Monthly Archives

January 2022

ଡୁମ୍ବେରବାହାଲ ବୁଢ଼ାରଜା କ୍ରିକେଟ ଟୁର୍ଣ୍ଣାମେଣ୍ଟ : ନଅଗାଁକୁ ହରାଇ ଢେଙ୍କିମୁଣ୍ଡା ଚମ୍ପିୟାନ

ପଦ୍ମପୁର, ( ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ମାଣ୍ଡୋସିଲ ଗ୍ରାମ ପଞ୍ଚାୟତ ଡୁମ୍ବରବାହାଲ ଗ୍ରାମରେ ଇନ୍ଦିରା ପ୍ରିୟଦର୍ଶିନୀ କ୍ଲବ ଆନୁକୁଲ୍ୟରେ ଛଅ ଦିନ ଧରି ଚାଲିଥିବା ୨୧ତମ ବୁଢ଼ାରଜା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍‌ଯାପିତ ହୋଇଯାଇଛି ।‌ ନଅଗାଁ ଏକାଦଶ ଓ ଢେଙ୍କିମୁଣ୍ଡା ଏକାଦଶ
Read More...

ୟୁପି ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟିକୁ ବଡ ଝଟ୍‌କା : ଶିବ କୁମାର ବେରିଆ ବିଜେପିରେ ମିଶିଲେ

ଲକ୍ଷ୍ନୌ : ୟୁପି ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି ଏକ ବଡ଼ ଧରଣର ଅସୁବିଧାର ସମ୍ମୁଖୀନ ହୋଇଛି । ଦଳର ଜଣେ ବଡ ନେତା ତଥା ମୁଲାୟମ ସିଂ ଯାଦବଙ୍କ ସ୍ୱତନ୍ତ୍ର ଶିଷ୍ୟ ଶିବକୁମାର ବେରିଆ ବିଜେପିରେ ଯୋଗ ଦେଇଛନ୍ତି । ବିଜେପିରେ ଯୋଗଦେବା ପରେ ବେରିଆ କହିଛନ୍ତି ଯେ, ମୁଲାୟମ ସିଂଙ୍କ ସମୟରେ
Read More...

ବଢ଼ିଲା ଫେବୃଆରୀ ୧୧ ପର୍ଯ୍ୟନ୍ତ ରାଲି ଏବଂ ରୋଡ୍ ସୋ’ ଉପରେ ପ୍ରତିବନ୍ଧକ

ନୂଆଦିଲ୍ଲୀ : କରୋନା ମହାମାରୀ ହେତୁ ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନ ସମୟରେ ଫେବୃଆରୀ ୧୧ ପର୍ଯ୍ୟନ୍ତ ନିର୍ବାଚନ ଆୟୋଗ ରାଲି, ବୈଠକ ଉପରେ ପ୍ରତିବନ୍ଧକକୁ ବୃଦ୍ଧି କରିଛନ୍ତି । ତେବେ ନିର୍ବାଚନ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକକୁ କମିଶନ ଟିକିଏ ହାଲୁକା କରିଥିବା ଦେଶବାସୀଙ୍କୁ
Read More...

ଅର୍ଥମନ୍ତ୍ରୀ ଅର୍ଥନୈତିକ ସର୍ବେକ୍ଷଣ ୨୦୨୧-୨୨ ଉପସ୍ଥାପନ କଲେ

ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଅର୍ଥନୈତିକ ସର୍ବେକ୍ଷଣ ୨୦୨୨ ଉପସ୍ଥାପନ କରିଛନ୍ତି । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସରକାରଙ୍କ ବଜେଟ୍ ପୂର୍ବରୁ ଅର୍ଥନୀତିର ସ୍ଥିତିର ବିବରଣୀ ଦିଆଯାଇଛି । ଆର୍ଥିକ ସର୍ବେକ୍ଷଣ ୨୦୨୨-୨୩ ଆର୍ଥିକ ବର୍ଷରେ (ଏପ୍ରିଲ ୨୦୨୨
Read More...

ଯୁବ ସାମ୍ୱାଦିକ ଚନ୍ଦନ ମଲ୍ଲିକଙ୍କୁ ଉତ୍କଳ ସାମ୍ବାଦିକ ଗୌରବ ସମ୍ମାନ ପ୍ରଦାନ

କଟକ, (କେପିଏନ୍‌ଏସ୍‌) : ଯୁବ ସାମ୍ବାଦିକ ଚନ୍ଦନ ମଲ୍ଲିକଙ୍କୁ ତାଙ୍କ ଉଲ୍ଲେଖନୀୟ କୃତିତ୍ୱ ନେଇ କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ) ପକ୍ଷରୁ ସାମ୍ବାଦିକ ଗୌରବ ସମ୍ମାନ - ୨୦୨୨ ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଯେ, ଚନ୍ଦନ ମଲ୍ଲିକ କଟକ ଜିଲ୍ଲାର
Read More...

