pakka

ପୁରୀ ସ୍ୱର୍ଗଦ୍ୱାରରେ ଲାଗିଲା କରୋନା କଟକଣା

bbehera

ପୁରୀ : ଆସନ୍ତା ସୋମବାରରୁ ପୁରୀ ସ୍ୱର୍ଗଦ୍ୱାରରେ କରୋନା କଟକଣା ଲଗାଯାଇଛି । ଉପଜିଲ୍ଲାପାଳଙ୍କ ସୂଚନା ଅନୁସାରେ ପୁରୀ ସ୍ୱର୍ଗଦ୍ୱାରରେ ଶବଦାହ ଉପରେ କଟକଣା ଜାରି କରାଯାଇଛି । ବାହାର ଜିଲ୍ଲାର ଲୋକଙ୍କ ଶବ ସତ୍କାରକୁ ବାରଣ କରାଯାଇଥିବା ବେଳେ କେବଳ ପୁରୀ ଜିଲ୍ଲାର ଲୋକଙ୍କୁ ଶବଦାହର ଅନୁମତି ରହିଛି । କରୋନା ପଜିଟିଭରେ ମୃତ୍ୟୁ ହୋଇଥିଲେ ଶବଦାହ ହୋଇପାରିବ ନାହିଁ ବୋଲି କୁହାଯାଇଛି ।

Leave A Reply

Your email address will not be published.

10 + six =