ରାଜ୍ୟରୁ ଆଉ ୩୨ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ, ମୋଟ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ୨୦୨କୁ ପହଂଚିଲା

ଭୁବନେଶ୍ୱର : ରାଜ୍ୟରୁ ଆଉ ୩୨ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ୨୦୨କୁ ପହଂଚିଛି । ଡିସେମ୍ବର ୨୧ ତାରିଖ ଦିନ ୨, ଡିସେମ୍ବର ୨୩ ତାରିଖରେ ୨, ଡିସେମ୍ବର ୨୬ ତାରିଖରେ ୪, ଡିସେମ୍ବର ୨୯ ତାରିଖରେ ୧, ଡିସେମ୍ବର ୩୦ ତାରିଖରେ ୫, ଜାନୁଆରୀ ୨ ତାରିଖରେ ୨୩, ଜାନୁଆରୀ ୫ ତାରିଖରେ ୨୪, ଜାନୁଆରୀ ୮ ତାରିଖରେ ୧୪, ଜାନୁଆରୀ ୧୦ ତାରିଖରେ ୨୮, ଜାନୁଆରୀ ୧୨ ତାରିଖରେ ୬୭ ଓ
ଆଜି ଜାନୁଆରୀ ୧୫ ତାରିଖ ଦିନ ୩୨ ଜଣ ଚିହ୍ନଟ ହୋଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.

one × 2 =