କର୍ତ୍ତବ୍ୟ ଫାଉଣ୍ଡେସନ ମହାନତା ଦେଖାଇଲା : ଅସହାୟ ଗୋରୁର ଚିକିତ୍ସା କଲା
ବଲାଙ୍ଗିର, (କେପିଏନ୍ଏସ୍) : କର୍ତ୍ତବ୍ୟ ଫାଉଣ୍ଡେସନ ମହାନତା ଦେଖାଇଛି । ଏକ ଅସହାୟ ଅବସ୍ଥାରେ ପଡ଼ିଥିବା ଗାଈର ଚିକିତ୍ସା କରିବା ପାଇଁ ପଦକ୍ଷେପ ନେଇଛି । ସୂଚନା ଅନୁସାରେ ଆଜି ବଲାଙ୍ଗିର ଜିଲ୍ଲା ଜେଆଇଟିଏମ୍ ପଛପଟେ ଫାର୍ମ ହାଉସ ପାଖରେ ଗୋଟିଏ ବୟସ୍କ ଗାଈ ଅସହାୟ ଅବସ୍ଥାରେ ପଡ଼ି!-->…
Read More...
Read More...