Daily Archives

ଆଗଲପୁର ବ୍ଲକରେ ସରପଂଚ ଓ ସମିତି ସଭ୍ୟ ଭାବେ କେଉଁମାନେ ବିଜୟୀ ହୋଇଛନ୍ତି ଆସନ୍ତୁ ଜାଣିବା

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ୧ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ରେ ଥିବା ୯ ଗୋଟି ପଂଚାୟତର ସରପଂଚ ଓ ସମିତି ସଭ୍ୟ ବିଜୟୀ ହୋଇଛନ୍ତି । ସରପଂଚ ଭାବେ ବିଜୟୀ ପ୍ରାର୍ଥୀମାନେ ହେଲେ ଆଗଲପୁର ପଂଚାୟତରେ ନନ୍ଦିନୀ ମେହେର ୧୨୮୨ ଭୋଟରେ, ବାବୁଫାସଡରୁ ଜୟନ୍ତୀ
Read More...

ଗୌତମ ନଗର ଠାରେ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ଗୌତମ ନଗର ଠାରେ ଗତକାଲି ଅଷ୍ଟପ୍ରହର ନାମଯଜ୍ଞ ମହାସମାରୋହରେ କୋଭିଡ୍‌ କଟକଣା ଅନୁପାଳନରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ନାମଯଜ୍ଞ ୩ ଦିନ ଧରି ଅନୁଷ୍ଠିତ ହେବ ବୋଲି ସୂଚନା ରହିଛି । ନାମଯଜ୍ଞର କାର୍ଯ୍ୟସୂଚୀ ଅନୁଯାୟୀ ତା. ୨୬/୦୨/୨୨ରିଖ ଶନିବାର
Read More...

ଦ୍ୱିତୀୟ ଦିନରେ ଭୋଟ ଗଣତି : ବିଜେଡ଼ି ୧୧ଟି ଜୋନ୍‌ରେ ଓ ବିଜେପି ୩ଟି ଜୋନ୍‌ରେ ଆଗୁଆ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଭୋଟ ଗଣତିର ଦ୍ୱିତୀୟ ଦିନରେ ବଲାଙ୍ଗିର ଜିଲ୍ଲା ପରିଷଦ ଆସନରେ ପୁଣି ଦବ୍‌ଦବା ଦେଖାଇଛି ବିଜେଡ଼ି । ଆଜି ଗଣତି ଚାଲିଥିବା ୧୪ଟି ଜିଲ୍ଲା ପରିଷଦ ଆସନରୁ ୧୧ଟିରେ ବିଜେଡ଼ି ଆଗୁଆ ରହିଥିବା ବେଳେ ମାତ୍ର ୩ଟି ଆସନରେ ବିଜେପି ଆଗୁଆ ରହିଥିବା ସଂଧ୍ୟା ୬ଟା
Read More...

ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଦ୍ୱାରା ବଲାଙ୍ଗିର ଜିଲ୍ଲା ଶାସ୍ତ୍ରୀନଗର ସ୍ଥିତ ସହରାଂଚଳ ପ୍ରାଥମିକ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଚଳିତ ବର୍ଷ ପାଇଁ ଜାତୀୟ ପଲ୍‌ସ୍‌ ପୋଲିଓ ଅଭିଯାନ ଓ ବଲାଙ୍ଗିର ଜିଲ୍ଲା ଶାସ୍ତ୍ରୀନଗର ସ୍ଥିତ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ନିର୍ମିତ ଶିଶୁ ଉଦ୍ୟାନକୁ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ବଲାଙ୍ଗିର
Read More...

ସାମ୍ବାଦିକ ଗୌରବ ଶିବପ୍ରସାଦ ପାଣ୍ଡିଆଙ୍କ ୯୬ତମ ଜୟନ୍ତୀ ସମାରୋହ

ଆଧ୍ୟାତ୍ମିକତା ହିଁ ଭ୍ରମିତ ମନକୁ ଶାନ୍ତ କରେ ବଲାଙ୍ଗିର, (କେପିଏନ୍‌ଏସ୍‌) : ବିପ୍ଳବୀ କବି ସାମ୍ବାଦିକ ଗୌରବ ଶିବପ୍ରସାଦ ପାଣ୍ଡିଆଙ୍କ ୯୬ତମ ଜୟନ୍ତୀ ସମାରୋହ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜୟନ୍ତୀ
Read More...

