Daily Archives

ଦେଶରେ କରୋନା ସଂକ୍ରମଣ ମନ୍ଥର, କିନ୍ତୁ ମୃତ୍ୟୁ ସଂଖ୍ୟା କମୁନାହିଁ, ୨୪ ଘଣ୍ଟା ମଧ୍ୟରେ ୯୫୯ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ମନ୍ଥର ହେବା ପରି ମନେହେଉଛି । ଆଜି ୨ ଲକ୍ଷ ୯ ହଜାର ୯୧୮ ଟି ନୂଆ କରୋନା ମାମଲା ସାମ୍‌ନାକୁ ଆସିଛି । କିନ୍ତୁ ଗତ ୨୪ ଘଂଟା ମଧ୍ୟରେ ୯୫୯ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୨ ଲକ୍ଷ ୬୨ ହଜାର ୬୨୮ ଜଣଙ୍କର ଆରୋଗ୍ୟ ହୋଇଛନ୍ତି । ବର୍ତ୍ତମାନ ଦେଶରେ ସକ୍ରିୟ
Read More...

ମୁଣ୍ଡ ଉପରେ ପଞ୍ଚାୟତ ନିର୍ବାଚନ, ୫‌ ବର୍ଷରେ ଥରେ ପରିବାରରେ ଭାଇ ଭାଇ ମଧ୍ୟରେ ବିବାଦ : ଭୋଟ ପାଇଁ ମଦ, କୁକୁଡ଼ା…

ଦେଓଗାଁ, (ମନୀଷ କୁମାର ସାହୁ) : ପ୍ରତି ଦୁଇ ବର୍ଷରେ ଥରେ ସାଧାରଣ ଓ ତ୍ରିସ୍ତରୀୟ ନିର୍ବାଚର ସମ୍ମୁଖୀନ ହୋଇଥାନ୍ତି ସାଧାରଣ ଲୋକମାନେ । ହେଲେ ସାଧାରଣ ନିର୍ବାଚନ ଠାରୁ ତ୍ରିସ୍ତରୀୟ ନିର୍ବାଚନ ଟିକିଏ ନିଆରା । ଯେହେତୁ ଏହି ନିର୍ବାଚନରେ ତଳ ସ୍ତରରୁ ଅର୍ଥାତ ୱାର୍ଡ ସଭ୍ୟ ଠାରୁ ଆରମ୍ଭ
Read More...

ଗଞ୍ଜାମ ଜିଲ୍ଲାରେ ପ୍ରାକ-ନିର୍ବାଚନୀ ପରିପ୍ରେକ୍ଷୀରେ ଅବକାରୀ ବିଭାଗର ଧରପଗଡ଼ ଜୋରଦାର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ପ୍ରାକ-ନିର୍ବାଚନୀ ପରିପ୍ରେକ୍ଷୀରେ ଅବକାରୀ ବିଭାଗର ଧରପଗଡ଼ ଜୋରଦାର ହୋଇଛି । ଜିଲ୍ଲାରେ ନିର୍ବାଚନ ପ୍ରଚାର ଏବଂ ମତଦାନ ଅବାଧ ଓ ନିରପେକ୍ଷ କରାଯିବା ନେଇ ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରାଯାଇଥିବା କୁହାଯାଏ ।
Read More...

ବାଲି, ଇଟା ଚୋରା ଚାଲଣ ବେଳେ ତହସିଲଦାରଙ୍କ ଚଢାଉ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାଲି, ଇଟା ଚୋରା ଚାଲଣ ହେଉଥିବା ବେଳେ ତହସିଲଦାର, ଆର୍‌ଆଇ ଓ ନିଜ କର୍ମଚାରୀଙ୍କୁ ନେଇ ଚଢାଉ କରିଥିବା ଜଣାପଡିଛି । ସୂଚନା ଅନୁସାରେ ସ୍ଥାନୀୟ କଂସାରୀପଡାରୁ ରେଲୱେ ମାଲଗୋଦାମ ଛକରେ ଆଜି ପୂର୍ବାହ୍ନରେ ବଲାଙ୍ଗିର ତହସିଲଦାର ନିଜ କର୍ମଚାରୀଙ୍କୁ ନେଇ ବାଲି
Read More...

ଚାଲିଗଲେ ସାହିତ୍ୟିକ ସୁରେଶ ନେଗୀ

ଧର୍ମଗଡ଼ : ବର୍ଷିୟାନ ସାହିତ୍ୟିକ ସୁରେଶ ନେଗୀ(୮୩)ଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ସେ ଜଣେ ସୁସଂଗଠକ, ବିଶିଷ୍ଟ ଶିକ୍ଷାବିତ୍‌, ସୁସାହିତ୍ୟିକ ତଥା ଧର୍ମଗଡ଼ ସାହିତ୍ୟ ବୟୋଜ୍ୟେଷ୍ଠ ସଦସ୍ୟ ଭାବରେ ଅଞ୍ଚଳରେ ସୁନାମ ଅର୍ଜନ କରିଥିଲେ । ତାଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି ।
Read More...

