Monthly Archives

January 2022

ନବବର୍ଷ ଅବସରରେ ବଂଜାରୀ ଅଲେଖ ମହିମା ଆଶ୍ରମରେ ଧୂନୀ ଘୃତ ଯଜ୍ଞ ଓ ଭଜନ ସମାରୋହ ଅନୁଷ୍ଠିତ

ଆସୁରିକ ଭୋଜି ଭାତରୁ ଦୂରେଇ ରହିଲେ ଆତ୍ମଶୁଦ୍ଧି ଉନ୍ନତି ପଥର ପାରିଦର୍ଶିତା ଲାଭ ହେବ : ମହିମାଧିଷ୍ଠ ବ୍ରହ୍ମଧୂତ୍ତ ବାବା କୃପାନିଧିଦାସ ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ବର୍ଥଲା ଗ୍ରା.ପ. ଅନ୍ତର୍ଗତ ବଂଜାରୀ ସ୍ଥିତ ଅଲେଖ ମହିମା ଆଶ୍ରମଠାରେ ମଠାଧିଶ କୃପାନିଧି
Read More...

ନିଆରା ଢଙ୍ଗରେ ନୂଆ ବର୍ଷ ପାଳନ କଲେ ଯୁବ ସମାଜ ସେବୀ ରୂପେନ୍ଦ୍ର ପାଣ୍ଡେ

ନିଃସହାୟଙ୍କୁ ସାହାଯ୍ୟ କରିବା ମଣିଷର ଧର୍ମ : ରୂପେନ ପାଣ୍ଡେ ପଦ୍ମପୁର, (ନିରୋଜ କୁମାର ପାଣୀ) : ଏବେ ଆସିଛି ନୂତନ ବର୍ଷ, ଗାଁଠାରୁ ସହର ଯାଏଁ ସମସ୍ତେ ନୂଆ ବର୍ଷରେ ଚଳ ଚଞ୍ଚଳ ଥିବା ବେଳେ ଗତକାଲି ପଦ୍ମପୁର ବ୍ଲକ ଅନ୍ତର୍ଗତ ବରିକେଲ ପଞ୍ଚାୟତ ଚାରପାଲି ଗ୍ରାମର ଯୁବ ସମାଜସେବୀ
Read More...

ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ବିଜୟ କୁମାର ଦାଶଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗାଇସିଲାଟ ୟୁଥ କ୍ଲବଠାରେ ବୋଡାସମ୍ବର ସାମ୍ବାଦିକ ସଂଘ ସଭାପତି ସ୍ବର୍ଗତ ବିଜୟ କୁମାର ଦାଶଙ୍କୁ ଗତକାଲି ସାମ୍ବାଦିକ ସଂଘ ତରଫରୁ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି । ସତ୍ୟ ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଶ୍ରଦ୍ଧାଞ୍ଜଳି ପ୍ରସ୍ତାବ
Read More...

ଗୁଡ଼ ସାମରିଟନ ପଲିସିରେ ୩ ଜଣଙ୍କୁ ପୁରସ୍କୃତ

ପ୍ରତ୍ୟେକଙ୍କୁ ୨୦୦୦ ଲେଖାଏଁ ଅର୍ଥରାଶି ସହ ପ୍ରମାଣ ପତ୍ର ପ୍ରଦାନ କଲେ ସୁବର୍ଣ୍ଣପୁର ଜିଲ୍ଲାପାଳ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାପାଳ ତଥା ଆଞ୍ଚଳିକ ପରିବହନ ପ୍ରାଧିକରଣ ମୁଖ୍ୟ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଗୁଡ଼ ସାମରିଟନ ପଲିସି ଅଧୀନରେ ଜିଲ୍ଲାର ୩ ଜଣ
Read More...

ରାଜ୍ୟସ୍ତରୀୟ ଅଳେଶ୍ୱର ବେଳାଭୂମି ମହୋଉତ୍ସବ

ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରୟାଗୀ ଗ୍ରାମସ୍ଥିତ ଅଳେଶ୍ୱର ବେଳାଭୂମିରେ ରାଜ୍ୟସ୍ତରୀୟ ଅଳେଶ୍ୱର ପାଲା ମୋହଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସୁନାମଧନ୍ୟ ପାଲା ଗାୟକ ଭଞ୍ଜଭୂଷଣ ଶଙ୍କର୍ଶଣ ଗୌଡଙ୍କ ସହଭାଗିତା ଓ ପ୍ରୟଗୀ ଗ୍ରାମବାସୀଙ୍କ ସହଯୋଗରେ ଅନୁଷ୍ଠିତ
Read More...

