Monthly Archives

January 2022

ଆସନ୍ତା୨୦ରୁ ବଲାଙ୍ଗିର ବନଖଣ୍ଡ ଅଂଚଳରେ ଆରମ୍ଭ ହେବ ବାଘ ସଂଖ୍ୟା ଆକଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ କଦଳୀମୁଣ୍ଡା ସ୍ଥିତ ମେଗା ନର୍ସରୀ ଠାରେ ବଲାଙ୍ଗିର ଡିଏଫ୍‌ଓ ନିତିଶ କୁମାରଙ୍କ ନେତୃତ୍ୱରେ ବଲାଙ୍ଗିର ବନଖଣ୍ଡ ଅଂଚଳରେ ବାଘ ଓ କଳରାପତରିଆଙ୍କ ସମତେ ବିଭିନ୍ନ ତୃଣଭୋଜି ପ୍ରାଣୀ ମନାଙ୍କ ଆକଳନକୁ ନେଇ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ୍‌ ସମରସିଂ ଗାଁରେ ଲାଗିଲା ମାଓ ପୋଷ୍ଟର

ତୁରେକେଲା, (କୈଳାଶ ସଗ୍ରିଆ): ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ୍‌ ସମରସିଂ ଗାଁରେ ମାଓ ପୋଷ୍ଟର ଲାଗିଥିବା ନେଇ ସୂଚନା ମିଳିଛି । ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବାକୁ ମାଓବାଦୀମାନେ ଜନତାଙ୍କୁ ଆହ୍ୱାନ କରିଛନ୍ତି । ତେବେ ଏହି ଘଟଣାକୁ ନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା
Read More...

ପୋଖରୀକୁ ସ୍ନାନ ପାଇଁ ଯାଇ ବୃଦ୍ଧା ନିଖୋଜ

ସିନ୍ଧେକେଲା : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ମୁଖ୍ୟାଳୟ କୌଶଲ୍ୟାପଡ଼ାର ନଳ ବାରିକ(୬୫) ଗାଧୋଇବା ପାଇଁ ଯାଇ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ରବିବାର ସକାଳ ୯ଟା ସମୟରେ ସ୍ଥାନୀୟ ପଖୋରୀକୁ ଗାଧୋଇବା ପାଇଁ ଯାଇଥିବାବେଳେ ସେ ଘରକୁ ଆଉ ଫେରି ନଥିଲେ । ପରିବାର
Read More...

ସିନାପାଲି ବ୍ଲକ ଅଧ୍ୟକ୍ଷା କଂଗ୍ରେସରେ ସାମିଲ : କଂଗ୍ରେସର ମନୋବଳ ସୁଦୃଢ଼ ହେବ – ବିଧାୟକ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅଧ୍ୟକ୍ଷା ତପସ୍ଵିନୀ ମାଝି ଆଜି ବିଧି ବଦ୍ଧ ଭାବରେ ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀଙ୍କ ଉପସ୍ଥିତିରେ କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି । ଏନେଇ ଆଜି ସିନାପାଲି ବ୍ଲକ କଂଗ୍ରେସ କାର୍ଯ୍ୟାଳୟରେ ସାମ୍ୱାଦିକ
Read More...

ସରପଞ୍ଚ ପଦବୀ ନିଲାମ୍‌କୁ ନେଇ ଚର୍ଚ୍ଚା : ତଦନ୍ତ ପାଇଁ ଅଂଟା ଭିଡ଼ିଛି ପ୍ରଶାସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରପଞ୍ଚ ପଦବୀ ନିଲାମ୍‌କୁ ନେଇ ଗାଁରୁ ସହର ଯାଏଁ ଚର୍ଚ୍ଚା ଜୋର୍‌ ଧରିଥିବା ବେଳେ ତଦନ୍ତ ପାଇଁ ପ୍ରଶାସନ ଅଂଟା ଭିଡ଼ିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ପୁଇଁନ୍ତଲା ବ୍ଲକ୍‌ ବିଲେଇସର୍ଡା ପଞ୍ଚାୟତରେ ଏକ ବିଚିତ୍ର ଘଟଣା ସାମ୍ନାକୁ ଆସିଛି । ସ୍ଥାନୀୟ ଲୋକେ
Read More...

ଜିଲ୍ଲା ପରିଷଦ ଆସନ ହାତେଇବାକୁ ରାଜନୀତିକ ଦଳଙ୍କ ମଧ୍ୟରେ ବଳ କଷାକଷି ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଜିଲ୍ଲା ପରିଷଦ ଆସନ ହାତେଇବାକୁ ରାଜନୀତିକ ଦଳଙ୍କ ମଧ୍ୟରେ ବଳ କଷାକଷି ଆରମ୍ଭ ହୋଇଯାଇଛି । ଆଲୋଚନା, ପର୍ଯ୍ୟାଲୋଚନା ତଥା ସର୍‌ଗରମ୍‌ ଚର୍ଚ୍ଚା ଏବେ ରାଜନୀତି ମଇଦାନ୍‌ରେ ଘାଇଁ ଘାଇଁ ଘୂରି ବୁଲୁଛି । ଗତ ଥର ଜିଲ୍ଲା ପରିଷଦ ଆସନ ବିଜେପି
Read More...

ନିର୍ବାଚନ ପର୍ଯ୍ୟବେକ୍ଷକ ଓ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ବୈଠକ ଅନୁଷ୍ଠିତ

ମୁକ୍ତ, ଅବାଧ ନିରପେକ୍ଷ ଏବଂ କୋଭିଡ଼୍‌ଯୁକ୍ତ ନିର୍ବାଚନ ପରିଚାଳନା ଉପରେ କମିଶନର ଗୁରୁତ୍ୱ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ମାଚନ ୨୦୨୨ ପରିପ୍ରେକ୍ଷୀରେ ଆଜି ବିଭିନ୍ନ ଜିଲ୍ଲା ଲାଗି ନିଯୁକ୍ତ ନିର୍ବାଚନ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
Read More...

ବଲାଙ୍ଗିର ଜିଲ୍ଳାରେ ଗତ ୨୪ ଘଂଟାରେ ୩ ଶହ ସଂକ୍ରମିତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଥମୁନି ସଂକ୍ରମଣ । ଗତକାଲି ଟିକିଏ ସଂକ୍ରମଣ ଗ୍ରାଫ୍‌ ତଳକୁ ଖସିଥିବା ବେଳେ ଆଜି ପୁଣି ଉପରମୁହାଁ ହୋଇଥିବା ରିପୋର୍ଟ ଆସିଛି । ଗତ ୨୪ ଘଂଟାରେ ବଲାଙ୍ଗିର ଜିଲ୍ଳାରେ ୩ ଶହ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ଆଉ ୪ ଜଣ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ଆଉ ୪ ଜଣ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ କଟକ, କେନ୍ଦ୍ରାପଡ଼ା, କୋରାପୁଟ ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ
Read More...

ରାଜ୍ୟରେ ଗତ ୨୪ ଘଂଟାରେ ୧୧ ହଜାର ୮୬ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୧ ହଜାର ୮୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୧୦୬୧ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୮୦୯୧୪ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୪୩୧ ଜଣ
Read More...