Monthly Archives

January 2022

ରେଙ୍ଗାଲି ଉଚ୍ଚ ବିଦ୍ୟାଳୟର କମ୍ପ୍ୟୁଟର ଲେବ୍‌ ଉଦ୍‌ଘାଟନ କଲେ ନରସିଂହ : ନିଜ ପୁରୁଣା ନିର୍ବାଚନ ମଣ୍ଡଳୀରେ ନରସିଂହଙ୍କ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ନିଜ ପୁରାତନ ନିର୍ବାଚନ ମଣ୍ଡଳୀ ଲୋଇସିଂହାର ରେଙ୍ଗାଲି ଠାରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ କମ୍ପ୍ୟୁଟର ଲେବ୍‌କୁ ଉଦ୍‌ଘାଟନ କରିଛନ୍ତି । ରେଙ୍ଗାଲି ବିଦ୍ୟାଳୟ ଯାହାକି ୩୦ରୁ ୩୫ ବର୍ଷ ତଳେ ସେଠାକାର କିଛି ବୁଦ୍ଧିଜୀବୀ
Read More...

ସଂରକ୍ଷଣ ଦାବୀରେ ଆଦିବାସୀ ମହାସଂଘର ବନ୍ଦ ଡ଼ାକରା, ମ.ରାମପୁରରେ ସଫଳ

ମ.ରାମପୁର (ହେମନ୍ତ ସାହୁ) : ଆଦିବାସୀ ମହାସଂଘର ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଆସନ ସଂରକ୍ଷଣ ଦାବିରେ ଦିଆଯାଇଥିବା ବନ୍ଦ ଡ଼ାକରାର ପ୍ରଭାବ ମ.ରାମପୁରରେ ସଫଳ ଦେଖାଯାଇଛି । ସଂଘ ତରଫରୁ ମ.ରାମପୁର ଚାରିଛକଠାରେ ୫୯ନମ୍ବର ଜାତୀୟ ରାଜପଥ, ମ.ରାମପୁର-ରିଷିଡ଼ା ପୂର୍ତ୍ତବିଭାଗ ରାସ୍ତା ଏବଂ
Read More...

ବଲାଙ୍ଗିର ଜିଲ୍ଲାରେ ଉପର ମୁହାଁ କରୋନା ସଂକ୍ରମଣ : ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନମ୍ବର ୧୭, ୧୮,୨୦, ୪, ୭ରୁ ଜଣେ ଲେଖାଏଁ, ୱାର୍ଡ ନମ୍ବର ୧୯ରୁ ୨ ଜଣ, ୱାର୍ଡ ନମ୍ବର ୬ରୁ ୪ଜଣ,
Read More...

ବିଧାୟକ ନରସିଂହ ମିଶ୍ରଙ୍କ ଦ୍ୱାରା କମ୍ପ୍ୟୁଟର ଲ୍ୟାବ ଉଦ୍‌ଘାଟିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଆଜି ଲୋଇସିଂହା ବ୍ଳକ ରେଙ୍ଗାଲି ଉଚ୍ଚ ବିଦ୍ୟାଳୟଠାରେ ମୁଖ୍ୟ ଅତିଥି ବିଧାୟକ ନରସିଂହ ମିଶ୍ରଙ୍କ ଦ୍ୱାରା କମ୍ପ୍ୟୁଟର ଲ୍ୟାବ ଉଦ୍‌ଘାଟିତ ହୋଇଯାଇଛି । ରାଜନୀତିଠାରୁ ଉର୍ଦ୍ଧ୍ବରେ ରହି ଶିକ୍ଷାର ବିକାଶ ଓ ଅଂଚଳର ବିକାଶକୁ ଆଗେଇ ନେବା ପାଇଁ ଆହ୍ବାନ ଦେବା ସହ
Read More...

ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣକୁ ନେଇ ତାତିଲେ ଆଦିବାସୀ : ତାଲିକାର ପୁର୍ନବିଚାର ଦାବୀରେ ଅସ୍ତ୍ରଶସ୍ତ୍ର ଧରି…

ସଇଁନ୍ତଲା, (ଅଜିତ କୁମାର ସାହୁ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣକୁ ନେଇ ତାତିଛନ୍ତି ଆଦିବାସୀ । ତେବେ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ସ୍ଥାନୀୟ ଡାକବଙ୍ଗଳାଠାରୁ ପାରମ୍ପାରିକ ଅସ୍ତ୍ରଶସ୍ତ୍ରରେ ଆଦିବାସୀମାନେ ବାହାରି ବ୍ଳକ କାର୍ଯ୍ୟାଳୟକୁ ପହଁଚି ଥିଲେ । ସ୍ଥାନୀୟ
Read More...

