pakka

ଜିଲ୍ଲାର ବିଭିନ୍ନ ଡିଏଚ୍‌ଏଚ୍‌, ଏସ୍‌ଡିଏଚ୍‌, ଏମ୍‌ଭିସିରେ ଗ୍ଲୁକୋମା ସ୍କ୍ରିନିଂ କରାଯାଇଥିବା ନେଇ ଜିଲ୍ଲାପାଳଙ୍କ ସୂଚନା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାର ବିଭିନ୍ନ ଡିଏଚ୍‌ଏଚ୍‌, ଏସ୍‌ଡିଏଚ୍‌, ଏମ୍‌ଭିସିରେ ଗ୍ଲୁକୋମା ସ୍କ୍ରିନିଂ କରାଯାଇଥିବା ନେଇ ଜିଲ୍ଲାପାଳ ଚଂଚଳ ରାଣର ସୂଚନା ଦେଇଛନ୍ତି । ବର୍ତ୍ତମାନ ସମୟରେ ଗ୍ଲୁକୋମା ଆଖି ରୋଗ ବଢୁଥିବା ବେଳେ ଜିଲ୍ଲା ପ୍ରଶାସନର ଏଭଳି ପଦକ୍ଷେପ ସର୍ବ ସାଧାରଣଙ୍କ ପାଇଁ ବେଶ୍‌ ଉପାଦେୟ ହେବ ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଏଥିରେ ଜିଲ୍‌ଲ୍ଲାର ବହୁ ସଂଖ୍ୟକ ଲୋକେ ଭାଗ ନେଇ ଆଖି ପରୀକ୍ଷା କରାଇଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

15 + 14 =

error: Content is protected !!