Monthly Archives

January 2022

ଆଜି ‘ପଢ଼େ ଭାରତ’ ଅଭିଯାନର ଶୁଭାରମ୍ଭ କରିବେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୧ ଜାନୁଆରୀ, ୨୦୨୨ରେ ୧୦୦ ଦିବସୀୟ ପଠନ ଅଭିଯାନ ‘ପଢ଼େ ଭାରତ'ର ଶୁଭାରମ୍ଭ କରିବେ । ୧୦୦ ଦିବସୀୟ ପଠନ ଅଭିଯାନ ଛାତ୍ରଛାତ୍ରୀମାନଙ୍କର ଶିକ୍ଷଣ ସ୍ତରରେ ଉନ୍ନତି ନିମନ୍ତେ ଏକ ମହତ୍ୱପୂର୍ଣ୍ଣ
Read More...

ବାର୍ଷିକ ସମୀକ୍ଷା : କ୍ରୀଡ଼ା ମନ୍ତ୍ରଣାଳୟ

• ୧ସ୍ୱର୍ଣ୍ଣ, ୨ ରୌପ୍ୟ ଓ ୪ ବ୍ରୋଞ୍ଜ ସମେତ ମୋଟ ୭ ପଦକ ସହିତ ଟୋକିଓ ଅଲିମ୍ପିକ୍ସରେ ନିଜର ସର୍ବଶ୍ରେଷ୍ଠ ପଦକ ଜିତିବାର ରେକର୍ଡ ସ୍ଥାପନ କଲା ଭାରତ • ନିରଜ ଚୋପ୍ରା ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଲେ ; ଆଥଲେଟିକ ଶୃଙ୍ଖଳାରେ ପ୍ରଥମ ପଦକ • ଟୋକିଓ ପାରାଲିମ୍ପିକ୍ସ ୨୦୨୦ରେ
Read More...

ଭୁତିଆରବାହାଲ ଫୁଟବଲ କପ୍ : ଫୌଜି କ୍ଲବ ଚାମ୍ପିଅନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ସଚ୍ଚିଦାନନ୍ଦ ହାଇସ୍କୁଲ ଖେଳ ପଡିଆ, ଭୁତିଆରବାହାଲଠାରେ ଦ୍ବିତୀୟ ଭୁତିଆରବାହାଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ୨୦୨୧ ଫ୍ରେଣ୍ଡସ୍ କ୍ଲବ, ଭୁତିଆରବାହାଲକୁ ୨-୦ଗୋଲରେ ପରାସ୍ତ କରି ଫୌଜ କ୍ଲବ, ଲୁଚୁକିବନ୍ଧ ଚାମ୍ପିୟନ ହୋଇଛି । ଆଜିର
Read More...

ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ମାୟାବହାଁ ହାଇସ୍କୁଲର ଜୁନିଅର ରେଡ଼କ୍ରସ ୟୁନିଟ ଓ ସୁବର୍ଣ୍ଣପୁର ଜିଲ୍ଲା ରକ୍ତ ଭଣ୍ଡାରର ମିଳିତ ଆନୁକୂଲ୍ୟରେ ସୋନପୁର ରକ୍ତ ଭଣ୍ଡାରଠାରେ ଦୁଇ ଦିନ ବ୍ୟାପୀ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲା ଶିକ୍ଷାଅଧିକାରୀ ଲକ୍ଷ୍ମଣ
Read More...

ଜିଲ୍ଲା ପ୍ରଶାସନ ପକ୍ଷରୁ ବୀରତା ଦିବସ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ୧୮୫୭ ମୁକ୍ତିଯୁକ୍ତରେ ସମଗ୍ର ଭାରତ ବର୍ଷର ବିଭିନ୍ନ ପ୍ରାନ୍ତ ଓ ଅଞ୍ଚଳରେ ବହୁ ଖ୍ୟାତ ଅଖ୍ୟାତ ବିପ୍ଳବୀ ଅଂଶଗ୍ରହଣ କରି ସହିଦ୍ ହୋଇଥିଲେ । ଏଭଳି ଅଦ୍ୱିତୀୟ ଦେଶ ଭକ୍ତ ଓ ସଂଗ୍ରାମୀ ହେଉଛନ୍ତି ଘେଁସ ଜମିଦାର ପରିବାର । ତତ୍କାଳୀନ ସମ୍ବଲପୁର ପ୍ରଶାସନର
Read More...