ଅସ୍ଥାୟୀ ବନ କର୍ମଚାରୀଙ୍କ ସ୍ଥାୟୀ ନିଯୁକ୍ତି ଦାବୀ : ବଲାଙ୍ଗିରରେ ବନ କର୍ମଚାରୀଙ୍କ ସଭା

ବଲାଙ୍ଗିର, (କେପିଏମ୍‌ଏସ୍‌) : କେନ୍ଦୁପତ୍ର, ଜଙ୍ଗଲ ବିଭାଗ ଓ ବନ୍ୟଜନ୍ତୁ ସଂରକ୍ଷଣ ବିଭାଗରେ ଦୀର୍ଘବର୍ଷ ଧରି କାର୍ଯ୍ୟରତ ୱାଚରମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ପାଇଁ ଆଜି ବଲାଙ୍ଗିର କେନ୍ଦୁପତ୍ର ଡାକ ବଙ୍ଗଳାଠାରେ କମ୍ବୁପାଣି ସାହୁଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ
Read More...

କଥାନି : ଆଁଖଲ୍‌ର ଅପମୁର୍‌ତୁ

ଡ. ଗୋବର୍ଦ୍ଧନ ସାହୁ କହୁନ୍‌ ସାର୍‌, ଶୁନି ପାରୁଛେଁ ।ହଁ, ହଁ ସୁଦାମ ବାବୁ, ମୋର କଥାକେ ଧିଆନ ଦେଇକରି ଶୁନୁନ । ଏକାଉଂଟେନ୍‌ଟ ବାବୁକେ ବୁଝେଇ ଦଉନ । କଲା ଟଁକା କେଂତାକରି ଧଲା ହେବା, ସେ ତା’ର ଆଏ ଉପେ କର୍‌ବେ । ହଁ ଆରୁ ଗୁଟେ କଥା । ମିଟିଂଗ୍‌ର ସବୁ ଫାଇଲ୍‌ ପତର୍‌ ରେଡ଼ି କରିଥିବେ
Read More...

ଆମେରିକାରେ ହଇଚଇ ସୃଷ୍ଟି କରୁଛି କରୋନାର ନୂତନ ଭାରିଆଣ୍ଟ ଓମିକ୍ରନ୍, ସଂକ୍ରମିତଙ୍କ ମଧ୍ୟରୁ ୯୫ ପ୍ରତିଶତ ଓମିକ୍ରନ୍…

ୱାଶିଂଟନ୍‌ : ସମଗ୍ର ବିଶ୍ୱରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । କରୋନାର ନୂତନ ଭାରିଆଣ୍ଟ ଓମିକ୍ରନ୍‌ର ମାମଲା ହୁ ହୁ ହୋଇ ବଢ଼ିବାରେ ଲାଗିଛି । କରୋନାର ଏହି ନୂତନ ଭାରିଆଣ୍ଟ ଓମିକ୍ରନ୍ ଆମେରିକାରେ ହଇଚଇ ସୃଷ୍ଟି କରିଛି । ସବୁଠାରୁ ବଡ଼ କଥା ହେଲା, ଆମେରିକାରେ ଦେଖାଦେଇଥିବା
Read More...

ସ୍ଵର୍ଗତ ରାୟଧର ଲୁହାରଙ୍କ ୧୭ତମ ସ୍ମୃତି ସଭା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମିଠାପାଲି ସ୍ଥିତ ବିକ୍ରମନଗର ଠାରେ ଦେବାର ଛତରଙ୍କ ଅଧ୍ୟକ୍ଷତାରେ ସ୍ଵର୍ଗତ ରାୟଧର ଲୁହାରଙ୍କ ସ୍ମୃତି ସଭା ଓ ପାଇକମାଲ ବ୍ଲକ ସ୍ତରୀୟ ଲକ୍ଷେ ଘର ଗଣ୍ଡା ସାମାଜର ନୂତନ କମିଟି ଗଠନ କରାଯାଇଥିଲା । ପ୍ରଥମେ ସ୍ଵର୍ଗତ ରାୟଧର
Read More...

ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଲେଖିଲେ ଚିଠି : ଝିଅଙ୍କର ବିବାହ ବୟସ ନ ବଢାଇ ପୁଅଙ୍କର ବୟସ କମାଇବାକୁ ଦାବୀ

ଭୁବନେଶ୍ୱର : ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଲେଖିଲେ ଚିଠି । ଝିଅଙ୍କର ବିବାହ ବୟସ ନ ବଢାଇ ପୁଅଙ୍କର ବୟସ କମାଇବାକୁ ଦାବୀ କଲେ । ଝିଅଙ୍କର ସର୍ବନିମ୍ନ ବିବାହ ବୟସ ୨୧କୁ ବୃଦ୍ଧି କରିବା ଲାଗି କେନ୍ଦ୍ର ସରକାରଙ୍କ ପ୍ରସ୍ତାବର ପୁନଃବିଚାର ପାଇଁ ଅନୁରୋଧ କରିଛନ୍ତି ଆୟୋଗ । ଉଭୟ ଝିଅ ଓ
Read More...