pakka

ବେଲପଡା ସିଏଚ୍‌ସି ଠାରେ ଅଲ୍ଟ୍ରାସାଉଣ୍ଡ ସୁବିଧା ହୋଇଥିବା ନେଇ ଜିଲ୍ଲାପାଳଙ୍କ ସୂଚନା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ବେଲପଡା ବ୍ଲକର ସିଏଚ୍‌ସି ଠାରେ ଅଲ୍ଟ୍ରାସାଉଣ୍ଡ ସୁବିଧା ନଥିଲା । ସେଥିପାଇଁ ଅଂଚଳର ଲୋକାମନେ ବହୁ ଅସୁବିଧାର ସମ୍ମୁଖୀନ ହୋଇ ପାଟଣାଗଡ କିମ୍ବା ବଲାଙ୍ଗିରକୁ ଆସୁଥିଲେ । କିନ୍ତୁ ଆଜି ପ୍ରଶାସନ ପକ୍ଷରୁ ଲୋକଙ୍କ ଅସୁବିଧାକୁ ଆଖି ଆଗରେ ରଖି ବେଲପଡା ସିଏଚ୍‌ସି ଠାରେ ଅଲ୍ଟ୍ରାସାଉଣ୍ଡ ସୁବିଧା କରାଯାଇଥିବା ନେଇ ଜିଲ୍ଲାପାଳ ଚଂଚଳ ରାଣା ସୂଚନା ଦେଇଛନ୍ତି । ଅଲ୍ଟ୍ରାସାଉଣ୍ଡ ସୁବିଧା ହୋଇଥିବାରୁ ସ୍ଥାନୀୟ ଲୋକେ ଖୁସି ବ୍ୟକ୍ତ କରିବା ସହ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ।

jay balangir
Leave A Reply

Your email address will not be published.

eleven + 10 =