Monthly Archives

January 2022

୧୫-୧୮ ବର୍ଷ ବୟସ ବର୍ଗ ହିତାଧିକାରୀଙ୍କ କୋଭିଡ ଟୀକାକରଣ ପାଇଁ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ ବୈଠକ

କୋଭାକ୍ସିନ ଟୀକା ନେବେ ହାରାହାରୀ ୩୯୫୫୮ ହିତାଧିକାରୀ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଅଗାମୀ ୩ ଜାନୁୟରୀରୁ ସୁବର୍ଣ୍ଣପୁର ଜିଲ୍ଲାରେ ୧୫-୧୮ ବର୍ଷ ବୟସ ବର୍ଗର ହିତାଧିକାରୀଙ୍କ ପାଇଁ କୋଭିଡ ଟୀକାକରଣ ଅନୁଷ୍ଠିତ ହେବ । ଏହି ଟୀକାକରଣର ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ଥିବା ବେଳେ ଆଜି
Read More...

ତୁରେକେଲା ବ୍ଲକର ବିଭିନ୍ନ ଅଞ୍ଚଳରେ କରୋନା ଟୀକାକରଣ

ତୁରେକେଲା, (କୈଳାଶ ସଗ୍ରିଆ) : ଆଜି ତୁରେକେଲା ବ୍ଲକ ଅନ୍ତର୍ଗତ ଖୁଟୁଲୁମୁଣ୍ଡା, ଦାବରି, ଲର୍କି, ଗଡଗଡବାହାଲ, ନାଗଫେନା, କନ୍ଦେଇ ଓ ଭରୁଆକାନି ଗ୍ରାମରେ ଭେକ୍ସିନେଟର ମେହେତ୍ରୀ ନାଏକ, ଡିଇଓ ପ୍ରହଲ୍ଲାଦ ସାହୁ ଅଙ୍ଗନବାଡ଼ି କର୍ମୀମାନେ ଏବଂ ଆଶାକର୍ମୀଙ୍କ ଉପସ୍ଥିତି କ୍ରମେ ଉପରୋକ୍ତ
Read More...

ନବବର୍ଷରେ ଦୁର୍ଘଟଣାଗ୍ରସ୍ତଙ୍କୁ ଉଦ୍ଧାର କଲେ ରକ୍ଷକ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ନବବର୍ଷକୁ ସ୍ୱାଗତ କରିବାରେ ଜନସାଧାରଣ ମସ୍‌ଗୁଲ୍‌ ଥିବା ବେଳେ ତୁରେକେଲା ଠାରେ ଏକ ସଡକ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ତୁରେକେଲା ଶେଷ ମୁଣ୍ଡରେ ଥିବା ତାରିଣୀ ମନ୍ଦିର ମୋଡରେ ଦୁଇଟି ମୋଟର ସାଇକଲ ମୁହାଁମୁହିଁ ହେବା ଫଳରେ
Read More...

ନବବର୍ଷରେ ମା’ସିଧ୍ୟଚଣ୍ଡୀଙ୍କ ପୀଠରେ ଅଭିନନ୍ଦନ

ଢେଙ୍କାନାଳ, (ତାପସ ଦାସ) : ଆଜି ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଗ୍ରାମ ପଞ୍ଚାୟତର ଅତିଣ୍ଡା ଗ୍ରାମରେ ମା' ସିଧ୍ୟଚଣ୍ଡୀଙ୍କ ପୀଠରେ ଆଜି ନବବର୍ଷରେ ଗ୍ରାମରଖିମାନଙ୍କ ସୁଖ ଦୁଃଖରେ ସାହା ହେଲେ ମା' । ଏଇ ମା'ଙ୍କ ପୀଠରେ ଧୂମ୍‌ଧାମରେ ପୂଜାର୍ଚ୍ଚନା କରି ହୋମ ଘିଅ, ଧୂପରେ ମା'ଙ୍କ ହୋମକୁଣ୍ଡରେ
Read More...

