Monthly Archives

January 2022

ବାଧିତ ଜନବନ୍ଧୁ ପ୍ରଭାକର ରଥଙ୍କ ଜନ୍ମ ଶତ ବାର୍ଷିକୀ ଉଦ୍‌ଯାପନୀ ସମାରୋହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପୂର୍ବାହ୍ନରେ ଲିଟେରାରୀ ଏଣ୍ଡ ସୋସିଆଲ କ୍ଲବଠାରେ ଜୟରାମ ମିଶ୍ରଙ୍କ ଅଧ୍ୟକ୍ଷତାରେ ବାଧିତ ଜନବନ୍ଧୁ ପ୍ରଭାକର ରଥଙ୍କ ଜନ୍ମ ଶତବାର୍ଷିକୀ ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏ ପାର୍ବଣରେ ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ରାମ ଶରଣ
Read More...

ରକ୍ତଦାନ ଶିବିରରୁ ନବବର୍ଷର ଶୁଭାରମ୍ଭ କଲା ସଂକଳ୍ପ ପରିବାର

ବରଗଡ, (ନିରୋଜ କୁମାର ପାଣୀ) : ଆଜି ୨୦୨୨ ନବବର୍ଷର ପ୍ରଥମ ଦିନରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ସଂକଳ୍ପ ପରିବାର ଓ ଆଇଆଇଏଚ୍‌ଟି, ବରଗଡର ମିଳିତ ଉଦ୍ୟମରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜନ କରି ନବବର୍ଷକୁ ସ୍ୱାଗତ କରାଯାଇଥିଲା । ଏହି ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବରେ ବରଗଡ଼
Read More...

ମଦ ପିଇ ଗାଡି ଚଳାଇବା ପଡିଲା ମହଙ୍ଗା : ଡ୍ରାଇଭିଂ ଲାଇସେନ୍ସ ଜବତ ସହ ଜୋରିମାନା ଆଦାୟ କଲା ପୋଲିସ

ଦେଓଗାଁ, (ମନୀଷ କୁମାର ସାହୁ) : ଆଜି ସନ୍ଧ୍ୟାରେ ଜିଲ୍ଲା ପରିବହନ ଅଧିକାରୀ ନିଖିଳ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଦେଓଗାଁ ରାସ୍ତା ଓ ବେହେରାପାଲି ଛକଠାରେ ମଦ ପିଇ ଗାଡି ଚଳାଉଥିବା ୫ଜଣଙ୍କର ପରୀକ୍ଷାରେ ଧରାପଡିଥିବା ଜଣାପଡିଛି । ସେମାନଙ୍କଠାରୁ ଫାଇନ ସହିତ ଡ୍ରାଇଭିଂ ଲାଇସେନ୍ସ ଜବତ
Read More...

ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ମଣ୍ତି ପରିଦର୍ଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ପଦ୍ମପୁର ଅଞ୍ଚଳର ଝିଟିକି, ଛନ୍ଦେଇକେଲା, ବରତୁଣ୍ତା, ମାଣ୍ଡୋସିଲ, ପାଇକମାଲ, ମାଣ୍ତିଆଢିପା ବିଭିନ୍ନ ମଣ୍ତି ପରିଦର୍ଶନ କରିବା ପରେ ମଣ୍ତିମାନଙ୍କରୁ ତୁରନ୍ତ
Read More...

ବରଗଡ଼ ସାଂସଦଙ୍କ ଶାନ୍ତି ତପୋବନ ଆଶ୍ରମ ପରିଦର୍ଶନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ଇଂରାଜୀ ନବବର୍ଷ ଅବସରରେ ବରଗଡ଼ ସାଂସଦ ସୁରେଶ ପୂଜାରୀ ବରଗଡ଼ ସହର ନିକଟସ୍ଥ ଶାନ୍ତି ତପୋବନ ଆଶ୍ରମ ପରିଦର୍ଶନ କରିଥିଲେ । ଏହି ଅବସରରେ ସମ୍ପର୍କ ସ୍ବେଛାସେବୀ ଅନୁଷ୍ଠାନ ବରଗଡ ତରଫରୁ ଶାନ୍ତି ତପୋବନ ଆଶ୍ରମ, ଚକରକେନ୍ଦ ଛକ ସ୍ଥିତ ମାତୃଛାୟା ଓ
Read More...