ଚର୍ଚ୍ଚାରେ ବଲାଙ୍ଗିର ବ୍ଲକ ଅନ୍ତର୍ଗତ ୨୨ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ : କଂଗ୍ରେସ ଗଡରେ କଂଗ୍ରେସକୁ ହରାଇ ବିଜେଡିର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ କଂଗ୍ରେସର ସବୁ କିଛି ଅଙ୍କ କଷା ଏବେ ବିଫଳ । କାରଣ କଂଗ୍ରେସ ଗଡରେ କଂଗ୍ରେସକୁ ହରାଇ ଏବେ ବିଜେଡି ବିଜୟର ବାନା ଧରିଛି । ଏହି ଜୋନର ସମସ୍ତ ପଂଚାୟତରେ ବରିଷ୍ଠ କଂଗ୍ରେସ ନେତା ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ
Read More...

ବଲାଙ୍ଗିର ଜିଲ୍ଲାରେ ୧ ଲକ୍ଷ ୪୬ ହଜାର ୮୧୧ ଜଣ ଶିଶୁଙ୍କୁ ପଲ୍‌ସ୍‌ ପୋଲିଓ ବୁନ୍ଦା ପ୍ରଦାନ କରାଯିବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଚଳିତ ବର୍ଷର ଜାତୀୟ ପଲ୍‌ସ୍‌ ପୋଲିଓ ଅଭିଯାନ ଜରିଆରେ ୫ ବର୍ଷରୁ କମ୍‌ ୧ ଲକ୍ଷ ୪୬ ହଜାର ୮୧୧ ଜଣ ଶିଶୁଙ୍କୁ ପଲ୍‌ସ୍‌ ପୋଲିଓ ବୁନ୍ଦା ପ୍ରଦାନ କରାଯିବାର ଲକ୍ଷ୍ୟ ରଖାଯାଇଛି । ଆଜି ପୂର୍ବାହ୍ନରେ ବଲାଙ୍ଗିର ସହର ଶାସ୍ତ୍ରୀନଗର ସ୍ଥିତ
Read More...

ପୋଲିସ ଗୁଳିରେ ୨ ମହିଳା ମାଓବାଦୀ ନିହତ

ମାଲକାନଗିରି : ମାଲକାନଗିରି-ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲାରେ ପୋଲିସ ଗୁଳିରେ ଦୁଇ ଜଣ ମହିଳା ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଘଟଣା ସ୍ଥଳରୁ ଦୁଇଟି ବନ୍ଧୁକ ଓ ଗୋଟିଏ ପିସ୍ତଲ ସହ ବହୁ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ବିଜାପୁର ଜିଲ୍ଲା
Read More...

ପ୍ରଥମ ଦିନର ଭୋଟ ଗଣତିରେ ବିଜେଡିର ବାଜିମାତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲାର ୧୪ଟି ଜୋନ ମଧ୍ୟରୁ ପ୍ରଥମ ଦିନର ଭୋଟ ଗଣତିରେ ଜୋନ ନମ୍ବର ୧, ୪, ୭, ୧୦, ୧୨ର ଫଳାଫଳ ବାହାରି ସାରିଛି । ସିନାପାଲି ବ୍ଲକ ଜୋନ ନମ୍ବର ୧୨ରେ ଭୋଟ ଗଣନା କାର୍ଯ୍ୟକ୍ରମ ଶେଷ ହୋଇଥିବା ବେଳେ ଜୋନ ନମ୍ବର ୧୨ର କଂଗ୍ରେସ ପ୍ରାର୍ଥିନୀ ଶ୍ରୀମତୀ
Read More...

ସଇଁତଲା ବ୍ଲକର ବେଲଗାଁ ୩୧ ନଂ. ଜୋନର ବିଜେଡି ପ୍ରାର୍ଥିନୀ ରୀତାରାଣୀ ହାତୀ ପଞ୍ଚମ ରାଉଣ୍ଡରେ ୨୩୯୦ଟି ଭୋଟରେ ଆଗୁଆ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ବେଲଗାଁ ୩୧ ନମ୍ବର ଜୋନର ଜିଲ୍ଲା ପରିଷଦ ପ୍ରାର୍ଥିନୀ ବିଜେଡ଼ି ରିତାରାଣୀ ହାତୀ, କଂଗ୍ରେସରୁ ଦ୍ରୌପଦୀ ବେହେରା ଓ ବିଜେପିର ଉର୍ମିଳା ରଣା ମଇଦାନରେ ଓଲ୍ଲାଇଥିଲେ । ଆଜି ସଇଁତଲା କଲେଜ ପରିସରରେ ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ
Read More...