Monthly Archives

January 2022

ଆସନ୍ତା ୧୧ରେ ଖପ୍ରାଖୋଲ ବ୍ଳକ ଘେରିବ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ହେଡ଼କ୍ୱାଟର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆଜି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଖପ୍ରାଖୋଲ ବ୍ଲକ ସଭାପତି ବିପ୍ର ବିଶିଙ୍କ ସଭାପତିତ୍ୱରେ ଆଗାମୀ ଦିନରେ ଖପ୍ରାଖୋଲ ବ୍ଲକ କାର୍ଯ୍ୟାଳୟ ଘେରାଉ ସମ୍ପର୍କରେ ଏକ
Read More...

ଜିଲ୍ଲାର ପ୍ରତ୍ୟେକ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ଆମ୍ବୁଲାନ୍ସ ବ୍ୟବସ୍ଥା କଲା ଜିଲ୍ଲା ପ୍ରଶାସନ : ଗାଡ଼ି ନମ୍ବର ସହ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ ଗ୍ରାଫ୍‌ । ଏହାକୁ ଦେଖି ସମସ୍ତ ପ୍ରକାର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ବଳବତ୍ତର କରିବାରେ ଲାଗିଛି ବଲାଙ୍ଗିର ଜିଲ୍ଲା ପ୍ରଶାସନ । ଏବେ ଜିଲ୍ଲାର ପ୍ରତ୍ୟେକ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଥିବା
Read More...

ବିଧାୟକଙ୍କ ଦ୍ୱାରା ରାସ୍ତାର ଶିଳାନ୍ୟାସ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ବିଭିନ୍ନ ଆଭ୍ୟନ୍ତରୀଣ ଇଲାକାକୁ ରାସ୍ତା ସଂଯୋଗୀକରଣ ଲାଗି ଆଜି ନର୍ଲା ବିଧାୟକ ଭୁପିନ୍ଦ୍ର ସିଂହ ଶିଳାନ୍ୟାସ କରିଥିବା ଜଣାଯାଇଛି । ଚିଟ୍ରା ଠାରୁ କନ୍ଧମାଳ, ଗୋଛାଗୋଡା ରାସ୍ତାର ଚାଉଳଧୁଆ ନଦୀ ଉପରେ ପୋଲ, ପାଙ୍ଗାବାଜୁ
Read More...

ଜେବିଏନ୍‌ଏସ୍‌ଏସ୍‌ସି କପ୍ ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ବରଗାଁଠାରେ ଗତ ୩ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ଜେବିଏନ୍‌ଏସ୍‌ଏସ୍‌ସି କପ୍ ଆୟୋଜିତ ହୋଇଥିଲା । ଏଥିରେ ୩୨ଟି ଦଳ ଅଂଶ୍ରହଣ କରିଥଲେ । ବଲାଙ୍ଗିର ବ୍ଲକ ଚେୟାରମେନ ଗୁଲାପ ବାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିବା
Read More...

ବୈଦ୍ୟ ସଂଯୋଜନା କମିଟିର ବନୌଷଧୀ ଅନ୍ୱେଷଣ କାର୍ଯ୍ୟକ୍ରମ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲାର ଜିଲ୍ଲାସ୍ତରୀୟ ବୈଦ୍ୟ ସଂଯୋଜନା କମିଟି ତରଫରୁ ବଜ୍ରଗଡ଼ ଜଙ୍ଗଲରେ ବନୌଷଧୀ ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପଲମ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଆୟୁଷ ଚିକିତ୍ସାଧୀକାରୀ ଡ଼ାକ୍ତର ରାଜେଶ କୁମାର ସାହୁ
Read More...

ମଝା ଦାଁଡେ଼ ଖଦିଆ ଖୁଚି ଫେର୍‌ ଠାଡ଼୍‌ ହେଇଛେ କରୋନା : ଥାବେ ରହ ହୋ’ ଗାଁ ମାଁର୍‌ ଲୁକେ, ଆଏଜ୍‌ ଗୁଟେ ଦିନେ ୯୯…

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଝା ଦାଁଡେ଼ ଖଦିଆ ଖୁଚି ଫେର୍‌ ଠାଡ଼୍‌ ହେଇଛେ କରୋନା । ଥାବେ ରହ ହୋ’ ଗାଁ ମାଁର୍‌ ଲୁକେ । ଆଏଜ୍‌ ଗୁଟେ ଦିନେ ୯୯ ଝନ୍‌କେ ଟାମ୍‌ଡ଼ି ଦେଇଛେ । ଅମାନ୍ତି କରୋନା କେ ଛେଁକ୍‌ବାର୍‌ ଲାଗି ବଲାଙ୍ଗିର ଜିଲ୍ଲା ପ୍ରଶାସନ ବି ଅଁଟା ବର୍‌କସ୍‌ କରି ଠିଆ ହେଇଛେ ।
Read More...

