Monthly Archives

January 2022

ଓଡ଼ିଶା ଜୀବିକା ମିଶନ ଦ୍ଵାରା ଗାଈ କ୍ଲଷ୍ଟର ସ୍ଥାପନ ପାଇଁ ଯୋଜନା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଡୁମେରପିଟା ପଂଚାୟତ ନିକଟରେ ପଞ୍ଚାୟତ ସ୍ତରୀୟ ଗାଈ କ୍ଳଷ୍ଟର ସ୍ଥାପନ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ସ୍ଵୟଂ ସହାୟକ ଗୋଷ୍ଟୀର ମହିଳାମାନଙ୍କ ଆର୍ଥିକ ବିକାଶ ପାଇଁ ଗାଈ ଚାଷ ଉପଯୋଗୀ ହୋଇପାରିବ ବୋଲି ମତ ଆସିଥିଲା । ଓଡ଼ିଶା ଜୀବିକା ମିଶନ
Read More...

ନଆଗାଁ ରେ ଗୋଣ୍ଡୱାନା ଗୋଣ୍ଡ ମହାସଭା ବୈଠକ

ଲୋଇସିଂହା (କେପିଏନ୍‌ଏସ୍‌) : ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭା ଆଗଲପୁର ମଣ୍ଡଳ ନଅଗାଁ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମାଜର ସାମାଜିକ ସ୍ରୋତରୁ ଓହରି ଯାଇଥିବା ୫୫ଟି ପରିବାରକୁ ଗୋଣ୍ଡୱାନା ଗୋଣ୍ଡ ମହାସଭାରେ ସାମିଲ କରାଯାଇଥିଲା । ନଅଗାଁ ସର୍କଲ ସଭାପତି ନୀଳକଣ୍ଠ
Read More...

ତୁରେକେଲା ବ୍ଲକ ଘେରାଓ ପାଇଁ ଆଦିବାସୀ ସଂଘର ପ୍ରସ୍ତୁତି ବୈଠକ : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ତୁରେକେଲା ବ୍ଲକ…

କଂଟାବାଂଜି, (ମନିଶ କୁମାର ହଂସ) : ଆସନ୍ତା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ-୨୦୨୨ରେ ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ୧୯ ଗୋଟି ପଂଚାୟତରେ ଆଦିବାସୀ ମାନଙ୍କ ପାଇଁ ସଂରକ୍ଷଣରେ ଉପେକ୍ଷା କରାଯିବା ସହ କେତେକ ପଂଚାୟତରେ ସଂପୂର୍ଣ୍ଣ ବାଦ ଦିଆଯାଇଥିବାରୁ ତୁରେକେଲା ବ୍ଲକ ଆଦିବାସୀ ସଂଘ
Read More...

ଅଲାତରା ଓ ମଦନପୁର ଠାରେ ସୁନାମୁଖୀ ଯାତ୍ରା ପାଳିତ : ରକ୍ତ ରଞ୍ଜିତ ହେଲା ଦୁଇ ପୀଠ

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜ଼ିଲ୍ଳା ମ. ରାମପୁର ବ୍ଲକ୍ ଅନ୍ତର୍ଗତ ମଦନପୁର ଓ ଅଲାତରାରେ ଆଜି ସୁନାମୁଖୀ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ପ୍ରତ୍ୟେକ ବର୍ଷ ବଲାଂଗିର ଶୁଲିଆ ଯାତ୍ରାର ଆର ଦିନ ସୁନାମୁଖୀ ଯାତ୍ରା ହେଉଥିବା ବେଳେ ଏ ବର୍ଷ ଆଠ ଦିନ ପୂର୍ବରୁ ଆଜି ଅନୁଷ୍ଠିତ
Read More...

ଲୋଇସିଂହା ଆଦିବାସୀ ଭବନଠାରେ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ଲୋଇସିଂହା (କେପିଏନ୍‌ଏସ୍‌) : ତ୍ରିଲୋଚନ ନେତ୍ରାଳୟ, ସମ୍ବଲପୁର ଆନୁକୂଲ୍ୟରେ ଲୋଇସିଂହା ଆଦିବାସୀ ଭବନଠାରେ ଏକ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୫୬ ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା । ତନ୍ମଧ୍ୟରୁ ୬୦ ଜଣକୁ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ପାଇଁ ଚୟନ କରାଯାଇ
Read More...