ବାଃ ବାଃ କେମିତି ମଜା : ଆଠଟି ପତ୍ନୀଙ୍କୁ ସମ୍ଭାଳିଛନ୍ତି ଜଣେ ସ୍ୱାମୀ

ଥାଇଲାଣ୍ଡ : ଏକ ମଜାଦାର ଖବର ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଜଣେ ସ୍ତ୍ରୀଙ୍କୁ ସମ୍ଭାଳିବା ଜଣେ ସ୍ୱାମୀଙ୍କ ପାଇଁ କାଠିକର ପାଠ ହୋଇଥିବା ବେଳେ ଏଠାରେ ଜଣେ ସ୍ୱାମୀ ସମ୍ଭାଳୀଛନ୍ତି ଆଠ ଜଣ ପତ୍ନୀଙ୍କୁ । ଖବରଟି ହେଉଛି ଥାଇଲାଣ୍ଡର । ବ୍ୟକ୍ତି ଜଣକ ହେଉଛନ୍ତି ଅଙ୍ଗ୍‌ ଡାମ୍‌
Read More...

ପୋଲିସ ଚଢ଼ାଉ କଲା ଜୁଆ ଆଡ୍ଡା ଉପରେ, ୧ ଗିରଫ

ଖଡିଆଳ : ଖଡିଆଳ ସହରର ପୁରୁଣା ବସ୍‌ଷ୍ଟାଣ୍ଡଠାରେ ଚାଲିଥିବା ଏକ ସଟ୍ଟା ଆଡ୍ଡା ଉପରେ ଚଢଉ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ଖଡିଆଳ ବସ୍‌ଷ୍ଟାଣ୍ଡଠାରେ ସଟ୍ଟା ଖେଳ ଚାଲିଥିବା ଖଡିଆଳ ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା । ଏଥିରେ ଜଣଙ୍କୁ ଗିରଫ କରିବା ସହ
Read More...

ପାଣି କାଦୁଅ ପଚ ପଚ ରାସ୍ତା

ଖଡିଆଳ : ଖଡିଆଳ ସହରର ୬ନଂ ୱାର୍ଡ ସ୍ଥିତ ମାଛବଜାର ଗଳି ନିକଟରେ ତିନୋଟି ସ୍ଥାନରେ ପାନୀୟ ଜଳ ଯୋଗାଣ ପାଇଁ ବିଛା ଯାଇଥିବା ପାଇପ୍‌ ଫାଟି ଯାଇ ରାସ୍ତାରେ ପାଣି ବୋହୁଥିବା ଅଭିଯୋଗ ହେଉଛି । ସୂଚନା ଅନୁସାରେ ପାଣି ବୋହୁଥିବା ସ୍ଥାନରେ ଡ୍ରେନ୍‌ ଥିବାଯୋଗୁଁ ଯୋଗୁଁ ଡ୍ରେନ୍‌ର ପାଣି ସବୁ
Read More...

ଓଡିଶା ରାଜ୍ୟ ସଂଗ୍ରହାଳୟଠାରେ ମହାତ୍ମାଗାନ୍ଧୀଙ୍କ ଓଡିଶା ଆଗମନର ଏକଶହ ବର୍ଷ ପୂର୍ତ୍ତି ଏବଂ ଶହୀଦ ଦିବସ କାର୍ଯ୍ୟକ୍ରମ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓହିଶା ରାଜ୍ୟ ସଂଗ୍ରହାଳୟଠାରେ ଗତକାଲି ଶହୀଦ ଦିବସ ଏବଂ ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ଏକଶହ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ମୁଖ୍ୟ ସଚିବ ମଧୁସୁଦନ ପାଢୀ ଏହି
Read More...

ନୂଆପଡ଼ା ରେଞ୍ଜର ବନିତା ଭୋଇଙ୍କ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ନେଇ ଖଡିଆଳ ଡିଏଫ୍‌ଓଙ୍କୁ ଭେଟିଲା ଅମଲା ସଂଘ

ଖଡିଆଳ : ନୂଆପଡ଼ା ରେଞ୍ଜର ବନିତା ଭୋଇଙ୍କ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ନେଇ ଓଡିଶା ଅମଲା ସଂଘର ପ୍ରତିନିଧି ଦଳ ଡିଏଫଓ ସୁଶୀଲ କୁମାର ତ୍ରିପାଠୀଙ୍କୁ ଭେଟିଛନ୍ତି । ସୂଚନା ଅନୁସାରେ, ଖଡିଆଳ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ରାମାଧର ଚଳାନଙ୍କୁ ଗତ ୨୦ ତାରିଖରେ
Read More...