Monthly Archives

January 2022

ଆଦିବାସୀଙ୍କ ସଂରକ୍ଷଣ ଦାବୀକୁ ନେଇ ୧୪ଟି ପଞ୍ଚାୟତରେ ପଡ଼ିଛି ତାଲା : ଦିନକ ପରେ ପ୍ରାର୍ଥୀ ପତ୍ର ଦାଖଲ

ଦେଓଗାଁ, (ମନୀଷ କୁମାର ସାହୁ) : ଦିନକ ପରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ନାମାଙ୍କନ ପତ୍ର ଦାଖଲ । ହେଲେ ଦେଓଗାଁ ବ୍ଳକ‌ର ବିଭିନ୍ନ ପଞ୍ଚାୟତରେ ଆଦିବାସୀମାନଙ୍କ ସରପଞ୍ଚ ଓ ବ୍ଲକ ଅଧ୍ୟକ୍ଷ ପଦବୀରେ ସଂରକ୍ଷଣ ବ୍ୟବସ୍ଥା ନ ଥିବାରୁ ଦେଓଗାଁ ବ୍ଳକରେ ଗତ ୪ ତାରିଖରୁ ବ୍ଳକ କାର୍ଯ୍ୟାଳୟରେ
Read More...

ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୫୯ : ଆସନ୍ତୁ ଜାଣିବା କେଉଁଠୁ କେତେ……

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫୯ ରହିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ଆଗଲପୁର ବ୍ଲକରୁ ୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ବ୍ଲକରୁ ୧୧ଜଣ ଚିହ୍ନଟ ହୋଇଛନ୍ତି । ବଲାଙ୍ଗିର ମ୍ୟୁନିସିପାଲିଟିରୁ ୧୨୮ଜଣ, ବଙ୍ଗୋମୁଣ୍ଡା
Read More...

ଗାଈ ଜନ୍ମ କଲା ଯୋଡ଼ା ବାଛୁରୀ

ପାଟଣାଗଡ଼, (ଗୋରେଖନାଥ ବରିହା ) : ପାଟଣାଗଡ଼ ବ୍ଲକ ଦେଉଳ ଗାଁ ପଞ୍ଚାୟତ ଅନ୍ତର୍ଗତ ବରପିଟା ଗ୍ରାମରେ ଗତ ରାତିରେ ଗୋଟିଏ ଗାଈ ଏକାସାଙ୍ଗେ ଦୁଇଟି ବାଛୁରୀ ଜନ୍ମ କରିଥିବା ଜଣାପଡିଛି । ଏକା ସଙ୍ଗେ ଦୁଇଟି ମାଈ ବାଛୁରୀ ଓ ଅଣ୍ଡିରା ବାଛୁରୀ ଜନ୍ମ କରିଥିବା ସ୍ଥାନୀୟ ଅଞ୍ଚଳରେ ପ୍ରଥମ ଘଟଣା
Read More...

ଇଞ୍ଜିନିୟର ସ୍ୱାମୀ ୧୫୦ଟି ସୁନା ମୁଦି, ୨୦ ଲକ୍ଷ ଟଙ୍କା ନଗଦ ଯୌତୁକ ନେବା ପରେ ଅଡି କାର୍‌ ପାଇଁ ଅଡ଼ି ବସିଲେ : ପତ୍ନୀ…

ଦୁର୍ଗ : ଛତିଶଗଡର ଦୁର୍ଗ ଜିଲ୍ଲାରେ ଯୌତୁକ ନିର୍ଯ୍ୟାତନାର ଏକ ଉଚ୍ଚ ପ୍ରୋଫାଇଲ୍ ମାମଲା ରୁଜୁ ହୋଇଛି । ଏନ୍‌ଗେଜମେଂଟ ଉତାରୁ ୧୫୦ଟି ସୁନା ମୁଦି, ସୁନା ବ୍ରେସଲେଟ୍, ସୁନା ହାର, ୨୦ ଲକ୍ଷ ଟଙ୍କା ନଗଦ ଯୌତୁକ ଦିଆଯିବା ପରେ ବିବାହ ହୋଇଥିଲା । କିନ୍ତୁ ବିବାହ ପରେ ମଧ୍ୟ ଇଞ୍ଜିନିୟର
Read More...