ରାଜ୍ୟରେ ବଢ଼ୁଛି ସଂକ୍ରମଣ : ଆସିଲା ନୂଆ କୋଭିଡ ଗାଇଡ଼ ଲାଇନ, ରାଜ୍ୟରେ କ୍ଲାସ୍‌ରୁମ୍‌ ପାଠପଢ଼ା ବନ୍ଦ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏସ୍‌ଆର୍‌ସି ପକ୍ଷରୁ ନୂଆ ଗାଇଡ୍‌ ଲାଇନ୍‌ ଜାରି କରାଯାଇଛି । ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା ଏ ନେଇ ସୂଚନା ଦେଇଛନ୍ତି । ଆସନ୍ତା ଜାନୁଆରୀ ୯ ତାରିଖରୁ ରାଜ୍ୟରେ ନାଇଟ୍‌ କର୍ଫ୍ୟୁୁ ଲାଗୁ
Read More...

୨୦୦୯-୧୦ ମାଟ୍ରିକ ବ୍ୟାଚ ବନ୍ଧୁ ମିଳନ

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ଝରନିପାଲି ସ୍ଥିତ ଇନ୍ଦିରାଗାନ୍ଧୀ ହାଇସ୍କୁଲ ଠାରେ ୨୦୦୯-୧୦ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୬୦ ଜଣ ପୁରାତନ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ପ୍ରଧାନ ଶିକ୍ଷକ ଅଶୋକ ପଧାନଙ୍କ ସଭାପତିତ୍ୱରେ
Read More...

ପ୍ରଭାସିନୀ ଖଟୁଆ ହେଲେ କଣ୍ଟାମାଳ କଲେଜର ନୂତନ ଅଧ୍ୟକ୍ଷା

କଣ୍ଟାମାଳ, (ବଂଶୀଧର ମାଝୀ) : ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ପତ୍ର ସଂଖ୍ୟା ୫୩୮୦୭ ତାରିଖ ୩୧.୧୨.୨୦୨୧ରେ କଣ୍ଟାମାଳ ପଞ୍ଚାୟତ କଲେଜର ନୂତନ ଅଧ୍ୟକ୍ଷା ଭାବେ କଲେଜର ବରିଷ୍ଠ ଅଧ୍ୟାପିକା ପ୍ରଭାସିନୀ ଖଟୁଆ ନିଯୁକ୍ତି ପାଇଛନ୍ତି । ଗତ ୩୧ତାରିଖରେ ପଞ୍ଚାୟତ କଲେଜ କଣ୍ଟାମାଳର
Read More...

ନବମ ଗୋଳଡେନ ଷ୍ଟାର କ୍ରିକେଟ କପ୍‌ ଉଦ୍‌ଘାଟିତ : ସେମିରେ ଦଳଦଳି ଦଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଖଇରପାଲି ଠାରେ ଜିଲ୍ଲା ସ୍ତରୀୟ ନବମ ଗୋଳଡେନ ଷ୍ଟାର କ୍ରିକେଟ କପ୍‌ ଉଦ୍‌ଘାଟିତ ହୋଇଯାଇଛି । ଖଇରପାଲି ଜଗନ୍ନାଥ କମିଟିର ସଭାପତି ଅଶ୍ୱିନୀ ବରିହା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟକୁ ଶୁଭ ଉଦ୍‌ଘାଟିତ କରିଥିବା ବେଳେ ପ୍ରଥମ
Read More...

ସୁବର୍ଣ୍ଣପୁର ଜିଲ୍ଲାର ଚୂଡାନ୍ତ ଭୋଟର ତାଲିକା ୨୦୨୨ରେ ୪,୭୦,୬୪୬ ଭୋଟର ସ୍ଥାନିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲାର ୬୪-ବୀରମହାରାଜପୁର ଏବଂ ୬୫-ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଚୂଡାନ୍ତ ଭୋଟର ତାଲିକା ପ୍ରକାଶିତ ହୋଇଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ଜିଲ୍ଲାର ବିଭିନ୍ନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧି ମାନଙ୍କୁ
Read More...