ପକ୍ଷାଘାତ ରୋଗରେ ପୀଡିତ ଦିବ୍ୟାଙ୍ଗ ପାଇଲେ ଟ୍ରାଇ ସାଇକେଲ
କଳାହାଣ୍ଡି, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ରିସିଗାଁ ପଞ୍ଚାୟତ ଗଣ୍ଡବାନ୍ଦୋପଳା ଗାଁର ଭିକ୍ଷା ନାଏକ ଗତ କିଛିବର୍ଷ ହେଲା ପକ୍ଷାଘାତ ରୋଗରେ ପୀଡିତ ହୋଇଥିଲେ । ତାଙ୍କର ଏହି ସମସ୍ୟା ପାଇଁ ସେ ନାଁ କୁଆଡେ ଯାଇ ପାରୁଛନ୍ତି ନାଁ ଠିକ୍ ସେ ଘରେ ରହିପାରୁଛନ୍ତି ।!-->…
Read More...
Read More...