Monthly Archives

January 2022

ସମ୍ବାଦ ସାହିତ୍ୟ ଘର ପକ୍ଷରୁ ମକର ମିଳନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପଶ୍ଚିମ ଓଡ଼ିଶା କଳାକାର ମହାସଂଘ କାର୍ଯ୍ୟାଳୟ ପରିସରରେ ଆଜି ସମ୍ବାଦ ସାହିତ୍ୟ ଘର ପକ୍ଷରୁ ମକର ମିଳନ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଏଥିରେ କବି ଓ କଳାକାର ଯୋଗ ଦେଇ ସ୍ୱ ବକ୍ତବ୍ୟ ପ୍ରଦାନ କରିଥିଲେ । ମକର ସ୍ନେହ, ସୌହାର୍ଦ୍ଦ୍ୟ ସଂପ୍ରୀତିର ପର୍ବ
Read More...

ଏମିତି ବି ଆସେ ମୃତ୍ୟୁ : ଯୁବ କଂଗ୍ରେସ କର୍ମୀ ଭୋଜରାଜଙ୍କ ମୃତ ଶରୀର ଦେଖି ବାପାଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏମିତି ବି ମୃତ୍ୟୁ ଆସେ । ଆଜି ଯୁବ କଂଗ୍ରେସ କର୍ମୀ ଭୋଜରାଜଙ୍କ ମୃତ ଶରୀର ଦେଖି ତାଙ୍କ ବୃଦ୍ଧ ବାପାଙ୍କ ପ୍ରାଣହାନୀ ଘଟିଥିବା ବେଳେ ଏହି ଘଟଣା ବଲାଙ୍ଗିର ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ଦୁଃଖ ପ୍ରକାଶ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ତଥା
Read More...

ପାନୀୟ ଜଳ ଯୋଗାଣ ଉଦ୍‌ଘାଟନ କରିଥିଲେ ମନ୍ତ୍ରୀ ଟୁକୁନି, ୧ ମାସ ହେଲା ଜଳ ଯୋଗାଣ ଠପ୍‌

ସଇଁନ୍ତଳା, (ଅଜିତ କୁମାର ସାହୁ) : ଗାଁ ଗାଁ ଜଳ ଯୋଗାଣ ହେବ, ଲୋକେ ଶୁଦ୍ଧ ପାଣି ପାଇ ପାରିବେ ବୋଲି ଅନେକ ଲୋକଙ୍କ ଆଶା ବିଶ୍ୱାସ ରହିଥିଲା । ତେବେ ଓଡ଼ିଶା ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଗତ ୧୫/୦୧/୨୦୨୧ ମସିହାରେ ରେମେଣ୍ଡା ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଥିଲେ
Read More...

ଶିଶୁ ବିକାଶ କେନ୍ଦ୍ର ପ୍ରତିଷ୍ଠାତା ପ୍ରବୀଣ ମିଶ୍ରଙ୍କ ଶ୍ରାଦ୍ଧ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଟିକ୍ରାପଡା ଜଗନ୍ନାଥ ମନ୍ଦିରଠାରେ ଶିଶୁ ବିକାଶ କେନ୍ଦ୍ର ବଲାଙ୍ଗିରର ପ୍ରତିଷ୍ଠାତା ପ୍ରବୀଣ ମିଶ୍ରଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଅବସରପ୍ରାପ୍ତ ଶିକ୍ଷକ ବଳିଷ୍ଠ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅନୁଷ୍ଠାନର ସଭାପତି ମଦନ ମୋହନ ରଥ
Read More...

ବଲାଙ୍ଗିର ଜିଲ୍ଲାର ଘରେ ଘରେ ପହଂଚିଲା ରାପିଡ୍ ରେସପନ୍ସ ଟିମ୍‌ : ଭେଟିଲା ଆଇସୋଲେସନ୍‌ରେ ଥିବା ସଂକ୍ରମିତଙ୍କୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ କରୋନା ସଂକ୍ରମଣର ସଂକ୍ରାମକ ସ୍ଥିତିକୁ ଦୃଷ୍ଟିରେ ରଖି ସଜାଗ ହୋଇଛି ପ୍ରଶାସନ । ବଲାଙ୍ଗିର ଜିଲ୍ଲା ପ୍ରଶାସନ କୋଭିଡ଼୍‌ କଟକଣା ମାନି ଚଳିବାକୁ ଲୋକଙ୍କୁ ସତର୍କ କରାଇବା ସହ କରୋନା ଆକ୍ରାନ୍ତ ସ୍ୱାସ୍ଥ୍ୟ ସେବାକୁ ବିଶେଷ ଦୃଷ୍ଟି ରଖିଛି
Read More...

