Monthly Archives

January 2022

ମଣ୍ଡିରେ ଧାନ ବିକ୍ରି ପାଇଁ ସୁଯୋଗ ଦିଆଯାଉ, ନଚେତ୍‌ ଇଚ୍ଛା ମୃତ୍ୟୁ ପାଇଁ ଅନୁମତି ଦିଆଯାଉ : ଜିଲ୍ଲାପାଳଙ୍କ ପାଖରେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଣ୍ଡିରେ ଧାନ ବିକ୍ରି ପାଇଁ ସୁଯୋଗ ଦିଆଯାଉ, ନଚେତ୍‌ ଇଚ୍ଛା ମୃତ୍ୟୁ ପାଇଁ ଅନୁମତି ଦିଆଯାଉ ବୋଲି ଏକ ଅନୁରୋଧ ପତ୍ର ଆଜି ଜଣେ ଚାଷୀ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି । ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଲେଖାଯାଇଥିବା ପତ୍ରରେ ଉଲ୍ଲେଖ କରାଯାଇଛି…
Read More...

ଜଙ୍ଗଲ ଜମି ପଟ୍ଟା ପାଇଁ ଆନ୍ଦୋଳନ ଚେତାବନୀ

ନୂଆପଡ଼ା, (ନିରାକାର ମେହେର) : ନୂଆପଡା ଜିଲ୍ଲାରେ ଏମିତି କିଛି ଜାଗା ଅଛି ଚାରିକାନ୍ଥ ମଧ୍ୟରେ ନିଘଞ୍ଚ ବଣ ଜଙ୍ଗଲ ଭିତରେ ସହସହ ବର୍ଷଧରି ଆଦିବାସୀ ଓ ଜନଜାତି ମାନେ ରହିଆସୁଛନ୍ତି । ଏ ଆଦିମ ବନବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ଯୋଗେଇଦେବାକୁ କେନ୍ଦ୍ରର ତତ୍କାଳୀନ ୟୁପିଏ ସରକାର ଜଙ୍ଗଲ ଜମି…
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ବାଇକ ଚାଳକଙ୍କ ମୃତ୍ୟୁ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ କୁଳଡିହା ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଘଟଣାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତକ ଜଣକ ଗୟଳମୁଣ୍ଡା ଗ୍ରାମର ନାଣ୍ଡୁ ପୂର୍ତ୍ତି ବୋଲି ଜଣାପଡିଛି । ସୂଚନା ଅନୁସାରେ ଏକ ଓଟୋ…
Read More...

୧୦ କ୍ୱିଣ୍ଟାଲ ଗଞ୍ଜେଇ ଜବତ ସହ ଜଣଙ୍କୁ ଗିରଫ

ବ୍ରହ୍ମପୁର, (ସତ୍ୟ ନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଅବକାରୀ ବିଭାଗ ତରଫରୁ ଆଜି ସକାଳୁ ଲାଞ୍ଜିପଲ୍ଲୀ ନିକଟସ୍ଥ ଏକ ପରିତ୍ୟକ୍ତ ଘରେ ଚଢ଼ାଉ କରି ବିପୁଳ ପରିମାଣରେ ଗଞ୍ଜେଇ ଜବତ କରାଯାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଗଜପତି ଅଞ୍ଚଳରୁ ବାହାର ରାଜ୍ୟକୁ ଚାଲାଣ କରିବା ଉଦ୍ଦେଶ୍ୟରେ ଏହି…
Read More...

ମୋବାଇଲ ଷ୍ଟୋରରୁ ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରି କରିନେଲେ ଦୁର୍ବୃତ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୋବାଇଲ ଷ୍ଟୋରରୁ ଲକ୍ଷାଧିକ ଟଙ୍କା ମୋବାଇଲ ଚୋରି କରିନେଇଛନ୍ତି ଦୁର୍ବୃତ୍ତ । ସୂଚନା ଅନୁସାରେ ସ୍ଥାନୀୟ ରମାଇଟକିଜ ନିକଟସ୍ଥ ଏକ ମୋବାଇଲ ଷ୍ଟୋରରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ମୋବାଇଲ ଫୋନ ସହ ନଗଦ ଟଙ୍କା ଦୁର୍ବୃତ୍ତ ମାନେ ଲୁଟି ନେଇଥିବା ନେଇ ଦୋକାନ ମାଲିକ…
Read More...

