pakka

କର୍ତ୍ତବ୍ୟ ଫାଉଣ୍ଡେସନ ମହାନତା ଦେଖାଇଲା : ଅସହାୟ ଗୋରୁର ଚିକିତ୍ସା କଲା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : କର୍ତ୍ତବ୍ୟ ଫାଉଣ୍ଡେସନ ମହାନତା ଦେଖାଇଛି । ଏକ ଅସହାୟ ଅବସ୍ଥାରେ ପଡ଼ିଥିବା ଗାଈର ଚିକିତ୍ସା କରିବା ପାଇଁ ପଦକ୍ଷେପ ନେଇଛି । ସୂଚନା ଅନୁସାରେ ଆଜି ବଲାଙ୍ଗିର ଜିଲ୍ଲା ଜେଆଇଟିଏମ୍‌ ପଛପଟେ ଫାର୍ମ ହାଉସ ପାଖରେ ଗୋଟିଏ ବୟସ୍କ ଗାଈ ଅସହାୟ ଅବସ୍ଥାରେ ପଡ଼ି ରହିଥିବା ବେଳେ କର୍ତ୍ତବ୍ୟ ଫାଉଣ୍ଡେସନର ସଭ୍ୟ ମାନେ ପହଂଚି ତାର ଚିକିତ୍ସା କରିଥିଲେ ।

Leave A Reply

Your email address will not be published.

seventeen − eleven =