ରାସ୍ତା ମରାମତ୍ତି ନମନ୍ତେ ଏସ୍‌ଏଚ୍‌ଜି ମହିଳାଙ୍କ ଦାବୀ

ତୁରେକେଲା, (କୈଳାଶ ସଗ୍ରିଆ) : ହଲନଭଟା ଗ୍ରା.ପ.ଅନ୍ତର୍ଗତ କୁଶପାଲିରୁ ଲାଠୋରକୁ ଯିବା ରାସ୍ତା ଓ କୁଶପାଲିରୁ ହଲନଭଟା ଯିବାକୁ ଏବଂ କୁଶପାଲିରୁ ବରିଆଲିକୁ ରାସ୍ତାର ଅବସ୍‌ସ୍ଥା ଅତି ଶୋଜଦୀୟ ହୋଇପଡିଛି । ସୂୁନା ଅଦୁସାରେ ପ୍ରାୟ ଆଠ ବର୍ଷ ହେବ ରାସ୍ତା ମରାମତି ହୋଇ ନାହିଁ ରାସ୍ତାର ଗେଠି
Read More...

କଣ୍ଟାବାଞ୍ଜି ମହିଳା ଡିଗ୍ରୀ କଲେଜରେ ଆଲୋଚନାଚକ୍ର ଅନୁଷ୍ଠିତ

କଣ୍ଟାବାଞ୍ଜି, (ମନୀଷ କୁମାର ହଂସ) : କଣ୍ଟାବାଞ୍ଜି ମହିଳା ଡିଗ୍ରୀ କଲେଜ ପରିସରରେ ‘ଅର୍ଥନୈତିକ ଭବିଷ୍ୟତ ଓ କୋଭିଡ-୧୯’ ଶୀର୍ଷକ ଉପରେ ଏକ ଜାତୀୟ ଆଭାସୀ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଗୌତମ ମହାନ୍ତିଙ୍କ ଅଧ୍ୟକ୍ଷତା ଓ ଅଧ୍ୟାପକ ପ୍ରିୟବତ ଦେହୁରୀଙ୍କ ସଂଯୋଜନାରେ ଅନୁଷ୍ଠିତ
Read More...

ସ୍ୱାଧୀନତା ପରବତ୍ତୀ ଓଡ଼ିଆ କବିତାର ଧରା ଓ ଧାରା ଶୀର୍ଷକରେ ସମ୍ପାନ ଆୟୋଜିତ

କଣ୍ଟାବାଞ୍ଜି, (ମନୀଷ କୁମାର ହଂସ) : ସ୍ୱାଧୀନତା ପରବତ୍ତୀ ଓଡ଼ିଆ କବିତାର ଧରା ଓ ଧାରା ଶୀର୍ଷକରେ କଣ୍ଟାବାଞ୍ଜି ଡିଗ୍ରୀ କଲେଜର ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ଏକ ସମ୍ପାନ ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କଲେଜ ଅଧକ୍ଷ ସତ୍ୟବ୍ରତ ମିଶ୍ର ଯୋଗ
Read More...

ତୃତୀୟ ଲହର ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ରାଜ୍ୟ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସାଧାରଣ ଜନତାଙ୍କ ସ୍ୱାର୍ଥରେ ଏବଂ କୋଭିଡ-୧୯କୁ ନିୟନ୍ତ୍ରଣ କରିବା ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛି । କୋଭିତ-୧୯ ପଜିଟିଭ୍‌ କେଶର ପୁନରୁଥାନ ଏବଂ ଦେଶ ଓ ରାଜ୍ୟ ତଥା ଜିଲ୍ଲା ଗୁଡ଼ିକର ବିଭିନ୍ନ
Read More...