Monthly Archives

January 2022

ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୯୧ : ଆସନ୍ତୁ ଜାଣିବା କେଉଁଠୁ କେତେ……

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯୧ ରହିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ଆଗଲପୁର ବ୍ଲକରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ବ୍ଲକରୁ ୧୦ଜଣ ଚିହ୍ନଟ ହୋଇଛନ୍ତି । ବଲାଙ୍ଗିର ମ୍ୟୁନିସିପାଲିଟିରୁ ୯୯ଜଣ, ବଙ୍ଗୋମୁଣ୍ଡା
Read More...

ଚାଲିଗଲେ ବରପାଲିପଡ଼ାର ଭୋଜରାଜ ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ବରପାଲିପଡ଼ାର ଭୋଜରାଜ ସାହୁ(୫୩)ଙ୍କ ଦେହାନ୍ତ ହୋଇଥିବା ଜଣାପଡ଼ିଛି । ସେ ତାଙ୍କ ବନ୍ଧୁ ଓ ପରିଜନଙ୍କ ମଧ୍ୟରେ ଚମାର ନାମରେ ବେଶ୍‌ ପରିଚିତ ଥିଲେ । ଛାତ୍ର ସମୟରୁ ସେ ରାଜନୀତିରେ ସକ୍ରିୟ ରହିଥିବା ବେଳେ ଅତି ସରଳ ବିଶ୍ୱାସୀ ଥିଲେ ଚମାର ।
Read More...

ଆମ୍ ଆଦମୀ ପାର୍ଟି ତରଫରୁ କରୋନା ସଚେତନ କରିବା ସହ ମାସ୍କ ଓ ସାନିଟାଇଜର୍‌ ବଣ୍ଟନ

ଦେଓଗାଁ, (ମନୀଷ କୁମାର ସାହୁ) : ଆଜି ଦେଓଗାଁ ବ୍ଳକ୍ ମହଲେଇ ଗ୍ରାମ ପଞ୍ଚାୟତର ମହଲେଇ ଗାଁରେ ସାପ୍ତାହିକ ବଜାରରେ ଆମ୍ ଆଦମୀ ପାର୍ଟି ତରଫରୁ ଲୋକଙ୍କୁ କରୋନା ସଚେତନ କରିବା ସହ ମାସ୍କ ଓ ସାନିଟାଇଜର୍‌ ବଣ୍ଟନ କରାଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲା ସମ୍ପାଦକ ଶଙ୍କର୍ଷଣ ମହାପାତ୍ର,
Read More...

ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ସମେତ ବହୁ ବିଧାୟକ ଏସ୍‌ପିରେ ଯୋଗ ଦେଲେ : କହିଲେ, ବିଜେପି ମଇଦାନ୍‌ରୁ ସଫା ହେବ

ଲକ୍ଷ୍ନୌ : ୟୁପିରେ ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ସରକାରରୁ ବିଦ୍ରୋହ କରିବା ପରେ ଇସ୍ତଫା ଦେଇଥିବା ସ୍ୱାମୀ ପ୍ରସାଦ ମୌର୍ଯ୍ୟ କିଛି ପୂର୍ବତନ ମନ୍ତ୍ରୀଙ୍କ ସହ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବଙ୍କ ସହ ଦଳରେ ଯୋଗ ଦେଇଛନ୍ତି । ପୂର୍ବରୁ ଇସ୍ତଫା ଦେଇଥିବା ବିଜେପି ବିଧାୟକମାନେ
Read More...

ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗୀତିକାର ସରୋଜ ପଟ୍ଟନାୟକଙ୍କ ଦେହାନ୍ତରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗୀତିକାର ସରୋଜ ପଟ୍ଟନାୟକଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଶୋକ ପ୍ରକାଶ କରି ଲେଖିଛନ୍ତି ଯେ, ଗୀତିକାର ସରୋଜ ପଟ୍ଟନାୟକଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ । ଦୀର୍ଘ
Read More...

