pakka

ବୌଦ୍ଧ ଅଧ୍ୟକ୍ଷା ହେଲେ ପ୍ରଭାସିନୀ, ଉପାଧ୍ୟକ୍ଷ ପଦକୁ ନେଇ ଚର୍ଚ୍ଚା

bbehera

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲା ପରିଷଦ ଜୋନ ନଂ. ୦୯ ର ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚନରେ ବିଜୟ ହୋଇଥିବା ପ୍ରଭାସିନୀ ଦାସ ବୌଦ୍ଧ ସଂରକ୍ଷିତ ଆସନରୁ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି । ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀ ଓ କଣ୍ଟାମାଲ ବିଧାନ ସଭା ନିର୍ବାଚନ ମଣ୍ଡଳୀ ହେଲେ ଜୋନ ନଂ. ୦୯ ଅଧ୍ୟକ୍ଷା ପଦବୀ ବୌଦ୍ଧ ଭାଗକୁ ଯାଇଥିବା ବେଳେ ଉପାଧ୍ୟକ୍ଷ ପଦବୀ କଣ୍ଟାମାଲ ଭାଗରେ ପଡିବା ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ପୂର୍ବରୁ ଉଭୟ ପଦବୀ ପାଇଁ ଦଳ ଦୁଇ ନିର୍ବାଚନ ମଣ୍ଡଳୀରେ ଭାଗବଣ୍ଟା କରି ଆସୁଥିଲା । ଏହି ଆଧାରରେ କଣ୍ଟାମାଲ ହାତକୁ ଉପାଧ୍ୟକ୍ଷ ପଦବୀ ଆସିବା ସୁନିଶ୍ଚିତ ବୋଲି କଣ୍ଟାମାଲବାସୀ ଆଶା ବାନ୍ଧିଛନ୍ତି ।

jay balangir
Leave A Reply

Your email address will not be published.

5 × 3 =

error: Content is protected !!