ୱେଷ୍ଟ ଜୋନ ଟାଇକୋଣ୍ଡୋ ପ୍ରତିଯୋଗିତା ପାଇଁ ବଲାଙ୍ଗିର ଦଳର ସୁବର୍ଣ୍ଣପୁର ଗସ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସୁବର୍ଣ୍ଣପୁର ଜିଲ୍ଲା ବିଏମ୍‌ପୁରଠାରେ ଆସନ୍ତା ୧୫ ଓ ୧୬ ତାରିଖରେ ପଶ୍ଚିମ ଓଡିଶା ଟାଇକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ବଲାଙ୍ଗିର ଜିଲ୍ଲା ଟାଇକୋଣ୍ଡୋ ସଂଘର ସଂପାଦକ ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଏକ ୧୩ ଜଣିଆ ଟିମ୍‌ ଏଥିରେ
Read More...

କନ୍ଧମାଳ : ବ୍ୟାସ କବି ଫକୀର ମୋହନଙ୍କ ଜୟନ୍ତୀ ପାଳନ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫୁଲବାଣୀର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଜିଲ୍ଲା ଲେଖକ ସାମ୍ମୁଖ୍ୟ ପରିସରରେ ମକର ମିଳନ ଓ ବ୍ୟାସ କବି ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର ସଭାପତି ରବୀନ୍ଦ୍ର ନାଥ ମିଶ୍ରଙ୍କ
Read More...

ବିଶ୍ୱ ଶାନ୍ତି ମହାଯଜ୍ଞ ପାଇଁ କଳସ ଯାତ୍ରା ଅନୁଷ୍ଠିତ

ଯୋରନ୍ଦା, (ତାପସ ଦାସ) : ଆଜି ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଠାରେ ଥିବା ପ୍ରସିଦ୍ଧ ଡ଼ୁବୁରୀ ପାହାଡ଼ ସିଦ୍ଧ ବଜରଙ୍ଗବାଲି ପୀଠରେ ବିଶ୍ୱ ଶାନ୍ତି ମହାଯଜ୍ଞ ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମକର ସଂକ୍ରାନ୍ତିରେ ଯୋରନ୍ଦା ଗ୍ରାମ ପଂଚୟତର ଭକ୍ତ ମାନେ ଶ୍ରୀମହାବୀରଙ୍କୁ ଘିଅ, ଧୂପ,
Read More...

ଆଜି ବଲାଙ୍ଗିର ପୌରାଂଚଳରେ ନୂତନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୯ : ୱାର୍ଡ ନଂ. ୨ରୁ ସର୍ବାଧିକ ୧୭ ଜଣ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂତନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯୧ ଜଣ ରହିଥିବା ବେଳେ ପୌରାଂଚଳରେ ୯୯ ଜଣ କରୋନାରେ ସଂକ୍ରମିତ ହୋଇଥିବା ନେଇ ସୂଚନା ଦେଇଛି ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ । ୱାର୍ଡ ନଂ. ୨ରୁ ୧୭ ଜଣ, ୱାର୍ଡ ନଂ. ୧୮ ଏବଂ ୨୧ରୁ ୯ ଜଣ
Read More...

କପିଳାଶ ଉଠା ଦୋକାନୀ ସଂଘର ସରକାରୀ ସାହାଯ୍ୟ ଓ ଅବଧି ବୃଦ୍ଧି ପାଇଁ ଦାବୀ

ଢେଙ୍କାନାଳ, (ତାପସ ଦାସ) : ଆଜି ଢେଙ୍କାନାଳ ପ୍ରସିଦ୍ଧ ବାବା ଚନ୍ଦ୍ରଶେଖରଙ୍କ ପୀଠ କପିଳାଶ ଉଠା ଦୋକାନୀ ସଂଘର ସରକାରୀ ସାହାଯ୍ୟ ଓ ଅବଧି ବୃଦ୍ଧି ପାଇଁ ଦାବୀ କରାଯାଇଛି । ଉଠା ଦୋକାନୀ ସଂଘ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ କରି କୁହାଯାଇଛି ଯେ, କରୋନା ସଂକ୍ରମଣର ପ୍ରଥମ ଲହର ଆରମ୍ଭ ହେବା
Read More...