pakka

୬ ନମ୍ବର ୱାର୍ଡରେ ଜୋର୍‌ସୋର୍‌ ପ୍ରଚାର : ବିଜେଡ଼ି ପ୍ରାର୍ଥିନୀ ପିଙ୍କି କବାଟଙ୍କ ପାଇଁ ପ୍ରଚାରରେ ସାମିଲ୍‌ ହେଲେ କଳିକେଶ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ପାଖେଇ ଆସୁଛି ପୌର ପରିଷଦ ନିର୍ବାଚନ । ସହରରେ ଜୋର୍‌ ଧରୁଛି ପ୍ରାର୍ଥୀଙ୍କ ପ୍ରଚାର । ଆଜି ସ୍ଥାନୀୟ ୬ ନମ୍ବର ୱାର୍ଡରେ ଜୋର୍‌ସୋର୍‌ ପ୍ରଚାର ଚାଲିଥିବା ଦେଖିବାକୁ ମିଳିଛି । ବିଜେଡ଼ି ପ୍ରାର୍ଥିନୀ ପିଙ୍କି କବାଟଙ୍କ ପାଇଁ ପ୍ରଚାରରେ ସାମିଲ୍‌ ହୋଇଛନ୍ତି ପୂର୍ବତନ ସାଂସଦ ତଥା ବିଜେଡ଼ିର ହେଭି ୱେଟ୍‌ ନେତା କଳିକେଶ ନାରାୟଣ ସିଂହଦେଓ । ୬ ନମ୍ବର ୱାର୍ଡର ବିଜେଡ଼ି ପ୍ରାର୍ଥିନୀ ପିଙ୍କି କବାଟଙ୍କ ସହ ଚେୟାରମ୍ୟାନ୍‌ ପ୍ରାର୍ଥିନୀ ଲିକା ସାହୁ ତଥା ଅନ୍ୟ ବିଜେଡ଼ି ନେତା ଓ ସମର୍ଥକମାନେ ହେଭି ୱେଟ୍‌ ନେତା କଳିକେଶଙ୍କ ସହ ବରପାଲିପଡ଼ା, ଚିମିନିଭାଟି ତଥା ଆମ୍‌ପଡ଼ାରେ ଘରକୁ ଘର ଯାଇ ଭୋଟର୍‌ଙ୍କୁ ବିଜେଡ଼ି ପାଇଁ ଭୋଟ୍‌ ମାଗିଛନ୍ତି ।

jay balangir
Leave A Reply

Your email address will not be published.

5 × 5 =