pakka

୪୬ ତମ ଜିଏସଟି ପରିଷଦ ବୈଠକର ସୁପାରିଶ

bbehera
  • ଟେକ୍ସଟାଇଲ୍ କ୍ଷେତ୍ରରେ ବର୍ତ୍ତମାନର ଜିଏସଟି ହାର ୧ ଜାନୁଆରୀ, ୨୦୨୨ ପରେ ମଧ୍ୟ ଜାରି ରହିବ

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଗତକାଲି ନୂଆଦିଲ୍ଲୀଠାରେ ଜିଏସଟି ପରିଷଦର ୪୬ ତମ ବୈଠକ ଅନୁଷ୍ଠିତ ହୋଇଥିଲା । ୪୫ ତମ ଜିଏସଟି ପରିଷଦ ବୈଠକର ସୁପାରିଶ ଅନୁଯାୟୀ ପୋଷାକରେ ଜିଏସ୍ଟି ହାର ପରିବର୍ତ୍ତନ କରିବାକୁ ହୋଇଥିବା ନିଷ୍ପତ୍ତି ସ୍ଥଗିତ ରଖିବାକୁ ଜିଏସ୍‌ଟି ପରିଷଦ ପରାମର୍ଶ ଦେଇଛି । ଫଳସ୍ୱରୂପ, ଟେକ୍ସଟାଇଲ୍ କ୍ଷେତ୍ରରେ ବର୍ତ୍ତମାନ ଥିବା ଜିଏସ୍‌ଟି ହାର ୧ ଜାନୁୟାରୀ ୨୦୨୨ ପରେ ମଧ୍ୟ ଅପରିବର୍ତ୍ତିତ ରହିବ ।

jay balangir
Leave A Reply

Your email address will not be published.

10 − one =

error: Content is protected !!