Daily Archives

ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ସମେତ ନବନିର୍ବାଚିତ ଜନପ୍ରତିନିଧିଙ୍କୁ ସ୍ୱାଗତ କଲେ ମଲଦା ଗ୍ରାମବାସୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମଲଦା ଗ୍ରାମଠାରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ, ନବ ନିର୍ବାଚିତ ପାଇକମାଲ ଜୋନ ନଂ ୨ ଜିଲ୍ଲା
Read More...

ଆସନ୍ତା କାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ବ୍ୟବସ୍ଥିତ ୧୭ଟି କେନ୍ଦ୍ରରେ ୧୮ରୁ ଅଧିକ ନାଗରିକଙ୍କୁ ଟୀକାକରଣ

ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର, ବୀରମହାରାଜପୁର, ଉଲୁଣ୍ଡା, ବିନିକା, ତରଭା, ସୋନପୁର, ତରଭା ବ୍ଲକର ୧୭ଟି
Read More...

ସାମ୍ବାଦିକ ଡିଲେଶ୍ଵରଙ୍କ ଦୁର୍ଘଟଣା ଘଟଣା : କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର, ଶେଖୁ ବୁର୍ଲାରୁ ହେଲେ ଡିସ୍‌ଚାର୍ଜ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସ୍ତରୀୟ ସାମ୍ବାଦିକ ଡିଲେଶ୍ଵର ବାଗ ଗତ ଶିବରାତ୍ରୀ ଦିନ କଣ୍ଠେଶ୍ୱରପୁର ଶିବ ମନ୍ଦିରକୁ ଖବର ସଂଗ୍ରହ କରିବାକୁ ଯାଇ ଫେରିବା ବାଟରେ ଦୁର୍ଘଟଣା କିମ୍ବା ଆକ୍ରମଣର ଶିକାର ହୋଇଛନ୍ତି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ହୋଇରହିଛି ।
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ମୁରିବାହାଲ ବ୍ଲକ ଚନାବାହାଲ ଗ୍ରା.ପ.ରୁ ଜଣେ ଓ ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ ୨ରୁ ଜଣେ ଚିହ୍ନଟ ହୋଇଥିବା ଜଣାପଡିଛି ।
Read More...

ଜୟନ୍ତୀ ଅବସରରେ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ବାବୁଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ବିଜୁଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଓଡ଼ିଶା ଏବେ ବିକାଶ ପଥରେ ଅଗ୍ରସର ହେଉଛି ବୋଲି ସେ ଟ୍ୱିଟ କରି କହିଛନ୍ତି । ଲୋକଙ୍କ କଲ୍ୟାଣ ଓ ଉନ୍ନତି ପାଇଁ ବିଜୁବାବୁ
Read More...

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜୟନ୍ତୀ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମହାନ ଜନନାୟକ, ସ୍ଵାଧୀନତା ସଂଗ୍ରାମୀ, ଲୋକପ୍ରିୟ ରାଜନେତା ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜୟନ୍ତୀ ଅବସରରେ ଡେଲାଙ୍ଗ ହାଟ ବଜାରସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତ୍ତିମୂର୍ତ୍ତିରେ ବିଜୁ ଜନତା ଦଳର
Read More...

ପୌର ପରିଷଦ ନିର୍ବାଚନ : ଆଜି ଅଧ୍ୟକ୍ଷା ପଦବୀ ପାଇଁ ଜଣେ ନାମାଙ୍କନପତ୍ର ଦାଖଲ କଲେ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ପୌର ପରିଷଦ ନିର୍ବାଚନ ପାଇଁ ଆଜି ସସ୍ମିତା ଦାସ ସ୍ୱାଧିନ ପ୍ରାର୍ଥୀ ଭାବେ ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ସୁଭେନ୍ଦୁ କୁମାର ସାମଲଙ୍କଠାରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ରାଜ୍ୟରେ ପୌର ପରିଷଦ ନିର୍ବାଚନ ପାଇଁ ଗତ ୨ ତାରିଖରୁ ୭ ତାରିଖ
Read More...

ବଲାଙ୍ଗିର ମ୍ୟୁନିସିପାଲିଟି ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ : ମିଲନୀ ସାହୁ ହେଲେ ଚେୟାମେନ୍‌ ପ୍ରାର୍ଥୀ

ଦୁର୍ନୀତି ବିରୁଦ୍ଧରେ ଓ ପରିବର୍ତ୍ତନ ସପକ୍ଷରେ ହେବ ମତଦାନ - ସମରେନ୍ଦ୍ର ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦୀର୍ଘ ୧୫ ବର୍ଷରୁ ଅଧିକ ହେବ ବଲାଙ୍ଗିର ପୌର ପରିଷଦ ସରକାରୀ ଦଳ କବଜାରେ । ପୌର ଦୁର୍ନୀତି ଯୋଗୁଁ ଲୋକେ ବହୁତ ହନ୍ତସନ୍ତ । ତେଣୁ ଏହି ପୌର ନିର୍ବାଚନରେ ବଲାଙ୍ଗିର ଜନତା
Read More...

କଣ୍ଟାମାଲରେ ବିଜୁ ଜୟନ୍ତୀ ପାଳିତ

ବୌଦ୍ଧ, (ମମତା ମହାକୁର) : ଓଡିଶାର ଅନ୍ୟତମ ଜନନାୟକ ତଥା ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜୟନ୍ତୀ ଆଜି ବୌଦ୍ଧ ଜିଲ୍ଲାର କଂଟାମାଳରେ ପାଳିତ ହୋଇଯାଇଛି । କଣ୍ଟାମାଲ କଲ୍ୟାଣମଣ୍ଡପ ପରିସରରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ କଂଟାମାଳ ବିଧାୟକ ତଥା ବିଜେଡି ଜିଲ୍ଲା
Read More...

ଶିକ୍ଷକ ବିଦ୍ୟାଧର ଗୁରୁଙ୍କ ଅକାଳ ବିୟୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ବରିହା ପୁଖାପାଣି ଗାଁର ବିଦ୍ୟାଧର ଗୁରୁ (୪୪)ଙ୍କ ଅକାଳ ବିୟୋଗ ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ଶ୍ରୀ ଗୁରୁ ଗତକାଲି ରାତିରେ ଅସୁସ୍ଥ ଅନୁଭବ କରିଥିଲେ । ପରିବାର ଲୋକେ ସଙ୍ଗେ ସଙ୍ଗେ ବୁର୍ଲା
Read More...