Monthly Archives

January 2022

ଜିଲ୍ଲା ଯୁବ ମହୋତ୍ସବ ଉଦ୍‌ଘାଟିତ

ବରଗଡ଼, (ନିରୋଜ କୁମାର ପାଣୀ) : ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲଠାରେ ଆଜି ନେହେରୁ ଯୁବ କେନ୍ଦ୍ର, ବରଗଡ଼ ଦ୍ୱାରା ଜିଲ୍ଲା ଯୁବ ମହୋତ୍ସବ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଦୀପ ପ୍ରଜ୍ବଳନ ପୂର୍ବକ ଆନୁଷ୍ଠାନିକ ଭାବେ ବରଗଡ଼ ସାଂସଦ ସୁରେଶ ପୂଜାରୀ ଉଦ୍‌ଘାଟନ କରିଥିଲେ ।
Read More...

ଭଜକୃଷ୍ଣ ସାରସ୍ୱତ ସ୍ମୃତି ସଂସଦ ଓ ସରଳାଦେବୀ ସ୍ମୃତି ସଂସଦର ଆଲୋଚନାଚକ୍ର ଓ ସମ୍ବର୍ଦ୍ଧନା ସଭା

ନାରୀ ଜାଗରଣ, ସ୍ୱାଧୀନତା ସଂଗ୍ରାମର ଜଣେ ଏକନିଷ୍ଠ ଅହିଂସା ବିପ୍ଳବିନୀ ସରଳାଦେବୀ ଜଣେ ବନ୍ଦନୀୟ ବ୍ୟକ୍ତିତ୍ୱ : ଶରତ ମହାନ୍ତି ରାଉରକେଲା, (ସସ୍ମିତା ପ୍ରଓାନ) : ସରଳାଦେବୀ ନାରୀ ଜାଗରଣ କ୍ଷେତ୍ରରେ ଏକ ବିସ୍ମୟା ନାରୀ ଜାଗରଣ, ସ୍ବାଧୀନତା ସଂଗ୍ରାମର ଜଣେ ଏକନିଷ୍ଠ ଅହିଂସା ବିପ୍ଳବିନୀ
Read More...

ମନୋରଞ୍ଜନ ସାହୁଙ୍କ ବର୍ଣ୍ଣ ବିଚାର ପୁସ୍ତକ ଉନ୍ମୋଚିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ଥାନୀୟ ପଞ୍ଚାୟତ ମହାବିଦ୍ୟାଳୟ ଓଡ଼ିଆ ବିଭାଗ ଆନୁକୂଲ୍ୟରେ ତଥା ବିଭାଗର ଛାତ୍ର ଛାତ୍ରୀ ଓ ଅଧ୍ୟାପକ/ଅଧ୍ୟାପିକାଙ୍କ ଉପସ୍ଥିତରେ ବିଶିଷ୍ଟ ସାହିତ୍ୟିକ ମନୋରଞ୍ଜନ ସାହୁଙ୍କ ଦ୍ଵାରା ରଚିତ ବର୍ଣ୍ଣ ବିଚାର ପୁସ୍ତକର ଦ୍ଵିତୀୟ ସପ୍ସସ୍କରଣ ଲୋକାର୍ପିତ
Read More...

ଘଣ୍ଟାପଡାଠାରେ ଆଞ୍ଚଳିକ କ୍ଲବ ଗଠିତ : ଦେବରାଜ ସାହୁ ସଭାପତି, ଶ୍ରୀପତି ମଲିକ ସଂପାଦକ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଘଣ୍ଟାପଡା ବନ୍ୟା ଆଶ୍ରମ ସ୍ଥଳୀଠାରେ ଘଣ୍ଟାପଡା ଜୋନ ନଂ‐୧ ଅଞ୍ଚଳର ଜନସାଧାରଣଙ୍କୁ ନେଇ ଏକ ସାଧାରଣ ବୈଠକ ଦେବରାଜ ସାହୁଙ୍କ ଆହ୍ବାନକ୍ରମେ ଅନୁଷ୍ଠିତ ହୋଇଯାଇଛି । ମନ୍ଦରଧର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଅଞ୍ଚଳର ବିକାଶ ନିମନ୍ତେ
Read More...

ଦିବଙ୍ଗତ ଶିକ୍ଷକ ଦ୍ୱୟଙ୍କ ସ୍ମୃତିସଭା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବେରବୋଇ ଗ୍ରାମର କୃତି ଶିକ୍ଷକ ଅମିନ ଚନ୍ଦ୍ର ବିଶ୍ୱାଳ ଓ ଅଭୟମୁଖି ରାମଚନ୍ଦ୍ରପୁରର ଆଦର୍ଶ ଶିକ୍ଷକ ପୁର୍ଣ୍ଣଚନ୍ଦ୍ର ଭୋଇଙ୍କ ଶ୍ରଦ୍ଧାଞ୍ଜଳି ଓ ସ୍ମୃତିଚାରଣ ସଭା ପରିବାର ଏବଂ ଶିକ୍ଷକ ସଂଘର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରାକ୍ତନ
Read More...

