Monthly Archives

January 2022

ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରେ ୫୦ଜଣ ବିଦ୍ୟାର୍ଥୀ ହେଲେ କରୋନା ପଜିଟିଭ

ଲକ୍ଷ୍ନୌ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପୁଣି ବୃଦ୍ଧି ପାଇବାରେ ଲାଗିଲାଣି । ତେବେ ଏହାକୁ ଆଖି ଅଗରେ ରଖି ଗୁରୁବାର ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର ବିଦ୍ୟାର୍ଥୀଙ୍କ କରୋନା ଟେଷ୍ଟ କରାଯାଇଥିବା ବେଳେ ଏମାନଙ୍କ ମଧ୍ୟରୁ ୫୦ଜଣ ଛାତ୍ରୀଛାତ୍ର କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି ।
Read More...

ମିନି ଅଙ୍ଗନବାଡି ୱାର୍କର ମାନଙ୍କୁ ଅଙ୍ଗନବାଡି ମାନ୍ୟତା ଦେବା ପାଇଁ ହାଇକୋର୍ଟରେ ମାମଲା

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟରେ କାର୍ଯ୍ୟରତ ୧୦ ହଜାର ୫୩୬ ଜଣ ମିନି ଅଙ୍ଗନବାଡି ୱାର୍କର ମାନଙ୍କୁ ଅଙ୍ଗନବାଡି ମାନ୍ୟତା ଦେବା ପାଇଁ ଦୀର୍ଘ ଦିନ ଧରି ସଂଘ ରାଜ୍ୟ ସରକାରଙ୍କ ଠାରେ ଦାବୀ କରି ଆସୁଛି । ଇତି ମଧ୍ୟରେ ବରଗଡ ଜିଲ୍ଲାର ରାଜ ବୋଡାସମ୍ବର ବ୍ଲକର ୧୫ଜଣ ଓ ଝାରବନ୍ଧ
Read More...

ଗପ : କୋମଳ କୋଳାହଳ

ମଂଜୁ ପଣ୍ଡା ଅଦିନିଆ ବର୍ଷା - କିନ୍ତୁ ଥମିବାର ନାଁ ନେଉନି । ଘରୁ ବାହାରିଲା ବେଳେ ଛତାଟିଏ ବ୍ୟାଗରେ ରଖିବାକୁ ସେ ଭୁଲିଯାଇଛି । ଅଟୋ ଷ୍ଟାଣ୍ଡ୍‌ ସାମାନ୍ୟ ଦୂରରେ । କିନ୍ତୁ କାମ ସରିଗଲା ପରେ ମଲ୍‌ରେ ଆଉ କେତେବେଳ ଯାଏଁ ଅପେକ୍ଷା କରିହବ? ଅଳ୍ପ ଭିଜିବାକୁ ପଡିବ - କିନ୍ତୁ ଅଟୋ ଯାକେ
Read More...

ବିଜେପିର ମାରାଥନ ମିଶ୍ରଣ ପର୍ବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଭାରତୀୟ ଜନତା ପାର୍ଟିର ଏକ ମାରାଥନ ମିଶ୍ରଣ ପର୍ବ ପଦ୍ମପୁର ନିର୍ବାଚନ ମଣ୍ଡଳୀର ଅନୁଷ୍ଠିତ ହୋଇଯାଇଛି । ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତଙ୍କ ନେତୃତ୍ବରେ ବରଗଡ ସାଂସଦ ସୁରେଶ ପୂଜାରୀ,
Read More...

ବ୍ୟାସକବି ଫକୀର ମୋହନଙ୍କ ଜୟନ୍ତୀ ପାଳିଲା ଓଡିଆ ଭାଷା ବିକାଶ ମଞ୍ଚ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପ୍ରଗତିଶୀଳ ସାହିତ୍ୟାନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚ ତରଫରୁ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ମଂଚର ସାଧାରଣ ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ପୁଲିସ
Read More...

ଇସ୍ପାତ ସେଣ୍ଟ୍ରାଲ ମାର୍କେଟରେ ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ପାଳିତ…..

