Monthly Archives

January 2022

ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କରାଦଣ୍ଡ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ସ୍ୱତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ତଥା ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ଭାସ୍କରଚନ୍ଦ୍ର ସାହୁ ମଙ୍ଗଳବାର ଏକ ୫ ବର୍ଷର ନାବାଳିକା ଦୁଷ୍କର୍ମ ମାମଲାର ବିଚାରଣା କରି ମାମଲାର ୧୪ ଜଣ ସାକ୍ଷୀଙ୍କ ବୟାନ ଏବଂ ଡାକ୍ତରୀ ରିପୋର୍ଟ
Read More...

ବ୍ଲୁ ବାଡ଼ କ୍ରିକେଟ କ୍ଲବ ଆନୁକୂଲ୍ୟରେ ୩୨ତମ ବାର୍ଷିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ଢେଙ୍କାନାଳ, (ତାପସ ଦାସ) : ସତ୍ୟଜିତ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗତକାଲି ଉଦ୍‌ଯାପିତ ହୋଇଯାଇଛି । ଏହି ଫାଇନାଲ ମ୍ୟାଚରେ ଭୁବନ କ୍ରିକେଟ ଆସୋସିଏସନ କୋଣାର୍କ କ୍ରିକେଟ କ୍ଲବ ସୁକିନ୍ଦାକୁ ପରାସ୍ତ କରି ବିଜେତା ହୋଇଛି, ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ଭୁବନର ଉପେନ୍ଦ୍ର ଲେଙ୍କା,
Read More...

ଚାଷୀଙ୍କୁ ବେପାରୀ ବୋଲି ଚଢାଉ କଲା ପ୍ରଶାସନ : ହଟହଟା ହେଲା ପ୍ରଶାସନ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ ଉପଖଣ୍ଡ ବେଲପଡା ବ୍ଲକ ଅନ୍ତର୍ଗତ ଜଲିଆ ଗ୍ରାମରେ ଗାଁର ଦୁଇ ଭାଇ ଅରକ୍ଷିତ ରାଉତ ଓ ଭୀଷ୍ମ ରାଉତ ବୋଲି ଦୁଇଜଣ ଚାଷୀଙ୍କ ୧୦ ଏକର ଜମିରେ ଧାନ ଅମଳ କରିଥଲେ । କିନ୍ତୁ କେହି ଜଣେ ଖଳ ପ୍ରକୃତିର ଲୋକ ପ୍ରଶାସନକୁ ସେମାନେ ବେପାରୀ କହି ଭୁଲ ଖବର ଦେଇଥିବା
Read More...

ମିଶ୍ରଣ ପର୍ବରେ ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ବିଜେଡିରେ ସାମିଲ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁରରୁ ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ନେତ୍ତୃତ୍ୱରେ ବହୁ କଂଗ୍ରେସ ଓ ବିଜେପି ଦଳର ନେତା ଓ କର୍ମୀ ଆଜି ବିଜେଡିରେ ଯୋଗଦେଇଛନ୍ତି । ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବହୁ ପୂର୍ବତନ ଓ ବର୍ତ୍ତମାନର
Read More...

+୨ ପ୍ରଥମ ବର୍ଷ ପତ୍ର ବିନିମୟ ପାଠ୍ୟକ୍ରମ ନାମଲେଖା ୩୧ ଯାଏଁ ବଢ଼ିଲା

ଭୁବନେଶ୍ୱର, (ସୁଶାନ୍ତ ସାହୁ) : +୨ ପ୍ରଥମ ବର୍ଷ ପତ୍ର ବିନିମୟ ପାଠ୍ୟକ୍ରମ ନାମଲେଖା ଅବଧି ୩୧ ଯାଏଁ ବୃଦ୍ଧି କରାଯାଇଥିବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମଙ୍ଗଳବାର ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁଯାୟୀ +୨ ପ୍ରଥମ ବର୍ଷ ପତ୍ର ବିନିମୟ କଳା ଓ ବାଣିଜ୍ୟ
Read More...

ଶୈଳଶ୍ରୀ ପ୍ୟାଲେସ୍‌ ଠାରେ ଅନୁଷ୍ଠିତ ବିଜେପି ମହିଳା ମୋର୍ଚ୍ଚା ସମାବେଶରେ ସାମିଲ ହେଲେ ରାଜସ୍ଥାନ ଉଦୟପୁରର ମହାରାଣୀ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଶୈଳଶ୍ରୀ ପ୍ୟାଲେସ୍‌ରେ ବଲାଙ୍ଗିର ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ନବବର୍ଷ ଅବସରରେ ଏକ ସମାବେଶ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ରାଜସ୍ଥାନ ଉଦୟପୁରର ମହାରାଣୀ ତଥା ପୂର୍ବତନ ମନ୍ତ୍ରୀ ଓ ବରିଷ୍ଠ ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓ ଏବଂ
Read More...

କିଷାନ ସଂଘ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବୀପତ୍ର

ସଇଁନ୍ତଲା, (ଅଜିତ କୁମାର ସାହୁ) : ଭାରତୀୟ କିଷାନ ସଂଘ ପକ୍ଷରୁ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକଠାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚନ୍ଦ୍ରମଣୀ ନାଗଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଚାଷୀମାନଙ୍କ ବିଭିନ୍ନ ପ୍ରକାର ସମସ୍ୟାକୁ ନେଇ ଜିଲ୍ଲା କମିଟି ସଦସ୍ୟ ମୋହନ ନାଏକଙ୍କ ନେତୃତ୍ୱରେ
Read More...

କରୁଆଁଝର ହାଇସ୍କୁଲର ୧୯୯୨ ମ୍ୟାଟ୍ରିକ ବ୍ୟାଚର ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଳକ୍ ଅନ୍ତର୍ଗତ କରୁଆଁଝର ସ୍ଥିତ ଶ୍ରୀ ରାମଚନ୍ଦ୍ର ହାଇସ୍କୁଲର ୧୯୯୨ ମ୍ୟାଟ୍ରିକ ବ୍ୟାଚର ଛାତ୍ରଛାତ୍ରୀଙ୍କୁ ନେଇ ଦୀର୍ଘ ୩୦ ବର୍ଷ ପରେ ପୁରାତନ ଛାତ୍ର ବିଶ୍ଵେଶ୍ଵର ନନ୍ଦ, ବେଣୁଧର ସାହୁ ଓ ଯୁଧିଷ୍ଠିର ପ୍ରଧାନୀଙ୍କ ଆହ୍ମାନ
Read More...

ବିଶିଷ୍ଟ ଶିକ୍ଷାବିତ୍‌ ପ୍ରଫେସର ଡଃ ଅଶୋକ କୁମାର ମହାନ୍ତିଙ୍କ ବିୟୋଗ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶିଷ୍ଟ ଶିକ୍ଷାବିତ୍‌ ପୂର୍ବ ଆର୍‌ଇସି ଓ ବର୍ତ୍ତମାନର ଏନ୍‌ଆଇଟିର ପ୍ରାକ୍ତନ ଅଧ୍ୟକ୍ଷ, ଭାରତର ଜଣେ ଜଣାଶୁଣା ଧାତୁବିଜ୍ଞାନ ବିଶାରଦ ତଥା ଆନ୍ତର୍ଜାତୀୟ ସ୍ତରରେ ନିଜର ଗବେଷଣା ପାଇଁ ପ୍ରସିଦ୍ଧ ପ୍ରଫେସର ଡଃ ଅଶୋକ କୁମାର ମହାନ୍ତିଙ୍କ ହୃଦଘାତରେ ପରଲୋକ
Read More...