Daily Archives

ରେଳ ଧାରଣାରୁ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର : ଆତ୍ମହତ୍ୟା ସନ୍ଦେହ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୂର୍ବତଟ ରେଳପଥ ଅନ୍ତର୍ଗତ ଡେଲାଙ୍ଗ ରେଳ ଷ୍ଟେସନ ଅପ ଲାଇନ ୪୭୦/୩୧-୩୩ ରେଳଧାରଣା ନିକଟରୁ ଜନୈକ ବୃଦ୍ଧଙ୍କ ମୃତଦେହକୁ ସାକ୍ଷୀଗୋପାଳ ଜିଆରପି ଫାଣ୍ଡି ଉଦ୍ଧାର କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ଡେଲାଙ୍ଗ ରେଳ ଷ୍ଟେସନ ପରିସର ରେଳ
Read More...

ଶିବତଲା ପେକ୍ସ ଡାଟା ଏନ୍‌ଟ୍ରି ଅପରେଟର ଓ ଇନ୍‌ଚାର୍ଜ ସେକ୍ରେଟାରୀ ୮ ହଜାର ଟଙ୍କା ଲାଂଚ ନେବା ବେଳେ ଧରାପଡ଼ିଲେ…

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ତରଭା ବ୍ଲକ ଅଧୀନସ୍ଥ ଶିବତଲା ପେକ୍ସର ପେକ୍ସ ଡାଟା ଏନ୍‌ଟ୍ରି ଅପରେଟର ଦେବେନ୍ଦ୍ର ନାଏକ ଓ ଇନ୍‌ଚାର୍ଜ ସେକ୍ରେଟାରୀ କୁନା ନାଏକ ଆଜି ୮ ହଜାର ଟଙ୍କା ଲାଂଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଜଣାପଡ଼ିଛି । ପେକ୍ସରେ ଧାନ ବିକ୍ରି ଜଣେ
Read More...

ଆସନ୍ତା କାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳ ସହ ସୋନପୁର ମ୍ୟୁନିସିପାଲିଟିରେ ବ୍ୟବସ୍ଥିତ ୨୪ଟି କେନ୍ଦ୍ରରେ ୧୮ରୁ ଅଧିକ…

ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ବୀରମହାରାଜପୁର, ଉଲୁଣ୍ଡା, ବିନିକା, ତରଭା,
Read More...

ତ୍ରିନାଥ ବେହେରାଙ୍କ ଦ୍ୱାଦଶାହ ଶ୍ରାଦ୍ଧବାର୍ଷିକୀରେ ସ୍ମୃତିଚାରଣ ସଭା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଆଜି ସ୍ଥାନୀୟ ଦଳବେହେରା କଲ୍ୟାଣ ମଣ୍ଡପ କମ୍ପେଳକ୍ସ ପରିସରରେ ସ୍ୱର୍ଗତ ତ୍ରିନାଥ ବେହେରାଙ୍କ ଦ୍ୱାଦଶାହ ଶ୍ରାଦ୍ଧବାର୍ଷିକ ଅବସରରେ ଏକ ସ୍ମୃତିଚାରଣ ସଭା ବ୍ରଜବନ୍ଧୁ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମର ନିମନ୍ତ୍ରଣ
Read More...

ଐତିହାସିକ ଦୋଳଯାତ୍ରା ପାଇଁ ପ୍ରାକ୍‌ ପ୍ରସ୍ତୁତି

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରର ଐତିହାସିକ ଦୋଳଯାତ୍ରା ପାଇଁ ପ୍ରାକ୍‌ ପ୍ରସ୍ତୁତି ବୈଠକ ତହସିଲ କାର୍ଯ୍ୟାଳୟ ସଭାଗୃହ ମଧ୍ୟରେ ତହସିଲଦାର ଅରୁଣ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଯାତ୍ରାରେ ଡିଜେ ସାଉଣ୍ଡକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇ
Read More...

ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ତାଲିମ କାର୍ଯ୍ୟକ୍ରମ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପୌରସଂସ୍ଥା ନିର୍ବାଚନ ନିମନ୍ତେ ନିଯୁକ୍ତ ହୋଇଥିବା ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କର ଏକ ତାଲିମ କାର୍ଯ୍ୟକ୍ରମ ରାଜ୍ୟ କମିଶନରଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଅର୍ଥ ସେବାରେ ୧୯ ଜଣ ବରିଷ୍ଠ ଓ ଦକ୍ଷ ଅଧିକାରୀମାନଙ୍କୁ ଖର୍ଚ୍ଚ ପର୍ଯ୍ୟବେକ୍ଷକ
Read More...

ମହାନଗର ନିଗମ ନିର୍ବାଚନ ପାଇଁ କଂଗ୍ରେସର ରଣନୀତି ପ୍ରସ୍ତୁତି ବୈଠକ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନ ପରିପ୍ରେକ୍ଷୀରେ ରଣନୀତି ପ୍ରସ୍ତୁତି ପାଇଁ ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟାଳୟଠାରେ ଦଳର ମୁଖପାତ୍ର ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ କଂଗ୍ରେସର
Read More...

ଏଲ୍ଲାମା ମନ୍ଦିରରେ ଫଗୁଣ ନବମୀ ଯାତ୍ରା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ରହିଥିବା ଏଲ୍ଲାମା ଠାକୁରାଣୀ ମନ୍ଦିରରେ ଫଗୁଣ ନବମୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆଜି ବଢି ଭୋର ସମୟରୁ ଠାକୁରାଣୀଙ୍କ ସେବକ ଦାୟିତ୍ୱରେ ପୁରାତନ କାଳରୁ ରହିଥିବା ଜେନା ବଂଶ
Read More...

ଜିଲ୍ଲା କ୍ରିକେଟ ସଂଘ ତରଫରୁ ଅପ୍ରେଲ ପ୍ରଥମ ସପ୍ତାହରେ ସୋନପୁର ପ୍ରିମିୟର କ୍ରିକେଟ ଲିଗ୍

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା କ୍ରିକେଟ୍ ଆସୋସିଏସନ୍‌ ପକ୍ଷରୁ ଆସନ୍ତା ଅପ୍ରେଲ ୩ ତାରିଖ ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଗାନ୍ଧୀ ପଡିଆଠାରେ "ସୋନପୁର ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ" ଆରମ୍ଭ ହେବ । ୬୦ ଜଣ ଖେଳାଳିଙ୍କୁ ନେଇ ୪ଟି
Read More...

ନୂତନ ଭାବେ ସରପଂଚରେ ଜିତିଥିବା ପ୍ରମିଳା ସାହୁଙ୍କ ଦାୟିତ୍ୱ ଗ୍ରହଣ

ଆଗଲପୁର, (ସୁଶୀଳ କୁମାର ମିଶ୍ର) : ଆଗଲପୁର ବ୍ଲକ ଅଧିନସ୍ଥ ଭରସୁଜା ଗ୍ରାମପଞ୍ଚାୟତରେ ନୂତନ ଭାବେ ସରପଂଚରେ ଜିତିଥିବା ପ୍ରମିଳା ସାହୁ ଆଜି ପଂଚାୟତରେ ସରପଞ୍ଚ ପଦ ଅଧିଗ୍ରହଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଇ.ଓ, ଜି.ଆର୍‌. ଏସ୍‌(ଯୋଗାଣ ଅଧିକାରୀ) ପଂଚାୟତର ସମସ୍ତ ଗ୍ରାମର ନବନିର୍ବାଚିତ
Read More...