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ସେଣ୍ଟ୍ରାଲ ମାର୍କେଟଠାରେ ସଂକ୍ରାନ୍ତି ପୁରୁଷ ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । କବି ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ଚିତ୍ତରଂଜନ ଜେନା ମୁଖ୍ୟ ଅତିଥି ଓ ମାର୍କେଟର ପ୍ରାକ୍ତନ
Read More...

ଏକ ଘରୋଇ ଡାକ୍ତରଖାନାରୁ ମିଳିଲା ମଣିଷ ଖପୁରୀ ଓ ନର କଙ୍କାଳ : ଉତ୍ତେଜନା

ୱାର୍ଦ୍ଧା : ମହାରାଷ୍ଟ୍ର ୱାର୍ଦ୍ଧାର ଏକ ଘରୋଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି । ଘରୋଇ ଡାକ୍ତରଖାନା କଦମ ପରିସରରେ ମଣିଷ ଖପୁରୀ ଏବଂ କଙ୍କାଳ ଦେଖିବାକୁ ମିଳିଛି । ଡାକ୍ତରଖାନାରୁ ୧୧ଟି ମାନବ ଖପୁରୀ ଏବଂ ୫୬ଟି ମାନବ ଅଙ୍ଗ ମିଳିଛି । ଏହି ଖପୁରୀ ଓ କଙ୍କାଳ କାହାର, ତାହାର
Read More...

ବରିଷ୍ଠ ସାମ୍ବାଦିକଙ୍କ ମାତୁଳ ବିୟୋଗ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ କେନ୍ଦୁମୁଣ୍ଡି ପଞ୍ଚାୟତ କେନ୍ଦୁମୁଣ୍ଡି ଗ୍ରାମର ବରିଷ୍ଠ ସାମ୍ବାଦିକ ନଟବର ମହାନନ୍ଦଙ୍କ ମାମୁଁ କୁଞ୍ଜନାଗଙ୍କ ଆଜି ନିଜ ବାସଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ୭୫ ବର୍ଷ ହେଉଥିଲା । ଦୀର୍ଘ ଦିନ ଧରି ସ୍ୱାସ୍ଥ୍ୟ ଗତ ଅସୁସ୍ଥତା
Read More...

ହରଭଙ୍ଗାରେ ପାନୀୟ ଜଳ ଯୋଗାଣ ଠପ୍‌, ଜନ ଅସନ୍ତୋଷ

ବୌଦ୍ଧ, (ବଂଶୀଧର ମାଝୀ) : ହରଭଙ୍ଗା ଗ୍ରାମ ପଂଚାୟତରେ ପାନୀୟ ଜଳଯୋଗାଣ ଠପ୍‌ ହୋଇଯାଇଛି । ଫଳରେ ଜନ ଅସନ୍ତୋଷ ଦେଖିବାକୁ ମିଳିଛି । ପ୍ରକାଶ ଥାଉକି ହରଭଙ୍ଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପରୁ ପାଇପ ମାଧ୍ୟମରେ ହରଭଙ୍ଗା ପଂଚାୟତର ୫ଟି ୱାର୍ଡ ସମତେ ଡାକ୍ତରଖାନା, ହାଇସ୍କୁଲ ଓ କଲେଜ ଆଦି ଅଂଚଳକୁ
Read More...

ଗାଁ ଗାଁରେ ପଞ୍ଚାୟତ ନିର୍ବାଚନ ପାଇଁ ବଢୁଛି ତାତି, କିନ୍ତୁ ଗାଁ ରାସ୍ତା ନିର୍ମାଣ କାର୍ଯ୍ୟ ଭୁଲି ଗଲା ପ୍ରଶାସନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ସରକାର ଗାଁ ଗାଁର ବିକାଶ କରୁଥିବା ନେଇ ବାହାବା ମାରୁଛନ୍ତି, ହେଲେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘୁନସର ଗାଁ ସାହୁପଡ଼ା ରାସ୍ତା ସାମାନ୍ୟ ବର୍ଷାରେ ବେହାଲ ହୋଇପଡିଛି, ଏହା ଉପରେ ନିଘା ନାହିିଁ । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ
Read More...