Monthly Archives

January 2022

କାଳ ହେଲା ଅଜଣା ମୋବାଇଲ ଆପ୍‌ ଡାଉନ୍‌ଲୋଡ଼୍ : ୪ ଲକ୍ଷ ୪୨ ହଜାର ଲୁଟି ନେଲେ ଠକ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କାଳ ହେଲା ଅଜଣା ମୋବାଇଲ ଆପ୍‌ ଡାଉନ୍‌ଲୋଡ଼୍ । ପ୍ଲେ’ ଷ୍ଟୋର୍‌ରୁ ଫ୍ୟାମିଲି ଲୋନ୍‌ ଆପ୍‌ ଡାଉନ୍‌ଲୋଡ଼୍‌ କରି ଜଣେ ଯୁକ୍ତ ଦୁଇ ଛାତ୍ର ଋଣ ଆଶାରେ ସାଇବର ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଛି । ନିଜ ଆକାଉଣ୍ଟ ସମେତ ବାପା ଓ ମାଆଙ୍କ
Read More...

ସାଇ ମନ୍ଦିର ତରଫରୁ ଶୀତ ବସ୍ତ୍ର ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସାଇ ମନ୍ଦିର ଛିନ୍ଦେଇକେଲା ତରଫରୁ ଶୀତ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅସହାୟ ବୃଦ୍ଧ ବୃଦ୍ଧାମାନଙ୍କୁ ସାଇ ପ୍ରେମୀ ଭାଇ ଭଉଣୀମାନେ ଘର ଘର ବୁଲି କମ୍ବଳ ବଣ୍ଟନ କରିଥିଲେ । ଜାମସେଠର ଅମୁଲ୍ୟ ପଟ୍ଟନାୟକ, ପ୍ରଦୀପ୍ତ ସାହୁ,
Read More...

କାର୍ତ୍ତିକ ବ୍ରତୀମାନଙ୍କ ବନ୍ଧୁ ମିଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ଗାଁର କର୍ନିମାଲଠାରେ କାର୍ତ୍ତିକ ବ୍ରତୀ ଭକ୍ତିମାନଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରେଣୁକା ଦେବତାଙ୍କ ଆନୁକୂଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୁରାଣ ପାଠ ସହ ସଂକିର୍ତନ
Read More...

ଗତ ୨୪ ଘଂଟାରେ ୪୭୧୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୪୭୧୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୪୧୬ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୬୧୧୭ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୭୫୫ ଜଣ
Read More...

ଖଗସାକାନାର ୧୪ତମ ଗ୍ରାମାଞ୍ଚଳ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ସିନ୍ଦୁରବାହାଲ ବିଜୟୀ

ତରଭା, (ପୁସ୍ତମ ଯୁଆଡି) : ଖଗସାକନାର ୧୪ ତମ ଗ୍ରାମାଞ୍ଚଳ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ୍‌ରେ ଖାରିକୁ ହରାଇ ସିନ୍ଦୂରବାହାଲ ଦଳ ବିଜୟୀ ହୋଇଛି । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି କିଶୋର ପଣ୍ଡା, ସମ୍ମାନିତ ଅତିଥି ବିକ୍ରମ କୁମ୍ଭାର, ଭିକାରୀ ଚରଣ
Read More...

ରୁଗ୍‌ଣ ଓଟକୁ ଛାଡି ମାଲିକ ଫେରାର : ଭୋକରେ ଦିନ କାଟୁଛି ଓଟ, ଉଦ୍ଧାର ପାଇଁ ବନ ବିଭାଗ ଚୁପ୍‌ ଥିବା ଅଭିଯୋଗ

ସଇଁନ୍ତଲା, (ଅଜିତ କୁମାର ସାହୁ) : ହଜାର ହଜାର କିଲୋମିଟର ଚାଲି ଚାଲି ଗାଁ ଗାଁରେ, ବିଭିନ୍ନ ଯାତ୍ରା ସମୟରେ ଲୋକଙ୍କ ମନୋରଞ୍ଜନ କରିଥାଏ ଓଟ । କିନ୍ତୁ ଓଟର ବୟସ ଅଧିକ ହୋଇଯାଇଥିବାରୁ ମାଲିକ ଓଟଟିକୁ ଛାଡି ଫେରାର ହୋଇଯାଇଛି । ମୁଣ୍ଡ ଓ ପିଠିରେ ଘା' ମଧ୍ୟ ହୋଇଯାଇଛି । ଓଟର ମାଲିକ ବୋଧେ
Read More...

