Monthly Archives

January 2022

କବିତା : ମଲା ଦେହ

● ପ୍ରଦୀପ କୁମାର ପଣ୍ଡା ତୁମର ବସ୍ତ୍ର ଖୋଲିଦେଲା ପରେମୁଁ ଦେଖେ ତୁମର ଅନଗ୍ନ ଆତ୍ମା,ମୁଁ କିଂତୁ ଖୋଜୁଥାଏ ତୁମର ଦେହଆଖି ବଂଦକରି ସେ ଯେତେବେଳେ ଗିଳୁଥିବଲୁହକୁ ଡୋଳା ଦେଇ,ବାରି ହେଉଥାଏ ତୁମ ଲୁହର ବାସ୍ନାମୋର ଆତ୍ମାରେ । ମୋର ରୁକ୍ଷ ହାତର ଆଂଗୁଠିମାନଯାହା ସାଉଁଳୁଥାଏ ଖାରୁଆ
Read More...

ନିଆରା ସମ୍ମାନ : କୋଶଲ ସଂଗ୍ରାମୀଙ୍କ ଶୁଦ୍ଧିକ୍ରିୟାରେ ରକ୍ତଦାନ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଣେ କୋଶଲ ସଂଗ୍ରାମୀଙ୍କୁ ତାଙ୍କ ଶୁଦ୍ଧିକ୍ରିୟାରେ ନିଆରା ସମ୍ମାନ ପ୍ରଦାନ କରାଯାଇଛି । କୋଶଲ ସଂଗ୍ରାମୀ ସନୋଜ କୁମାର ସାହୁଙ୍କ ଆଜି ଲୋଇସିଂହା ବ୍ଲକର ଘୁଂଗି ଗାଁରେ ଶୁଦ୍ଧିକ୍ରିୟା ଚାଲିଥିବା ବେଳେ କୋଶଲ ସେନା ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନମ୍ବର ୧, ୫, ୮, ୯, ୧୩, ୧୭, ୧୮ରୁ ଜଣେ ଲେଖାଏଁ, ୱାର୍ଡ ନମ୍ବର ୨, ୧୧, ୨୦ରୁ ୩ ଜଣ ଲେଖାଏଁ,
Read More...

୫ ରାଜ୍ୟର ବିଧାନସଭା ନିର୍ବାଚନ ପ୍ରଚାର ଉପରେ ବି କଟକଣା : ରାଲି, ରୋଡ ସୋ’ ଜାନୁଆରୀ ୧୫ ଯାଏଁ ମନା

ନୂଆଦିଲ୍ଲୀ : ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତିଥି ଘୋଷଣା ହୋଇ ସାରିଛି । ୭ଟି ପର୍ଯ୍ୟାୟରେ ହେବ ନିର୍ବାଚନ । ୫ ରାଜ୍ୟର ନିର୍ବାଚନ ପ୍ରଚାର ଉପରେ ନିର୍ବାଚନ ଆୟୋଗ କଟକଣା ଲଗାଇଥିବା ବେଳେ ଜାନୁଆରୀ ୧୫ ଯାଏଁ ପ୍ରାର୍ଥୀ କୌଣସି ରାଲି କିମ୍ବା ରୋଡ ସୋ' କରିପାରିବେ ନାହିଁ । ପ୍ରଚାର
Read More...

୭ଟି ପର୍ଯ୍ୟାୟରେ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ

ନୂଆଦିଲ୍ଲୀ : ପାଞ୍ଚଟି ରାଜ୍ୟରେ ସାତୋଟି ପର୍ଯ୍ୟୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଫେବୃଆରୀ ୧୦ରେ ଉତ୍ତରପ୍ରଦେଶରେ ପ୍ରଥମ ରାଉଣ୍ଡ ଭୋଟିଂ ଅନୁଷ୍ଠିତ ହେବ । ଦ୍ୱିତୀୟ ପର୍ଯ୍ୟାୟ ଫେବୃଆରୀ ୧୪ରେ, ତୃତୀୟ ପର୍ଯ୍ୟାୟ ଫେବୃଆରୀ ୨୦ରେ, ଚତୁର୍ଥ ପର୍ଯ୍ୟାୟ ୨୩ ଫେବୃଆରୀରେ, ଫେବୃଆରୀ
Read More...

