ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୭

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୭ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକରୁ ୨ ଜଣ, ବଲାଙ୍ଗିର ବ୍ଲକରୁ ୨ ଜଣ, ବଲାଙ୍ଗିର ମ୍ୟୁନିସିପାଲିଟିରୁ ୮ ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ୭ ଜଣ, ଦେଓଗାଁ ବ୍ଲକରୁ ୩ ଜଣ, ଗୁଡଭେଲା ବ୍ଲକରୁ ୪ଜଣ, କଣ୍ଟାବାଞ୍ଚି ଏନ୍‌ଏସିରୁ ୨ଜଣ, ଖପ୍ରାଖୋଲ ବ୍ଲକରୁ ୭ ଜଣ, ଲୋଇସିଂହା ବ୍ଲକରୁ ୨ ଜଣ, ମୁରିବାହାଲ ବ୍ଲକରୁ ୬ ଜଣ, ପାଟଣାଗଡରୁ ୧ ଜଣ, ପାଟଣାଗଡ ଏନ୍‌ଏସିରୁ ୨ ଜଣ, ସଇଁନ୍ତଲା ବ୍ଲକରୁ ୧୧ ଜଣ, ଟିଟିଲାଗଡ ବ୍ଲକରୁ ୪ ଜଣ, ଟିଟିଲାଗଡ ମ୍ୟୁନିସିପାଲିରୁ ୪ ଜଣ, ତୁରେକେଲା ବ୍ଲକରୁ ୨ ଜଣ ଚିହ୍ନଟ ହୋଇଥିବା ସୂଚନା ରହିଛି ।

Leave A Reply

Your email address will not be published.

six + 3 =