୍ଥିନୀ ପିଙ୍କି କବାଟଙ୍କ ପାଇଁ ପ୍ରଚାରରେ ସାମିଲ୍‌ ହୋଇଛନ୍ତି
Read More...

ମ.ରାମପୁରରୁ ପ୍ରଥମ ଜିଲ୍ଲା ପରିଷଦ ଅଧ୍ୟକ୍ଷ ହେଲେ ପୁଷ୍ପେନ୍ଦ୍ର : ଜନ୍ମ ମାଟିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କୁ ଭବ୍ୟ…

ମ.ରାମପୁର, (ହେମନ୍ତ ସାହୁ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅବସରରେ ଆଜି ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ହେବାକୁ ଥିଲା ଏବଂ ବିଜେଡ଼ି ତରଫରୁ ମ.ରାମପୁର ଜିଲ୍ଲା ପରିଷଦ ସଭ୍ୟ ପୁଷ୍ପେନ୍ଦ୍ର ସିଂହଦେଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବରେ ଆସନ ଅଳଙ୍କୃତ କରିଛନ୍ତି । ଆଜି ଏହି ଘୋଷଣା ପରେ
Read More...