Monthly Archives

January 2022

ଦେଶୀ ମଦଭାଟୀ ଉପରେ ପୋଲିସର ଚଢାଉ : ଜଣେ ଗିରଫ

ଜି.ଉଦୟଗିରି : ଏକ ଦେଶୀ ମଦଭାଟୀ ଉପରେ ଜି.ଉଦୟଗିରି ପୁଲିସ ଚଢାଉ କରି ୨୦ ଲିଟର ଦେଶୀ ମଦ ଜବତ ସହ ୮୦ ଲିଟର ମହୁଲି ପାଉଚ ନଷ୍ଟ କରିଥବା ବେଳେ ଏହା ସହ ଜଣେ ମହିଳାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଦେଶୀ ମଦ ପ୍ରସ୍ତୁତ କରାଯାଉଥିବା ନେଇ କୌଣସି ସୂତ୍ରରୁ ପୋଲିସ ଖବର
Read More...

ପ୍ରିୟଙ୍କା ଗାନ୍ଧୀଙ୍କ ବିବୃତ୍ତି ‘ମେ ଲଡ଼୍‌କି ହୁଁ, ଲଢ଼୍‌ ସକ୍‌ତି ହୁଁ’ର ଜବାବ ଦେଲା ମଧ୍ୟପ୍ରଦେଶ ବିଜେପି

ଭୋପାଳ : ମଧ୍ୟପ୍ରଦେଶ ବିଜେପି କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କ ବିବୃତ୍ତି ‘ମେ ଲଡ଼୍‌କି ହୁଁ, ଲଢ଼୍‌ ସକ୍‌ତି ହୁଁ' ଉପରେ ପ୍ରତିକ୍ରିୟା ଦେଇଛି । ବିଜେପି ରାଜ୍ୟ ସଭାପତି ବିି.ଡି. ଶର୍ମା କହିଛନ୍ତି ଯେ, ସେ ଲଢେ଼ଇ ବିଷୟରେ କହୁଛନ୍ତି । ବିଭାଜନ କର ଏବଂ ଲଢେ଼ଇ କର ।
Read More...

ଏଟିଏମ୍‌ ଲୁଟ୍‌ ବେଳେ କାବୁ କଲା ପୋଲିସ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଏଟିଏମ୍‌ ଲୁଟ୍‌ ଉଦ୍ୟମ କରୁଥିବା ବେଳେ ଦୁଇ ଅଭିଯୁକ୍ତ ଧରାପଡିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ଶିରିପୁର ଛକ ନିକଟରେ ଥିବା ଏଟିଏମ୍‌ ମେସିନ୍‌ରୁ ପଇସା କାଢିବା ପାଇଁ ଗ୍ୟାସ କଟରରେ ଏଟିଏମ୍‌କୁ କାଟୁଥିବା
Read More...

ଅର୍ଥାଭାବରୁ ଚିକିତ୍ସାରୁ ବଂଚିତ ଇନ୍ଦ୍ରାବତୀ ମହାକୁର

ଲୋଇସିଂହା : ଦିନକୁ ଦିନ ଫୁଲି ଯାଉଛି ମୁହଁ ଏବଂ ଗୋଡ଼ ଦୁଇଟି ସରୁ ହେବାରେ ଲାଗିଛି । ହେଲେ ଅର୍ଥାଭାବରୁ ଉଚ୍ଚତର ଚିକିତ୍ସା ପାଇ ପାରୁନାହାନ୍ତି । ଘରେ ଯାହା ଆର୍ଥିକ ସମ୍ବଳ ଥିଲା ଚିକିତ୍ସା ପାଇଁ ବଲାଙ୍ଗିର ଓ ବୁର୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ସବୁ ସରିଗଲାଣି । ଏବେ ଘରକୁ ଆସି
Read More...

ଗରିବ କଇଁରୁଙ୍କୁ କେବେ ମିଳିବ ସରକାରୀ ଆବାସ ?