ବିଶୁଦ୍ଧ ପାଣି ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଖୁରିପାଣି ଗ୍ରାମବାସୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଲରମ୍ଭା ପଞ୍ଚାୟତ ଅନ୍ତର୍ଗତ ଖୁରିପାଣି ଗ୍ରାମବାସୀ ମାନେ ଆଜି ବିଶୁଦ୍ଧ ପାଣି ପାଇଁ ବଲାଙ୍ଗିର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଦୀର୍ଘ ଦିନ ଧରି ଗ୍ରାମବାସୀ ମାନେ ଦୂଷିତ ଜଳ ବ୍ୟବହାର କରୁଥିବାରୁ କିଡ଼ନୀ ରୋଗ
Read More...

ନିର୍ବାଚନ ମଇଦାନରେ ଖୋଲମ୍‌ ଖୋଲା ବଣ୍ଟା ହେଲା ଟଙ୍କା : ଭାଇରାଲ ହେଲା ଭିଡ଼ିଓ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିର୍ବାଚନ ମଇଦାନରେ ଖୋଲମ୍‌ ଖୋଲା ବଣ୍ଟା ହେଉଛି ଟଙ୍କା । ଏହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁସାରେ, ବଲାଙ୍ଗିର ଜିଲ୍ଲା ଠେମରା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଲକ୍ଷ୍ମୀକାନ୍ତ ବାଗ ନିର୍ବାଚନ ପ୍ରଚାର ସମୟରେ ଉପସ୍ଥିତ
Read More...

ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ଖଣ୍ଡହତା ପିଇଓ ନିଲମ୍ବିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ବରଗଡ଼ ଜିଲା ସରଗରମ ହୋଇପଡ଼ଛି । ତେବେ ଏହି ସମୟରେ ବରଗଡ଼ ବ୍ଲକ ଅନ୍ତର୍ଗତ ଖଣ୍ଡହଥା ପଞ୍ଚାୟତର ନିର୍ବାହୀ ଅଧିକାରୀ (ପିଇଓ) ଗୋଲାପ ନାଏକ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ
Read More...

ଫାଣ୍ଡି ଅଧିକାରୀଙ୍କ ଗାଡ଼ି ଧକ୍କାରେ କର୍ମଚାରୀ ମୃତ୍ୟୁ ଘଟଣା : କ୍ଷତି ପୂରଣ ଦାବୀରେ ଜାତୀୟ ରାଜପଥ ଅବରୋଧ, ୩ ଘଣ୍ଟା…

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଅନ୍ତର୍ଗତ ଗୋଏଲଭାଡ଼ି ଛକରେ ବଡ଼ମାଲ ଫାଣ୍ଡି ଅଧିକାରୀ ସର୍ବେଶ୍ୱର ସାହୁଙ୍କ ଗାଡି ଧକ୍କାରେ ଗତକାଲି ବଡ଼ମାଲ ଗୋଲାବାରୁଦ କାରଖାନାର କର୍ମଚାରୀ ରମେଶ ନାଗଙ୍କ ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ପରିବାର ଲୋକେ ଆଜି
Read More...

ବାଦୁଡ଼ିରୁ ମିଳୁଛି ନିଓକୋଭ କରୋନା ଭାଇରସ : ବୈଜ୍ଞାନିକଙ୍କ ଭୟାନକ ବିବୃତ୍ତି

ବେଜିଂ : ଦକ୍ଷିଣ ଆଫ୍ରିକାର ବାଦୁଡ଼ିମାନଙ୍କ ମଧ୍ୟରେ ବ୍ୟାପୁଥିବା ନିଓକୋଭ କରୋନା ଭୂତାଣୁ ଭବିଷ୍ୟତରେ ଯଦି ଏହା ମଣିଷ ଦେହକୁ ଆସେ, ତେବେ ମଣିଷ ପାଇଁ ବଡ଼ ବିପଦ ସୃଷ୍ଟି କରିପାରେ । ଚାଇନାର ଅନୁସନ୍ଧାନକାରୀ ବୈଜ୍ଞାନିକମାନେ ଏହି ବିଷୟରେ ଚେତାବନୀ ଦେଇ କହିଛନ୍ତି ଯେ, ଏହି ଭୂତାଣୁ
Read More...