ପୋଲିସ ଚଢ଼ାଉ କଲା ଜୁଆ ଆଡ୍ଡା ଉପରେ, ୧ ଗିରଫ

ଖଡିଆଳ : ଖଡିଆଳ ସହରର ପୁରୁଣା ବସ୍‌ଷ୍ଟାଣ୍ଡଠାରେ ଚାଲିଥିବା ଏକ ସଟ୍ଟା ଆଡ୍ଡା ଉପରେ ଚଢଉ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ଖଡିଆଳ ବସ୍‌ଷ୍ଟାଣ୍ଡଠାରେ ସଟ୍ଟା ଖେଳ ଚାଲିଥିବା ଖଡିଆଳ ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା । ଏଥିରେ ଜଣଙ୍କୁ ଗିରଫ କରିବା ସହ ୫,୩୬୦ଟଙ୍କା, ଏକ ମୋବାଇଲ୍‌, ସଟ୍ଟାରେ ବ୍ୟବହୃତ ସାମଗ୍ରୀ ଜବତ କରିଥିଲା ପୋଲିସ । ତେବେ ଅଭିଯୁକ୍ତ ଲଲିନ୍ଦ୍ରକୁ ପୋଲିସ ଏହି ମାମଲାରେ ଗିରଫ କରିଛି ।

Leave A Reply

Your email address will not be published.

4 + three =