ଆୟକର ବିଭାଗ ହାତରେ ଲାଗିଲା ଧନ କୁବେର୍ : ୬ ଟି ମେସିନ୍ ରାତିସାରା ନୋଟ୍ ଗଣିଲା

ଦାମୋହ : ମଧ୍ୟପ୍ରଦେଶ ଦାମୋହର ଏକ ମଦ-ହୋଟେଲ ବ୍ୟବସାୟୀ ରାୟ ବ୍ରଦର୍ସ ଉପରେ ଆୟକର ବିଭାଗକୁ ଧନ କୁବେରଙ୍କ ସଂଧାନ ମିଳିଛି । ପ୍ରାୟ ୨୦ କୋଟି ଟଙ୍କା ଆୟକର ବିଭାଗ ହାତରେ ଲାଗିଛି । ଇନକମ ଟ୍ୟାକ୍ସକୁ ସାଢେ଼ ୮ କୋଟି ନଗଦ ଟଙ୍କା, ସାଢେ଼ ୫ କୋଟି ମୂଲ୍ୟର ସୁନା-ହୀରା ଅଳଙ୍କାର, ରାୟ ବ୍ରଦର୍ସ
Read More...

କିଷାନ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ : ୩ ହଜାର କୋଟିରେ ପହଞ୍ଚିଛି ଅଖା ଦୁର୍ନୀତି

ଦୁଇ ଦିନ ମଧ୍ୟରେ ସମସ୍ତ ଧାନ କିଣନ୍ତୁ ସରକାର : କିଷାନ କଂଗ୍ରେସ ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟ କିଷାନ କଂଗ୍ରେସର ଏକ ଦଳ ଆଜି ଜିଲ୍ଲାର ବିଭିନ୍ନ ମଣ୍ଡି ପରିଦର୍ଶନ କରିବା ପରେ ସ୍ଥାନୀୟ ସାମ୍ବାଦିକ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ଧାନ କିଣାକୁ ନେଇ ତୀବ୍ର
Read More...

ଭଗବତୀ ମାନବ କଲ୍ୟାଣ ସଂଗଠନ ପକ୍ଷରୁ ଉପରଝରରେ ଦୁର୍ଗା ଚାଳିଶା ପଠନ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ଭଗବତୀ ମାନବ କଲ୍ୟାଣ ସଂଗଠନର କଳାହାଣ୍ଡି, ବଲାଙ୍ଗିର ଶାଖା ତରଫରୁ ପରମପୂଜ୍ୟ ଶକ୍ତିପୁତ୍ର ଜୀ ମହାରାଜଙ୍କ ଆଦେଶକ୍ରମେ ଦେଓଗାଁ ବ୍ଲକ ଉପରଝରରେ ୫ଘଣ୍ଟା ଦୁର୍ଗା ଚାଲିଶା ପଠନ କରାଯାଇ ନିଶା ମୁକ୍ତି ଅଭିଯାନ କରି ସମସ୍ତେ ନିଶା ମାଂସ ତ୍ୟାଗ କରି କିପରି
Read More...

ନହରା ଉପସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜାଦି କା ଅମୃତ ମହୋତ୍ସବ ପାଳିତ

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଅନ୍ତର୍ଗତ ନହରା ଗ୍ରାମପଞ୍ଚାୟତ ଅଧିନସ୍ଥ ନହରା ଉପସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାଧୀନତାର ୭୫ ବର୍ଷ ଉପଲକ୍ଷେ ଅମୃତ ମହୋତ୍ସବ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବକୁ ନହରା ସରପଞ୍ଚ ଗୋପାଲ ଚନ୍ଦ୍ରମୁଖୀ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଦହମୁଣ୍ଡା
Read More...

ପଞ୍ଚାୟତ ନିର୍ବାଚନ ପାଇଁ ଚୁଡାନ୍ତ ସଂରକ୍ଷିତ ତାଲିକା ପ୍ରକାଶ ପାଇଲା : ଅଣସଂରକ୍ଷିତ ହେଲା ଦେଓଗାଁ ବ୍ଲକ୍ ଅଧ୍ୟକ୍ଷ ପଦ

ଦେଓଗାଁ, (ମନୀଷ କୁମାର ସାହୁ) : ପଞ୍ଚାୟତ ନିର୍ବାଚନ ପାଇଁ ସରପଞ୍ଚ ଓ ସମିତି ସଭ୍ୟ ଆସନ ପାଇଁ ସଂରକ୍ଷଣ ତାଲିକା ଚୂଡ଼ାନ୍ତ ଘୋଷଣା କରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ଦେଓଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ଏଥର ଅଣସଂରକ୍ଷିତ ରହିଛି । ଫଳରେ କିଏ ବ୍ଲକ୍
Read More...