Monthly Archives

January 2022

ସୁମନ୍ତ ଭୋଇଙ୍କ ମୃତ୍ୟୁରେ ଘରକୁ ଯାଇ ପରିବାରବର୍ଗଙ୍କୁ ସମବେଦନା ଜଣାଇଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଜଣାଶୁଣା କ୍ରୀଡା ସଂଗଠକ ସମାଜସେବୀ ସ୍ୱର୍ଗତ ସୁମନ୍ତ ଭୋଇଙ୍କ ହୃତଘାତ ଯୋଗୁଁ ଗତକାଲି ଆକାଳ ବିୟୋଗ ଘଟିଥିଲା । ଏ ଖବର ଶୁଣି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ତାଙ୍କ ରୁଗୁଡିପଡା ସ୍ଥିତ ବାସଭବନକୁ ଯାଇ ତାଙ୍କର ପରିବାରବର୍ଗଙ୍କୁ ସମବେଦନା
Read More...

ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁଙ୍କୁ ସମ୍ବର୍ଦ୍ଧନା ଜଣାଇଛନ୍ତି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର । ବିଧାୟକ ଶ୍ରୀ ମିଶ୍ର ପଦ୍ମଶ୍ରୀ ଶ୍ରୀ ଗୁରୁଙ୍କ ବାସଭବନକୁ ଯାଇ ତାଙ୍କୁ ସାକ୍ଷାତ କରିଛନ୍ତି ଏବଂ ତାଙ୍କ କୃତୀତ୍ୱ ପାଇଁ ପ୍ରଶଂସା କରିବା ସହ
Read More...

ନିଜ ଶିଶୁକନ୍ୟା ବିକ୍ରି କରିଥିଲା ବାପା : ବାପା ସହ ୫ ଅଭିଯୁକ୍ତ ଗିରଫ

ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ଧର୍ମଶାଳା ଅଧିନସ୍ଥ କୋତପୁର ପଞ୍ଚାୟତର ସାନରାଇପଡ଼ା ଗ୍ରାମରେ ଶିଶୁକନ୍ୟା ବିକ୍ରି ଘଟଣାରେ ୫ ଅଭିଯୁକ୍ତଙ୍କୁ ଗିରଫ କରି ଧର୍ମଶାଳା ପୋଲିସ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ସାନରାଇପଡ଼ା ଗ୍ରାମର ନଟବର ବେହେରାଙ୍କ ପତ୍ନୀ କାଞ୍ଚନ ବେହେରା
Read More...

ଭିଜିଲାନ୍ସ ଜାଲରେ କୁବେର କନିଷ୍ଠ ଯନ୍ତ୍ରୀ

ଅନୁଗୋଳ, (ଆର୍ତ୍ତତ୍ରାଣ ପାଣି) : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ତାଳଚେର ବ୍ଲକର କନିଷ୍ଠ ଯନ୍ତ୍ରୀ ବିରଞ୍ଚି ନାରାୟଣ ସାହୁ । ଆଜି ତାଙ୍କ ବାସଭବନ ସମେତ ୪ଟି ଜାଗାରେ ଭିଜିଲାନ୍ସ ଚଢ଼ାଉ କରିଛି ଭିଜିଲାନ୍ସ । ବିରଞ୍ଚିଙ୍କ କୁମଣ୍ଡ ସ୍ଥିତ ବାସଭବନରେ,
Read More...

ଭୟାବହ ଅଗ୍ନିକାଣ୍ଡ : ଅଳ୍ପକେ ବର୍ତ୍ତିଲେ ୧୧ ରୋଗୀ ସହ ୬ଜଣ ଡାକ୍ତର ଓ ୨୦ରୁ ଅଧିକ କର୍ମଚାରୀ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ସିଟି ସ୍କାନ ଓ ଡାଇଲେସିସ୍‌ କେନ୍ଦ୍ରରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ସୂଚନା ଅନୁସାରେ କୌଣସି କାରଣରୁ ଏସିରୁ ସଟ୍‌ ସାର୍କିଟ ହୋଇ ରୁମ୍‌ରେ ନିଆଁ ଲାଗିଯାଇଥିଲା । ଅଗ୍ନିକାଣ୍ଡ ଘଟିଥିବା ୱାର୍ଡରେ ୧୧ଜଣ ରୋଗୀ
Read More...