ଇସ୍ପାତ ସାହିତ୍ୟ ସଂସଦରେ ଫକୀର ମୋହନ ଜୟନ୍ତୀ ପାଳିତ

ଆଧୁନିକ ଓଡିଆ ସାହିତ୍ୟର ସୁନାମଧନ୍ୟ ସ୍ରଷ୍ଟା ଥିଲେ ଫକୀର ମୋହନ ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଫକୀର ମୋହନ ସେନାପତିଙ୍କ ଜୟନ୍ତୀ, ପୁସ୍ତକ ଲୋକାର୍ପଣ, ସଂସଦର ବାର୍ଷିକ କ୍ୟାଲେଣ୍ଡର୍ ଅନାବରଣ, ଆଲୋଚନାଚକ୍ର ଓ
Read More...

ବଲାଙ୍ଗିର ଜିଲ୍ଲା ପୂର୍ବତନ ସୈନିକ ସଂଘ କାର୍ଯ୍ୟାଳୟରେ ସେନା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୂର୍ବତନ ସୈନିକ ସଂଘ କାର୍ଯ୍ୟାଳୟରେ ଆଜି ସେନା ଦିବସ ପାଳିତ ହୋଇଯାଇଛି । ସଂଘର ସଭାପତି ବିଭୂତି ଭୂଷଣ ପାଣିଗ୍ରାହୀ ତଥା ସମସ୍ତ ସଦସ୍ୟ ବଲାଙ୍ଗିରର ସହିଦ ବୀର ପୁତ୍ର କିଶୋର ମଲ୍ଲିକ, ସମୀର ଜାଲ, ହେମନ୍ତ ନାଏକ, ସୁମନ୍ତ ପଧାନ ଏବଂ ଥବୀର
Read More...

ଆଗଲପୁର ବ୍ଲକ ଗାଁ ସାଥୀ ସଂଘର ତାଲିମ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଗାଁ ସାଥୀ ସଂଘର ତାଲିମ ଶିବିର ସ୍ଥାନୀୟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ପରିବେଶକୁ ସ୍ଵଚ୍ଛ ରଖିବା ସହିତ ଅଳିଆ ଆବର୍ଜନା ବାହାରେ ନ ପକାଇବା ପ୍ରତି ଗ୍ରାମର ପ୍ରତି ପରିବାରକୁ ୬ ହଜାର ୫ ଶହ
Read More...

ରାଜ୍ୟରୁ ଆଉ ୩୨ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ, ମୋଟ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ୨୦୨କୁ ପହଂଚିଲା

ଭୁବନେଶ୍ୱର : ରାଜ୍ୟରୁ ଆଉ ୩୨ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ୨୦୨କୁ ପହଂଚିଛି । ଡିସେମ୍ବର ୨୧ ତାରିଖ ଦିନ ୨, ଡିସେମ୍ବର ୨୩ ତାରିଖରେ ୨, ଡିସେମ୍ବର ୨୬ ତାରିଖରେ ୪, ଡିସେମ୍ବର ୨୯ ତାରିଖରେ ୧, ଡିସେମ୍ବର ୩୦
Read More...

ଯୁବନେତା ଅର୍କେଶ ନାରାୟଣ ସିଂହଦେଓଙ୍କ ଆଜି ଜନ୍ମଦିନ : ଛୁଟୁଛି ଶୁଭେଚ୍ଛାର ସୁଅ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଯୁବନେତା ଅର୍କେଶ ନାରାୟଣ ସିଂହଦେଓଙ୍କ ଆଜି ଜନ୍ମଦିନ । ଏଥିପାଇଁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି । ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ ସିଂହଦେଓଙ୍କ କନିଷ୍ଠ ପୁତ୍ର ଅର୍କେଶ ନାରାୟଣ ସିଂହଦେଓଙ୍କ ଆଜି ୩୬ତମ ଜନ୍ମଦିବସ ।
Read More...

କବିତା : ପ୍ଲାଷ୍ଟିକ୍‌ ହୃଦୟ

ବିପିନ ଆଚାର୍ଯ୍ୟ ଏଛ୍‌ନିବହୁତ୍ ଜରୁରୀ ଗୁଟେ ପ୍ଲାଷ୍ଟିକ୍ହ୍ରୁଦୟ । ସଭେ ପିନ୍ଧ୍‌ଲେନ' ।ଜଲ୍‌ଦି ଘିନି ପକ। । କେନ ମିଲବା..?ଗାଁ ସହର୍ସବୁଆଡେଁ ।ଫୁଟ ପାଥ୍ ନ ବି ।ମୁଲାବାର୍ କେ ନାଇଁ ପଡେ,ବହୁତ ଶସ୍ତା ।। ମୋ.ନଂ. : ୮୯୧୭୩୫୪୫୪୧
Read More...