ତହସିଲଦାରଙ୍କ କାର୍ଯ୍ୟଶୈଳୀକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଉଚ୍ଚ ପ୍ରଶଂସା

ସାମନ୍ତରା ପୁଷ୍କରିଣୀରୁ ନୀଳଦଳ ସଫେଇ ନେଇ ପଦକ୍ଷେପ ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରରେ ରହିଥିବା ସାମନ୍ତରା ପୁଷ୍କରିଣୀରୁ ଗଞ୍ଜାମ ଏନ୍‌ଏସି ପ୍ରଶାସନ ପକ୍ଷରୁ ନୀଳଦଳ ସଫେଇ ଅଭିଯାନ ଆରମ୍ଭ ହୋଇଛି । ପୁଷ୍କରିଣୀ ମଧ୍ୟରେ ନୀଳଦଳ ବୃଦ୍ଧି ପାଉଥିବାରୁ ପୁଷ୍କରିଣୀ ଜଳ
Read More...

ସନ୍ତୋଷପୁର ପଞ୍ଚାୟତରେ ଧାନ ମଣ୍ଡି ଉଦ୍‌ଘାଟିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ସନ୍ତୋଷପୁର ପଞ୍ଚାୟତର କାର୍ତ୍ତିକଢି ଗ୍ରାମରେ ଧାନ ମଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ଚଳିତ ବର୍ଷ ଖରିଫ ଧାନ ସଂଗ୍ରହ ନିମନ୍ତେ କାର୍ତ୍ତିକଢି ସେବା ସମିତି ଦ୍ୱାରା ଧାନ ମଣ୍ଡିର ଶୁଭାରମ୍ଭ କରିଛନ୍ତି ସ୍ଥାନୀୟ ସରପଞ୍ଚ
Read More...

ବେହେରାପାଲିଠାରେ ମକର ସଂକ୍ରାନ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ସୋହେଲା ବେହେରାପାଲିଠାରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ଶ୍ରୀ ଦଧିବାମନ ଭାଗବତ ଟୁଙ୍ଗୀ ତରଫରୁ ମକର ସଂକ୍ରାନ୍ତି ପାଳିତ ହୋଇଯାଇଛି । ଏହି ଅବସରରେ ଗ୍ରାମର ଗୌନ୍ତିଆ ତହସିଲ ସାହୁଙ୍କ ସଭାପତିତ୍ୱରେ ତଥା ବୁଦ୍ଧଦେବ ସାହୁଙ୍କ ସଂଯୋଜନାରେ
Read More...

ନୃସିଂହନାଥ ମନ୍ଦିର ୪ ଦିନ ଧରି ବନ୍ଦ ରହିବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ନୃସିଂହନାଥ ମନ୍ଦିର ୧୪ରୁ ୧୭ ତାରିଖ ଯାଏ ୪ ଦିନ ଧରି ବନ୍ଦ ରହିବ ବୋଲି ମନ୍ଦିର କମିଟି ସଭାପତି ତଥା ବିଡିଓ ଉପାଞ୍ଜଳି ମାଝି ସୂଚନା ଦେଇଛନ୍ତି । ଏହି ନିଷ୍ପତ୍ତି କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଆଯାଇଛି । କିନ୍ତୁ ଠାକୁରଙ୍କ ପୂଜାର୍ଚ୍ଚନା,
Read More...

ଦିଲ୍ଲୀ ବିସ୍ଫୋରଣ ଷଡଯନ୍ତ୍ର ବିଫଳ, ବୋମା ସ୍କ୍ୱାର୍ଡକୁ ମଳିଲା ଆଇଇଡ଼ି

ନୂଆଦିଲ୍ଲୀ : ଆଜି ଦେଶର ରାଜଧାନୀରେ ଏକ ବିସ୍ଫୋରଣ ଷଡଯନ୍ତ୍ରକୁ ବିଫଳ କରିଛି ପୋଲିସ । ପ୍ରାପ୍ତ ସୂଚନା ଅନୁଯାୟୀ, ଏକ ଆଇଇଡି ଉଦ୍ଧାର କରାଯାଇଛ । ଏହାକୁ ବମ୍‌ ସ୍କ୍ୱାର୍ଡ ଦଳ ପକ୍ଷରୁ ଡିଫ୍ୟୁଜ୍‌ କରାଯାଇଛି । ଏକ ବଡ ବିପଦକୁ ଏଡାଇ ଦିଆଯାଇଛି ଥିବା ଚର୍ଚ୍ଚା ଜୋର୍‌ ଧରିଛି । ପୋଲିସ ଏହି
Read More...