ବୃଦ୍ଧଙ୍କୁ ଦଳିଦେଲା ହାତୀ

ଜଳେଶ୍ଵର : ଭୋର ସମୟରେ ଶୌଚ ପାଇଁ ଯାଉଥିବା ଜଣେ ବୃଦ୍ଧଙ୍କୁ ଏକ ହାତୀ ଦଳି ଦେଇଥିବା ଭଳି ଏକ ଦୁଃଖଦ ଘଟଣା ସାମ୍‌ନାକୁ ଆସିଛି । ଘଟଣାସ୍ଥଳରେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ବେଳେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ବ୍ଲକ ବଜାରଶୋଳ ଗ୍ରାମରେ । ମୃତକଙ୍କ ନାମ…
Read More...

ମହରାପଦର ପଂଚାୟତ ପୁର୍ବତନ ସରପଞ୍ଚ ତଥା ଗନ୍ଧମାର୍ଦ୍ଦନ ସୁରକ୍ଷା କମିଟିର ସଭାପତି ପାଲାସାଗର ଭୋଇଙ୍କ ବିୟୋଗରେ ବିଭିନ୍ନ…

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ମହରାପଦର ପଂଚାୟତର ପୁର୍ବତନ ସରପଞ୍ଚ ତଥା ୮୦ ଦଶକର ଗନ୍ଧମାର୍ଦ୍ଦନ ଆନ୍ଦୋଳନର ଆଗ ଧାଡିର ନେତା ପାଲାସାଗର ଭୋଇ(୬୩)ଙ୍କ ଶୁକ୍ରବାର ଭୋରରେ ବରଗଡ଼ର ଏକ ଘରୋଇ ଡାକ୍ତର ଖାନାରେ ହ୍ରୁଦଘାତରେ ମୃତ୍ୟୁ ହୋଇଥିବା ଜଣାଯାଇଛି ।…
Read More...

ହୁସିଆର୍‌ : ଶୀତେ କେଁର୍‌ରେଇ ଗଲାନ’ ବଲାଙ୍ଗିର, କରୋନା ସଂକ୍ରମଣ ବି ବଢ଼ୁଛେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଥାବେ ରହ ହୋ’ ଗାଁ ମାଁର୍‌ ଲୁକେ । ଶୀତେ କେଁର୍‌ରେଇ ଗଲାନ’ ବଲାଙ୍ଗିର । ତାର୍‌ ସାଙ୍ଗେ ବଢ଼ୁଛେ କରୋନା ସଂକ୍ରମଣ । ଗଲା ୧୦ ତାରିଖ୍‌ ନୁଁ ପାଗ୍‌ ବିଗ୍‌ଡ଼ି କରି ପାଏନ୍‌ ଥୁପେ ଥୁପେ ପକାଲା ବେଲୁଁ ଆଏଜ୍‌ ତକ୍‌ ପାଗ୍‌ ନେଇଁ ସୁଧ୍‌ରିବାର୍‌ । ଆଏଜ୍‌ ତ’…
Read More...

ବଲାଙ୍ଗିର ଜିଲ୍ଲାରେ ଗତ ୨୪ ଘଂଟାରେ ୨୫୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଗତ ୨୪ ଘଂଟାରେ ୨ ଶହ ୫୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଥିବା ସତ୍ୱେ ସବୁ ବାଡ଼ ବତା…
Read More...

ପଞ୍ଚାୟତ ନିର୍ବାଚନ ନେଇ ଡେଲାଙ୍ଗ ବ୍ଲକସ୍ତରୀୟ ଜାଗୃତି କର୍ମଶାଳା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିିଆ) : ତ୍ରିସ୍ତରୀୟ ଗ୍ରାମ ପଞ୍ଚାୟତ ନିର୍ବାଚନକୁ ଅବାଧ, ମୁକ୍ତ, ନିରପେକ୍ଷ ଓ ସୂଚାରୁ ରୂପେ ପରିଚାଳନା ପାଇଁ ବ୍ଲକସ୍ତରୀୟ ଏକ ଜାଗୃତିକ କର୍ମଶାଳା ବିଡ଼ିଓ ଦିଲ୍ଲୀପ କୁମାର ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ବ୍ଲକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଅନୁଷ୍ଠିତ…
Read More...