ପୁରୀ ସ୍ୱର୍ଗଦ୍ୱାରରେ ଲାଗିଲା କରୋନା କଟକଣା

ପୁରୀ : ଆସନ୍ତା ସୋମବାରରୁ ପୁରୀ ସ୍ୱର୍ଗଦ୍ୱାରରେ କରୋନା କଟକଣା ଲଗାଯାଇଛି । ଉପଜିଲ୍ଲାପାଳଙ୍କ ସୂଚନା ଅନୁସାରେ ପୁରୀ ସ୍ୱର୍ଗଦ୍ୱାରରେ ଶବଦାହ ଉପରେ କଟକଣା ଜାରି କରାଯାଇଛି । ବାହାର ଜିଲ୍ଲାର ଲୋକଙ୍କ ଶବ ସତ୍କାରକୁ ବାରଣ କରାଯାଇଥିବା ବେଳେ କେବଳ ପୁରୀ ଜିଲ୍ଲାର ଲୋକଙ୍କୁ ଶବଦାହର ଅନୁମତି
Read More...

ବଲାଙ୍ଗିର ଜିଲ୍ଲା ପୂର୍ବତନ ସୈନିକ ସଂଘ ପକ୍ଷରୁ କୃତଜ୍ଞତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ୨୦୦୭ ମସିହାରେ ବଲାଙ୍ଗିର ତକ୍ରାଳୀନ ଜିଲ୍ଲାପାଳ ଆର୍‌.ଏସ୍‌.ଗୋପାଲନଙ୍କ ଅନୁଗ୍ରହ କ୍ରମେ ସ୍ଥାନୀୟ ଲାଲ୍‌ଟିକ୍ରାରେ ଏକ ସ୍ଥାନ ମିଳିବା ପରେ ଅବସରପ୍ରାପ୍ତ ସୈନିକ ସଂଘ କାର୍ଯ୍ୟାଳୟ ସ୍ଥାପିତ ହୋଇଥିଲା । ସଂଘର ଅନୁରୋଧ କ୍ରମେ ତକ୍ରାଳୀନ ବିଧାୟକ ତଥା
Read More...

ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ : ୨ ଗିରଫ, ୮୦ଲିଟର ରନ୍ଧା ମଦ ଜବତ

ବଲାଙ୍ଗିର, (କେପିଏନ୍‌ଏସ୍‌): ନାଇକେନପାଲି ଓ ଡାହିମାଲରେ ବଲାଙ୍ଗିର ଅବକାରୀ ବିଭାଗ ଚଢ଼ାଉ କରି ଦୁଇ ଜଣଙ୍କୁ ଗିରଫ କରିବା ସହ ୮୦ ଲିଟର ରନ୍ଧା ମଦ ଜବତ କରିଥିବା ସୂଚନା ମିଳିଛି । କୌଣସି ସୂତ୍ରରୁ ନାଇକେନପାଲି ଓ ଡାହିମାଲରେ ଦେଶୀ ମଦ ରନ୍ଧା ଯାଉଥିବା ଖବର ପାଇ ବଲାଙ୍ଗିର ଅବକାରୀ ବିଭାଗ
Read More...

ଡ୍ରେନ୍‌ ଭିତରେ ମିଳିଲା ଜରି ଗୋଟାଳି ଯୁବକଙ୍କ ମୃତ ଦେହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସୁଦପଡ଼ା ବଲାଙ୍ଗିର ରୋଡ଼୍‌ ରେଳଷ୍ଟେସନ ନିକଟରେ ଏକ ଡ୍ରେନ୍‌ ଭିତରେ ଜଣେ ଜରି ଗୋଟାଳି ଯୁବକଙ୍କ ମୃତ ଦେହ ପଡ଼ିଥିବା ଆଜି ସକାଳୁ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ସ୍ଥାନୀୟ ଲୋକଙ୍କ ଅନୁସାରେ ‘ପଲଉ’ ନାମରେ ମୃତ ଯୁବକଙ୍କୁ ଜାଣନ୍ତି । ତେବେ
Read More...

କୋଭିଡ଼ ସଂପର୍କରେ ରାଜ୍ୟ ସରକାରଙ୍କ ସହ ନିର୍ବାଚନ ଆୟୋଗଙ୍କ ସମୀକ୍ଷା ବୈଠକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ସଂପ୍ରତି ଦିନକୁ ଦିନ ଦ୍ରୃତ ଗତିରେ କୋଭିଡ଼ ସଂକ୍ରମଣ ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ଆଜି ସରକାରଙ୍କ ମୁଖ୍ୟ ଶାସନ ସଚିବ, ସ୍ୱତନ୍ତ୍ର
Read More...