୧୫ ବର୍ଷରୁ ୧୯ ବର୍ଷ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ବନ୍ଧୁତ୍ତ୍ୱପୂର୍ଣ୍ଣ ହକିମ୍ୟାଚ୍‌

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁରରେ ୧୫ ବର୍ଷରୁ ୧୯ ବର୍ଷ ମଧ୍ୟରେ ବାଳକ ବାଳିକାଙ୍କ ମଧ୍ୟରେ ବନ୍ଧୁତ୍ତ୍ୱପୂର୍ଣ୍ଣ ହକିମ୍ୟାଚ୍‌ ସଂଗଠିତ ହୋଇଯାେଇଛି । ବିଦ୍ୟାର୍ଥୀମାନଙ୍କୁ କ୍ରୀଡାରେ ଉତ୍କର୍ଷତା ଆଣି ହକି ଖେଳର ମାଧୁର୍ଯ୍ୟକୁ ବିକଶିତ ଓ
Read More...

ତୁରେକେଲା ବ୍ଲକ ଘେରାଓ କଲେ ଆଦିବାସୀ ସଂଘ

ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନୀରେ ଆଦିବାସୀଙ୍କୁ ସରପଂଚ, ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ପଦବୀରେ ସଂରକ୍ଷଣ ନ ଦେବା ପ୍ରତିବାଦରେ ବିକ୍ଷୋଭ କଂଟାବାଂଜି, (ମନିଷ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କାର୍ଯ୍ୟାଳୟକୁ ଶନିବାର ଦିନ ତୁରେକେଲା ବ୍ଲକ ଆଦିବାସୀ ସଂଘ ତରଫରୁ
Read More...

ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରୁ ଥାନା ପରିସରରେ ଅଭ୍ୟର୍ଥନା ଗୃହ ବିଧାୟକଙ୍କ ଦ୍ୱାରା ଉଦ୍‌ଘାଟିତ

କଂଟାବାଂଜ, (ମନିଷ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଥାନା ପରିସରରେ ଆଜି କଂଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ କର କମଳରେ ଅଭ୍ୟର୍ଥନା ଗୃହ ଉଦଘାଟିତ ହୋଇଯାଇଛି । ପଶ୍ଚିମ ଓଡିଶା ବିକାଶ ପରିଷଦ ଅନୁଦାନରୁ ମିଳିଥିବା ପାଂଚ ଲକ୍ଷ ଟଙ୍କା ବ୍ୟୟରେ ଏହା ନିର୍ମାଣ ହୋଇଛି ।
Read More...

ଅଙ୍ଗନୱାଡି କର୍ମଚାରୀଙ୍କ ପାଇଁ ଖୁସି ଖବର : ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଲାଭବାନ ହେବେ ୧. ୩୦ ଲକ୍ଷ କର୍ମୀ ଓ…

ଭୁବନେଶ୍ୱର : ଅଙ୍ଗନୱାଡି କର୍ମଚାରୀଙ୍କ ପାଇଁ ଖୁସି ଖବର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଅଙ୍ଗନୱାଡି କର୍ମଚାରୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି । ଅଙ୍ଗନୱାଡି କର୍ମୀମାନେ ସେବା ନିବୃତ ହେବା ସମୟରେ ୨୦ ହଜାର ଟଙ୍କା ବଦଳରେ ଏବେ ଏକକାଳୀନ ୪୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି
Read More...