କଣ୍ଟାମାଲରେ ଶିକ୍ଷକ ସଂଘର ବୈଠକ : ଶିକ୍ଷକଙ୍କ ଏକତାକୁ ଗୁରୁତ୍ୱ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ପ୍ରାଥମିକ ଶିକ୍ଷକ (ଏକ୍ସକ୍ୟାଡ଼ର) ସଂଘର ଏକ ଜୁରୁରୀ କାଳୀନ ବୈଠକ ଶୁକ୍ରବାର କଣ୍ଟାମାଲ ଏମ୍‌ଇ ସ୍କୁଲଠାରେ ବ୍ଲକ ସଂଘର ସଭାପତି ରତ୍ନନିଧି ଖମାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରଥମେ ପୂର୍ବତନ ବାଚସ୍ପତି ସ୍ବର୍ଗତ
Read More...

ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଶୈକ୍ଷିକ ସହାୟତା ପ୍ରଦାନ ନିମନ୍ତେ ତାଲିମ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପି.ପି. ଏକାଡେମୀଠାରେ ସମଗ୍ର ଶିକ୍ଷା ବଲାଙ୍ଗିର ଆନୁକୂଲ୍ୟରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ଅନ୍ତର୍ନିବେଶୀ ଶିକ୍ଷା ମାଧ୍ୟମରେ ଶୈକ୍ଷିକ ତଥା ତଥ୍ୟ ଭିତ୍ତିକ ଶିକ୍ଷା ପ୍ରଦାନ ନିମନ୍ତେ ସମସ୍ତ ବ୍ଲକର ବିଶେଷ ଆବଶ୍ୟକତା ଥିବା ଶିଶୁମାନଙ୍କ
Read More...

ଗତ ୨୪ ଘଂଟାରେ ୨୯୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୨୯୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୩୩ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୮୧୪ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୭୬ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ଜଳଜୀବନ ମିଶନ ଅଧୀନରେ ଓଡିଶାକୁ କେନ୍ଦ୍ରର ୮୩୧ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ, (ପିଆଇବି) : ଓଡିଶାରେ ଜଳଜୀବନ ମିଶନକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ଗତକାଲି (୩୧-୧୨-୨୦୨୧) ୮୩୦ କୋଟି ୮୫ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଆଗାମୀ ୨୦୨୪ ସୁଦ୍ଧା ଓଡିଶା ‘ହର ଘର ଜଲ’ ରାଜ୍ୟ ହେବା ପାଇଁ ଲକ୍ଷ୍ୟ ରଖିଛି । ରାଜ୍ୟରେ ୮୫.୬୭ଲକ୍ଷ ଗ୍ରାମଞ୍ଚଳ ଘର
Read More...

ବର୍ଷାନ୍ତ ସମୀକ୍ଷା -୨୦୨୧ : ଶିଳ୍ପ ଓ ଅନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ, ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ

• ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ୨୦.୧% ଏବଂ ଦ୍ଵିତୀୟ ତ୍ରୈମାସରେ ୮.୪% ଜିଡିପି ଅଭିବୃଦ୍ଧି ସହିତ କୋଭିଡ ଜନିତ ମାନ୍ଦାବସ୍ଥାରୁ ଅର୍ଥବ୍ୟବସ୍ଥା ମୁକ୍ତ ହୋଇ ଦ୍ରୁତ ସୁଧାର ପଥରେ ଅଗ୍ରସର ହେବାର ସଙ୍କେତ• ଇ-ୱେବିଲ, ରେଳ ମାଲ ପରିବହନ, ବନ୍ଦର କାରବାର, ଜିଏସଟି ସଂଗ୍ରହ ଏବଂ
Read More...

୪୬ ତମ ଜିଏସଟି ପରିଷଦ ବୈଠକର ସୁପାରିଶ

ଟେକ୍ସଟାଇଲ୍ କ୍ଷେତ୍ରରେ ବର୍ତ୍ତମାନର ଜିଏସଟି ହାର ୧ ଜାନୁଆରୀ, ୨୦୨୨ ପରେ ମଧ୍ୟ ଜାରି ରହିବ ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଗତକାଲି ନୂଆଦିଲ୍ଲୀଠାରେ ଜିଏସଟି ପରିଷଦର ୪୬ ତମ ବୈଠକ ଅନୁଷ୍ଠିତ
Read More...