ପୌରସଂସ୍ଥା ଅଧ୍ୟକ୍ଷ ଆସନ ପାଇଁ ପ୍ରକାଶ ପାଇଲା ସଂରକ୍ଷଣ ତାଲିକା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପୌରସଂସ୍ଥା ଅଧ୍ୟକ୍ଷ ଆସନ ପାଇଁ ଚୂଡାନ୍ତ ତାଲିକା ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ତେବେ ୧୦୭ଟି ପୌରସଂସ୍ଥା ଅଧ୍ୟକ୍ଷ ଆସନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୨ଜଣ ମୃତ୍ୟୁ ଓ ଜଣେ ଗୁରୁତର

ସୁନ୍ଦରଗଡ଼ : ସୁନ୍ଦରଗଡ଼ ତଲସରା ଥାନା ଶାଗବାହାଲ ଲମଟି ଘାଟିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ରାଏମାନିଆ ନାମକ ଏକ ଘରୋଇ ବସ୍‌ ସୁନ୍ଦରଗଡ଼ରୁ ଝାଡ଼ଖଣ୍ଡ ଯାଉଥିବା ସମୟରେ ତଲସରା ଥାନା ଶାଗବାହାଲ ଲମଟି ଘାଟିରେ ଯାତ୍ରୀବାହୀ ବସ୍‌ ଓ ବାଇକ୍‌ ମଧ୍ୟରେ
Read More...

କୂଅ ଭିତରେ ପଡିଯାଇ ମହିଳାଙ୍କ ମୃତ୍ୟୁ

ଭୁବନେଶ୍ୱର, (ସୁଶାନ୍ତ କୁମାର ସାହୁ) : ଭୁବନେଶ୍ୱର ଶ୍ରୀରାମନଗରରେ କୂଅ ଭତରେ ପଡି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଖବର ପାଇଁ ଅଗ୍ନିଶମ ବିଭାଗର କର୍ମଚାରୀ ପହଁଞ୍ଚି ମୃତ ଦେହ ଉଦ୍ଧାର କରିଥିବା ଜଣାପଡିଛି । ମୃତ ମହିଳା ଜଣକ ସେଠାରେ ଭଡା ଘରେ ରହୁଥିଲେ । କେଉଁ କାରଣରୁ ସେ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୭

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୭ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକରୁ ୨ ଜଣ, ବଲାଙ୍ଗିର ବ୍ଲକରୁ ୨ ଜଣ, ବଲାଙ୍ଗିର ମ୍ୟୁନିସିପାଲିଟିରୁ ୮ ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ୭ ଜଣ, ଦେଓଗାଁ
Read More...

କଂଗ୍ରେସ ଉପରେ ଅପର୍ଣ୍ଣା ଯାଦବଙ୍କ ଆକ୍ରମଣ, କହିଛନ୍ତି – ପ୍ରିୟଙ୍କା ଗାନ୍ଧୀ କେବଳ ସ୍ଲୋଗାନ ଦିଅନ୍ତି, କିଛି…

ଲକ୍ଷ୍ନୌ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେଇଥିବା ମୁଲାୟମ ସିଂ ଯାଦବଙ୍କ ବୋହୂ ଅପର୍ଣ୍ଣା ଯାଦବ କଂଗ୍ରେସ ଅଭିଯାନରେ ନାରା ଦେଇଥିବା 'ଲଡ଼କି ହୁଁ, ଲଢ଼୍‌ ସକ୍‌ତି ହୁଁ' ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ କଡ଼ା ଟାର୍ଗେଟ କରିଛନ୍ତି । ରବିବାର ଦିନ ଏକ
Read More...