Daily Archives

ବକଟି ଏମ୍‌ପିସିଏସ୍‌ରେ ୩ଟି ନୂତନ ଦୁଗ୍ଧ ଟ୍ୟାଙ୍କର ଲୋକାର୍ପିତ କଲେ ଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବକଟି ଏମ୍‌ପିସିଏସ୍‌କୁ ଆଜି ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା ପରିଦର୍ଶନରେ ପହଂଚିଥିବା ବେଳେ ଦୁଗ୍ଧ ଚାଷୀମାନଙ୍କୁ ଉତ୍ସାହିତ କରିଥିଲେ । ଦୁଗ୍ଦ ଚାଷୀମାନଙ୍କୁ ନେଇ ଏହି ଅବସରରେ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
Read More...

ବଲାଙ୍ଗିର ଶାନ୍ତିପଡ଼ାରେ ନବନିର୍ମିତ ହନୁମାନ ମନ୍ଦିରର ରତ୍ନମୋଦ ମହୋତ୍ସବ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଶାନ୍ତିପଡ଼ାରେ ନବନିର୍ମିତ ହନୁମାନ ମନ୍ଦିରର ରତ୍ନମୋଦ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ରତ୍ନମୋଦ ପାଇଁ ବିଧି ପୂର୍ବକ ପୂଜାର୍ଚ୍ଚନା କରାଯାଇ ନଗର ପରିକ୍ରମା ପରେ ରତ୍ନମୋଦ ଦିଆଯାଇଥିବା ବେଳେ ଶାନ୍ତିପଡ଼ା ତଥା ଆଖପାଖ ଅଂଚଳର ଶତାଧିକ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଦେଓଗାଁ ବ୍ଲକ ଲଣ୍ଡାପଥର ଗ୍ରା.ପ.ରୁ ଜଣେ, ପାଟଣାଗଡ ବ୍ଲକ ଲରମ୍ଭା ଗ୍ରା.ପ. ଓ ଭଇଁଷା ଗ୍ରା.ପ.ରୁ ଜଣେ ଲେଖାଏଁ, ପୁଇଁନ୍ତଲା ବ୍ଲକ
Read More...

ନବମ ପ୍ରତିଷ୍ଠା ଦିବସ ପାଇଁ ପ୍ରସ୍ତୁତି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ସଚେତନ ନାଗରିକ ମଞ୍ଚର ଚଳିତ ମାସ ଆସନ୍ତା ୧୬ ତାରିଖରେ ହେବାକୁ ଥିବା ନବମ ପ୍ରତିଷ୍ଠା ଦିବସ ତଥା ବାର୍ଷିକୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ସେକ୍ଟର ୫ ଗୁଣ୍ଡିଚା ମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଛି । ମଂଚର ଉପସଭାପତି ଚିତ୍ତରଞ୍ଜନ
Read More...

ରାଣୀ ଲକ୍ଷ୍ମୀବାଇ ଆତ୍ମରକ୍ଷା ଶିବିର ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ବଲାଙ୍ଗିରରେ ରାଣୀ ଲକ୍ଷ୍ମୀବାଇ ଆତ୍ମରକ୍ଷା ଶିବିର ଆରମ୍ଭ ହୋଇଯାଇଛି । ଏହି ଶିବିର ଆଠ ଦିନ ପର୍ଯ୍ୟନ୍ତ ଚାଲିବ । ୧୦୦ ଜଣ ଛାତ୍ରୀଙ୍କୁ ନେଇ ପ୍ରଶିକ୍ଷିକା କସ୍ତୁରୀ ରଥ ଓ ଜ୍ୟୋସ୍ନାରାଣୀ ନନ୍ଦ ପ୍ରଶିକ୍ଷଣ ଦେଇ ଅଛନ୍ତି ।
Read More...

ଆଦ୍ୟାଶକ୍ତି ନାରୀ ସଂଗଠନ ବଲାଙ୍ଗିର ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଦ୍ୟାଶକ୍ତି ନାରୀ ସଂଗଠନ ପକ୍ଷରୁ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସଭାପତି କସ୍ତୁରୀ ରଥଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିବା ବେଳେ ଏଲୋରା ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ନାରୀମାନଙ୍କ ଅଧିକାର ଏବଂ କର୍ତ୍ତବ୍ୟ ବିଷୟରେ
Read More...

ଗାନ୍ଧୀନଗର କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦୨୨ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗାନ୍ଧିଜୀ କ୍ଲବ ଗାନ୍ଧୀନଗରପଡା ଆନୁକୂଲ୍ୟରେ ଆଜିଠାରୁ ପାଞ୍ଚ ଦିନ ପାଇଁ ହେବାକୁ ଥିବା ଗାନ୍ଧୀନଗର କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦୨୨କୁ ବଲାଙ୍ଗିର କଂଗ୍ରେସ ଚେୟାରମେନ ପ୍ରାର୍ଥିନୀ ମିଲନୀ ସାହୁ ଓ ଗାନ୍ଧୀ ନଗର କ୍ରିକେଟ କମିଟିର ଉପଦେଷ୍ଟା ଶିବ ପ୍ରସାଦ
Read More...

ବ୍ରହ୍ମାକୁମାରୀ ହୃଦୟ ମୋହିନୀଙ୍କ ପ୍ରଥମ ସ୍ମୃତି ଦିବସ ପାଳନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ଶାନ୍ତି ଅନୁଭୂତି କେନ୍ଦ୍ର ତଥା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସଂଗଠନ ଶାଖା ଆନୁକୂଲ୍ୟରେ ଦାଦିଜୀ ବ୍ରହ୍ମାକୁମାରୀ ହୃଦୟ ମୋହିନୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ବିଧିବଦ୍ଧ ସ୍ୱରୂପ ଭକ୍ତିପୂତ
Read More...

ରିଷିଡା ସରପଞ୍ଚ ଭାବେ ଦାୟିତ୍ୱ ନେଲେ ସେବତୀ ରଣା

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଲକର ଗୁରୁତ୍ୱପୂର୍ଣ୍ଣ ପଂଚାୟତ ହେଉଛି ରିଷିଡା । ଏହି ପଂଚାୟତର ନବନିର୍ବାଚିତ ସରପଞ୍ଚ ଶ୍ରୀମତୀ ସେବତୀ ରଣା ଆଜି ଆନୁଷ୍ଠାନିକ ଭାବେ ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ତାଙ୍କୁ ପଂଚାୟତ ଓ ବିଭିନ୍ନ ମହଲରୁ
Read More...

ଲାନ୍ଥନଦୀ କୂଳରୁ ଅଜଣା ବ୍ୟକ୍ତିର ଗଳିତ ମୃତ ଦେହ ଉଦ୍ଧାର, ସଇଁତଲା ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା କରମତଲା ପଞ୍ଚାୟତ ସ୍ଥିତ ଛନଛଡ଼ା ପେଣ୍ଡରାମାଲ୍ ଲାନ୍ଥନଦୀ କୂଳରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ ଶବ ସଇଁତଲା ପୋଲିସ ଉଦ୍ଧାର କରିଛି । ମୃତ ବ୍ୟକ୍ତିଙ୍କ ବୟସ ହାରାହାରି ୫୫ ହେବ ବୋଲି ଅନୁମାନ କରାଯାଉଛି । ଏ ନେଇ ଏକ ମାମଲା
Read More...