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଯୋଗୀସର୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ କରନପାଲି ଗ୍ରାମରେ ଏକ ପରିବାର ପଲିଥିନ୍‌ ତଳେ ରହୁଥିବା ଜଣାପଡିଛି । ସୂଚନା ଅନୁସାରେ କଇଁରୁ ପଧାନ(୭୦) ସ୍ତ୍ରୀ କାନ୍ତି ପଧାନ(୬୫) ଅନ୍ଧ ଝିଅ କଳ୍ପନା ପଧାନ(୨୫) ଭଙ୍ଗା ଗୃହରେ ପଲିଥିନ ତଳେ
Read More...

ମୁରିବାହାଲ ବ୍ଲକରେ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ : ପ୍ରଥମ ଦିନରେ ୧୮ଜଣ ପ୍ରାର୍ଥୀ କଲେ ଦାଖଲ

ମୁରିବାହାଲ : ମୁରିବାହାଲ ବ୍ଲକରେ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଯାଇଛି । ପ୍ରଥମ ଦିନ ମୋଟ ୧୮ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ୪୦ଜଣ ସମିତି ସଭ୍ୟ ପ୍ରାର୍ଥୀ ପାଇଁ ବ୍ଲକ୍‌ ଅଫିସରୁ ଫର୍ମ ସଂଗ୍ରହ କରିଥିବାବେଳେ କେବଳ ବ୍ଲକ୍‌ ଉପଧ୍ୟକ୍ଷା ସୁନ୍ଦରମତି ବାଗ ଅଣସଂରକ୍ଷିତ ମୁରିବାହାଲ
Read More...

ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନର ସୁପରିଚାଳନା ନେଇ ବୈଠକ

• ନିର୍ବାଚନୀ ସମ୍ପର୍କିତ ପରିଚାଳନା ଏବଂ ତାଲିମ/ପ୍ରଶିକ୍ଷଣ ଆଦି ଜୁମ୍ ଆଭାସୀ ମାଧ୍ୟମରେ ପରିଚାଳିତ ହେବ ଗଞ୍ଜାମ, (ସତ୍ୟନାରାୟଣ ରେଡ୍ଡୀ) : ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନର ସୁପରିଚାଳନା ଦିଗରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି । ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ
Read More...

ତିରୁପତି-ବିଳାସପୁର ଏକ୍ସପ୍ରେସ୍‌ ଟ୍ରେନ ସାମ୍ନାକୁ ଆସି ଅଜଣା ମହିଳାଙ୍କ ଆତ୍ମହତ୍ୟା

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ରହେନଭଟା ଷ୍ଟେସନ ମଧ୍ୟବର୍ତ୍ତୀ ଡଙ୍ଗରପଡ଼ା ଗାଁର ନିକଟରେ ତିରୁପତି-ବିଳାସପୁର ଏକ୍ସପ୍ରେସ ଟ୍ରେନ୍‌ ସାମନାକୁ ଆସି ଜଣେ ଅଜଣା ମହିଳା ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଟିଟିଲାଗଡ଼ ଜିଆର୍‌ପି ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଏକ
Read More...

ଅକାଳରେ ଚାଲିଗଲେ କନିଷ୍ଠ କିରାଣୀ, ଶୋକରେ ଉବୁଟୁବୁ ଅଞ୍ଚଳବାସୀ 

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ଖପ୍ରାଖୋଲ ସ୍ଥିତ ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କନିଷ୍ଠ କିରାଣୀ ଚନ୍ଦ୍ରଧ୍ୱଜ ବାରିକ(୪୮)ଙ୍କର ଅକାଳ ବିୟୋଗ ଘଟିଛି । ସେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ବିଶାଖାପାଟଣା ସ୍ଥିତ ଓମିଭାବା କ୍ୟାନ୍ସର ହସ୍ପିଟାଲରେ ଚିକିତ୍ସାଧୀନ ସମୟରେ ରବିବାର ରାତି
Read More...

ସରପଞ୍ଚ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କଲେ ବିଜେପି ଯୁବ ନେତା ତଥା ସମାଜସେବୀ ସୁନିଲ କୁମାର ଦାଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ବାଦିବାହାଲ ଗ୍ରାମପଞ୍ଚାୟତର ବିଜେପି ଯୁବ ନେତା ତଥା ସମାଜସେବୀ ସୁନିଲ କୁମାର ଦାଶ ସରପଞ୍ଚ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେ କହିଛନ୍ତି ଯେ, ତୃଣମୂଳ ସ୍ତରରେ ଲୋକମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା
Read More...