ନବବର୍ଷ ଉପଲକ୍ଷେ କୁମ୍ଭାରୀ ଗାଁରେ ଆଦିବାସୀ କଲ୍ୟାଣ ସଂଘ ତରଫରୁ ବୃକ୍ଷ ରୋପଣ

ସଇଁନ୍ତଲା, (ଅଜିତ କୁମାର ସାହୁ) : ନବବର୍ଷ ଉପଲକ୍ଷେ ବଲାଙ୍ଗିର ଜିଲ୍ଲାର ସଇଁନ୍ତଲା ବ୍ଲକ କୁମ୍ଭାରୀ ଗାଁରେ ଆଦିବାସୀ କଲ୍ୟାଣ ସଂଘ ତରଫରୁ ବୃକ୍ଷ ରୋପଣ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଦିବାସୀ ସଂଘ କୁମ୍ଭାରୀର ସଭାପତି ପ୍ରଶନ୍ନ କୁମାର ମଲ୍ଲିକ, କୁମ୍ଭାରୀର ସରପଞ୍ଚ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ସଇଁନ୍ତଲା ବ୍ଲକ ବଡମାଳ ଗ୍ରା.ପ.ରୁ ଜଣେ ଚିହ୍ନଟ ହୋଇଥିବା ଜଣାପଡିଛି ।
Read More...

ଗନ୍ଧମାର୍ଦ୍ଦନ ପର୍ବତକୁ ଜାତୀୟ ସଂପତ୍ତି ଘୋଷଣା ଦାବୀ : ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗନ୍ଧମାର୍ଦ୍ଦନ ପର୍ବତକୁ ଜାତୀୟ ସଂପତ୍ତି ଘୋଷଣା ସହ ପାହାଡର ଶୀଖରରେ ଗୌତମବୁଦ୍ଧଙ୍କ ପଟ୍ଟଶିଷ୍ୟ ନାଗାର୍ଜୁନଙ୍କ ଦ୍ବାରା ସ୍ଥାପିତ ଧ୍ବଂସ ପ୍ରାପ୍ତ ବୌଦ୍ଧ ବିଶ୍ବ ବିଦ୍ୟାଳୟ ସୁରକ୍ଷା, ରକ୍ଷଣା ବେକ୍ଷଣ ସହ ଗନ୍ଧମାର୍ଦ୍ଦନ ପର୍ବତର ଉପଲବ୍ଧ ୨ ହଜାର
Read More...

ଫକୀର ଚରଣ ପାଢ଼ୀଙ୍କ ପୁସ୍ତକ ‘ମେଳର ବଳ’ ଲୋକାର୍ପଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ନୀଳଚକ୍ର ପ୍ରକାଶନ, ବୋଳକଣା, ଡେଲାଙ୍ଗ, ପୁରୀ ପକ୍ଷରୁ ଓଡିଶାର ଜଣାଶୁଣା ସାରସ୍ୱତ ସାଧକ ଫକୀର ଚରଣ ପାଢ଼ୀଙ୍କ ପୁସ୍ତକ 'ମେଳର ବଳ' ପୁସ୍ତକକୁ ଶନିବାର ଡେଲାଙ୍ଗ ଗୋଷ୍ଟୀ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ଷଡଙ୍ଗୀଙ୍କ କରକମଳରେ ଲୋକାର୍ପିତ ହୋଇଯାଇଛି
Read More...

ବୌଦ୍ଧ ଜିଲ୍ଲାରେ ସଂରକ୍ଷଣ ତାଲିକାକୁ ନେଇ ବଢୁଛି ଅସନ୍ତୋଷ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ସରପଞ୍ଚ ପଦବୀ ଅଣସଂରକ୍ଷିତ ରଖାଯିବା ପାଇଁ ଶତାଧିକ ଲୋକ ଜିଲ୍ଲାପାଳଙ୍କ ନିକଟରେ ଦାବୀ କରିଥିବା ଜଣାପଡିଛି । ଗତ ଅକ୍ଟୋବର ମାସରେ ଜିଲ୍ଲାପାଳଙ୍କ ଦ୍ବାରା ପ୍ରକାଶିତ ଚୁଡ଼ାନ୍ତ ତାଲିକାରେ ମନମୁଣ୍ଡା ଗ୍ରାମ ସରପଞ୍ଚ ପଦବୀ ଅଣସଂରକ୍ଷିତ ଥିବା ବେଳେ
Read More...