ଗଞ୍ଜାମ ଏନ୍‌ଏସିରେ ଆହାର କେନ୍ଦ୍ରର ନୂତନ ଗୃହ ଲୋକାର୍ପଣ

ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ଗଂଜାମ ଏନଏସି ଅନ୍ତର୍ଗତ ତ୍ରିବେଣୀ ମଠ ଛକଠାରେ ଆହାର କେନ୍ଦ୍ରର ନୂତନ ଗୃହକୁ ବିଧିବଦ୍ଧ ଭାବେ ଗତକାଲି ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଲୋକାର୍ପଣ କରିଛନ୍ତି । ସମ୍ମାନିତ ଅତିଥି ଭାବେ ଗଂଜାମ ଆଇଆଇସି ଶୁଭେନ୍ଦୁ କୁମାର ସାହୁ ଯୋଗଦେଇଥିଲେ ।
Read More...

ବଲାଙ୍ଗିର ସହରର ମହାଲକ୍ଷ୍ମୀ ନଗରପଡ଼ାଠାରେ ଚାଲିଥିବା ସପ୍ତାହ ପାରାୟଣର ପୂର୍ଣ୍ଣାହୁତି ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ମହାଲକ୍ଷ୍ମୀ ନଗରପଡ଼ାଠାରେ ଗତ ୨୬/୧୨/୨୦୨୧ରୁ ଚାଲିଥିବା ସପ୍ତାହ ପାରାୟଣର ଆଜି ପୂର୍ଣ୍ଣାହୁତି ଦିବସ ପାଳିତ ହୋଇଯାଇଛି । ଏଥିରେ ସୋନପୁର ଅଡ଼ାର ଗ୍ରାମର ଜଣାଶୁଣା ପୁରାଣ ଗାୟକ ତପନ କୁମାର ଦାଶ ସାତଦିନ ପୁରାଣ ପାଠ କରିଥିବା ବେଳେ ମକରଧ୍ୱଜ
Read More...

ପିସିସି ଲିଗାଲ ସେଲ୍ କମିଟିର ସଦସ୍ୟ ମନୋନୀତ ହେଲେ ଯୁବ ଆଇନଜୀବୀ ଅଫତାବ୍ ଆଲମ୍ ଖାନ୍

ବଲାଙ୍ଗିର, (କେପିଏନ୍‌ଏସ୍‌) : ପିସିସି ଲିଗାଲ ସେଲ୍ କମିଟିର ସଦସ୍ୟ ମନୋନୀତ ହେଲେ ବଲାଙ୍ଗିରର ଯୁବ ଆଇନଜୀବୀ ଅଫତାବ୍ ଆଲମ୍ ଖାନ୍ । ଏଭଳି ଏକ ମର୍ୟ୍ୟାଦାପୂର୍ଣ୍ଣ କମିଟିର ସଦସ୍ୟ ହେବାପରେ ଶ୍ରୀ ଖାନ୍‌ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ତଥା କଂଟାବାଂଜି ବିଧାୟକ ସନ୍ତୋଷ ସିଂ
Read More...

ନବବର୍ଷରେ ପିକ୍‌ନିକ୍‌ ଯିବା ହେଲା କାଳ : ପଣ୍ଡରାପିଟାରେ ସଡକ ଦୁର୍ଘଟଣାରେ ଡ୍ରାଇଭର ସହ ପାଖାପାଖି ୩୦ ଜଣ ଗୁରତର ଆହତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ବରକାନି ଗ୍ରାମପଂଚାୟତର ପଣ୍ଡରାପିଟା ଗ୍ରାମ ଠାରେ ନବବର୍ଷରେ ଏକ ଟାଟାଏସି ଗାଡି (ଓଡି୦୩ଟି୦୬୯୩) ଯୋଗେ ପିକ୍‌ନିକ୍‌ କରି ଫେରୁଥିବା ସମୟରେ ଭାରସାମ୍ୟ ହରାଇ ଗାଡି ଓଲଟି ଯିବାରୁ ଡ୍ରାଇଭର ସହ ପାଖାପାଖି ୩୦ ଜଣ ଗୁରତର ଆହତ
Read More...

ସମଲେଶ୍ୱରୀ ମନ୍ଦିରରେ ଭକ୍ତ ପ୍ରଶାସନ ମୁହାମୁହିଁ : ସବୁଜ ରଙ୍ଗକୁ ନେଇ ବିବାଦ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତକାଲି ବଲାଙ୍ଗିର ସମଲେଶ୍ୱରୀ ମନ୍ଦିରରେ ଭକ୍ତ ଓ ଅଧିକାରୀମାନେ ମହାମୁହିଁ ହୋଇଥିଲେ । ସୂଚନା ଅନୁସାରେ କିଛି ଦିନ ତଳେ ମନ୍ଦିରର କିଛି ଅଂଶ ଭାଙ୍ଗି ଯାଇଥିବାରୁ ବଲାଙ୍ଗିରର ଭକ୍ତମାନଙ୍କ ମନରେ ଘୋର ଅସନ୍ତୋଷ ପ୍ରକାଶ ପାଇଥିଲା । ପ୍ରଶାସନ ମନ୍ଦିର ମରାମତି
Read More...