Monthly Archives

January 2022

ଯୋଗୀମୁଣ୍ଡା ଏସ୍‌ଏମ୍‌ସି ଚାଉଳ ଗୋଦାମରେ ଚଢାଉ : ୧୬ ଶହ ୪୦ ପ୍ୟାକେଟ ଚାଉଲ ଗଚ୍ଛିତ ଥିଲା

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଳକ ଅନ୍ତର୍ଗତ ଯୁଗୀମୁଣ୍ଡାଠାରେ ଥିବା ଏସ୍‌ଏମ୍‌ସି ଚାଉଳ ଗୋଦାମ ଉପରେ ଯୋଗାଣ ବିଭାଗର ଚଢାଉ କରିଥିଲା । ଏହି ଚଢାଉରେ ଉକ୍ତ ଗୋଦାମରେ ୧୬ ଶହ ୪୦ ପ୍ୟାକେଟ ଚାଉଲ ଗଚ୍ଛିତ ଥିବା ପାଟଣାଗଡ଼ ସପଲାଏ ଇନ୍‌ସ୍ପେକ୍ଟର ରାଜାରାମ
Read More...

ନବନିଯୁକ୍ତ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କୁ ଭର୍ଚୁଆଲ ତାଲିମ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭାରତ ନିର୍ବାଚନ ଆୟୋଗଙ୍କ ତରଫରୁ ୫ଗୋଟି ରାଜ୍ୟ ଗୋଆ, ମଣିପୁର, ପଞ୍ଜାବ, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପରିଚାଳନା ନିମନ୍ତେ ଓଡ଼ିଶାରୁ ଭାରତୀୟ ପ୍ରଶାସନିକ ସେବା, ଭାରତୀୟ ପୁଲିସ ସେବା ଓ ଭାରତୀୟ ରାଜସ୍ୱ ସେବା
Read More...

ରାଜ୍ୟରେ ଗତ ୨୪ ଘଂଟାରେ ୧୦ ହଜାର ୮୫୬ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୦ ହଜାର ୮୫୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୧୦୨୧ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୬୧୮୦୯ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୨୯୩ ଜଣ
Read More...

ବ୍ୟାସକବି ଫକୀରମୋହନ ସେନାପତିଙ୍କ ୧୮୦ ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଏକାଧାରରେ ଜଣେ କବି, ଔପନ୍ୟାସିକ, ଦାର୍ଶନିକ ଏବଂ ସମାଜ ସଂସ୍କାରକ ଭାବେ ସୁପରିଚିତ ବ୍ୟାସକବି ଫକୀରମୋହନ ସେନାପତିଙ୍କ ୧୮୦ ତମ ଜୟନ୍ତୀ ଆଜି ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ପାଳନ କରାଯାଇଛି । ଏହି ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟ ସମ୍ମୁଖରେ
Read More...

ସିର୍ଜିନାରେ ମକର ମିଳନ ଓ କବିତା ଆସର ଆୟୋଜିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତକାଲି ମକର ସଂକ୍ରାନ୍ତି ଉପଲକ୍ଷେ ସିର୍ଜିନା ସାହିତ୍ୟିକ ଓ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ମକର ମିଳନ ସମ୍ପର୍କିତ ଏକ ଭର୍ଚ୍ୟୁଆଲ୍ ସଭା ଆୟୋଜିତ ହେବା ସହିତ ଏକ ଆଭାସୀ କବିତା ଆସର ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଉପସଭାପତି ତଥା ଯୁବକବି
Read More...

ଦୁଇ ବାଇକ ମୁହାଁମୁହିଁ ଧକ୍କା : ୨ ଗୁରୁତର, ୨ ଆହତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଂଜାମ ଥାନା ଅନ୍ତର୍ଗତ ଦାମୋଦରପୁର-ସାନବଜାର ମଧ୍ୟରେ ରାତ୍ର ୭ଟା ସମୟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଯୋଗୁଁ ୨ ଜଣ ଗୁରୁତର ଥିବା ବେଳେ ୨ ଜଣ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଗୁରୁତର ଦୁଇଜଣ ବ୍ରହ୍ମପୁର ବଡ଼ମେଡିକାଲରେ ଚିକିଶ୍ଚିତ
Read More...

ଅଦିନିଆ ବର୍ଷା ଓ ମେଘୁଆ ପାଗ ଯୋଗୁଁ ପରିବା ଚାଷ ନଷ୍ଟ : ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ଗତ ଜାନୁୟାରୀ ୧୦ରୁ ୧୩ ତାରିଖ ପର୍ଯ୍ୟନ୍ତ ତିନି ଧରି ଅଦିନିଆ ବର୍ଷା ହେବା ଫଳରେ ବ୍ୟାପକ ମାତ୍ରାରେ ଟମାଟୋ, କୋବି, ବାଇଗଣ, ସୋରିଷ, ଆଳୁ, ଝୁଡଙ୍ଗ ଆଦି ପନିପରିବା ଫସଲ ନଷ୍ଟ ହୋଇଯାଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ପାଟଣାଗଡ଼ ଉପଖଣ୍ଡ ବେଲପଡା
Read More...

ପଦ୍ମପୁର ପାଇଁ ବିକାଶ ରାସ୍ତା ଖୋଲିବା ଆରମ୍ଭ ମାତ୍ର : ସାଂସଦ ସୁରେଶ ପୂଜାରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପାଇକମାଲ ସ୍ଥିତ ଧର୍ମଶାଲାଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ପାଇକମାଲ ନାଗରିକ କମିଟି ତରଫରୁ ସମ୍ୱର୍ଦ୍ଧନା ଗ୍ରହଣ କରିବା ଅବସରରେ ବରଗଡ ସାଂସଦ ସୁରେଶ ପୂଜାରୀ ଓ ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା
Read More...

ଲଜ୍ଜ୍ୟା : ସହର ଭିତରେ ବି ଜାତି ଅଜାତି ଭେଦଭାବ, ଡୁଙ୍ଗୁରିପଡ଼ାରେ ଦୀର୍ଘ ସମୟ ଧରି ପଡ଼ି ରହିଲା ଶବ, ପାଖ ପଡେ଼ାଶୀ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଏକ ଲଜ୍ଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି । ସହର ଭିତରେ ବି ଜାତି ଅଜାତି ଭେଦଭାବ ଏତେ ପ୍ରଖର ରହିଥିବା ଏହି ଘଟଣାରୁ ଅନୁମାନ କରାଯାଇଛି । ସ୍ଥାନୀୟ କଲେଜ ଛକ ନିକଟସ୍ଥ ଡୁଙ୍ଗୁରିପଡ଼ାରେ ସକାଳୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଜାତି ଅଜାତି
Read More...

ସ୍ୱର୍ଗତ ମଙ୍ଗଳୁ ଚରଣ ବିଶ୍ୱାଳଙ୍କ ସ୍ମୃତି ସଭା

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ମନୋହର ସାଂସ୍କୃତିକ ସଂସଦ, ଭେଡେନ ଆନୁକୂଲ୍ୟରେ ବରଗଡଠାରେ କବି, ଲେଖକ, ନାଟ୍ୟକାର ସ୍ବର୍ଗତ ମଙ୍ଗଳୁ ଚରଣ ବିଶ୍ବାଳଙ୍କ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ଏ ମାଟିର ବରପୁତ୍ର ପ୍ରଖ୍ୟାତ ସାରସ୍ୱତ ସାଧକ ମଙ୍ଗଳୁ ଚରଣ ବିଶ୍ୱାଳ ଯେତିକି ବଡ଼ ଲେଖକ ଥିଲେ
Read More...