pakka

ବଲାଙ୍ଗିରର ହୃଦ୍ ରୋଗରେ ସନ୍ଦେହ କରାଯାଉଥିବା ୧୪ ଟି ଶିଶୁ ଆଜି ଭୁବନେଶ୍ୱରରେ କାର୍ଡିଆକ୍ ସ୍କ୍ରିନିଂ କ୍ୟାମ୍ପରେ ଯୋଗ ଦେଲେ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜନ୍ମଗତ ହୃଦ୍ ରୋଗରେ ସନ୍ଦେହ କରାଯାଉଥିବା ବଲାଙ୍ଗିରର୧୪ ଟି ଶିଶୁ ଆଜି ଭୁବନେଶ୍ୱରରେ କାର୍ଡିଆକ୍ ସ୍କ୍ରିନିଂ କ୍ୟାମ୍ପରେ ଯୋଗ ଦେଇଥିବା ନେଇ ଜିଲ୍ଲାପାଳ ଚଂଚଳ ରାଣା ସୂଚନା ଦେଇଛନ୍ତି । ତେବେ ହୃଦ୍ ରୋଗ ପୀଡିତ ଶିଶୁ ତଥା ଚିକିତ୍ସା ପାଇଁ ନିଶ୍ଚିତ ହୋଇଥିବା ଶିଶୁ ଚିକିତ୍ସା ପାଇଁ ଏସ୍‌ଏସ୍‌ଏସ୍‌ଆଇ ଅହମ୍ମଦାବାଦରେ ପୁଣି ପରୀକ୍ଷା କରାଯାଇ ଚିକିତ୍ସା କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ରାଣା ସୂଚନା ଦେଇଛନ୍ତି ।

jay balangir
Leave A Reply

Your email address will not be published.

20 − 18 =

error: Content is protected !!