Browsing Tag

khadial news

ରାମଗଡ଼ ଗଣ୍ଡାବାହାଲିରେ ୭୭ତମ ବନ ମହୋତ୍ସବ–୨୦୨୬ ପାଳିତ : ବୃକ୍ଷରୋପଣ ସହ ପରିବେଶ ସୁରକ୍ଷାର ବାର୍ତ୍ତା

ଖଡ଼ିଆଳ, (କେପିଏନ୍‌ଏସ୍‌) : ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ଓଡି଼ଶା ସରକାରଙ୍କ ଆନୁକୂଲ୍ୟରେ ସିନାପାଲି ବନାଂଚଳ, ଖଡ଼ିଆଳ ବନଖଣ୍ଡ ପକ୍ଷରୁ ରାମଗଡ଼ ଗଣ୍ଡାବାହାଲିଠାରେ ୭୭ତମ ବନ ମହୋତ୍ସବ-୨୦୨୬ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଇଥିଲା । କାର୍ଯ୍ୟକ୍ରମରେ ଏସିଏଫ୍
Read More...

ଖଡ଼ିଆଳ ବସଷ୍ଟାଣ୍ଡ ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ିଲା ପାଚେରୀ

ଖଡିଆଳ, (କେପିଏନ୍‌ଏସ୍‌) : ନଅ କୋଟିର ଖଡ଼ିଆଳ ହାଇଟେକ୍ ବସଷ୍ଟାଣ୍ଡର ଗୁଣବତ୍ତାକୁ ନେଇ ଉଠିଲା ପ୍ରଶ୍ନ । ଉଦ୍‌ଘାଟନକୁ ଆଉ ମାତ୍ର ପାଞ୍ଚ ଦିନ ବାକି ? ଏହା ପୂର୍ବରୁ ହିଁ ନବନିର୍ମିତ ଖଡ଼ିଆଳ ହାଇଟେକ୍ ବସଷ୍ଟାଣ୍ଡର ସୁରକ୍ଷା ଓ ନିର୍ମାଣ ଗୁଣବତ୍ତାକୁ ନେଇ ଗୁରୁତର ପ୍ରଶ୍ନ ଉଠିଛି ।
Read More...

ରାଜନୀତି ବିଜ୍ଞାନ ବିଭାଗୀୟ ଆଲୋଚନା ଚକ୍ର ଏବଂ ସ୍ୱାଗତ ସମାରୋହ

ଖଡ଼ିଆଳ, (କେପିଏନ୍‌ଏସ୍‌) ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ, ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଜାତୀୟ ନୂତନ ଶିକ୍ଷା ନୀତି ୨୦୨୦ କାର୍ଯ୍ୟକାରୀ ବ୍ୟବସ୍ଥାକୁ ନେଇ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା । ଅଧ୍ୟକ୍ଷ ପ୍ରାଧ୍ୟାପକ ପ୍ରଶାନ୍ତ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ବିଭାଗୀୟ ମୁଖ୍ୟ
Read More...

ଅବସର ଗ୍ରହଣ କଲେ ଖଡ଼ିଆଳ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଶିକ୍ଷୟିତ୍ରୀ ପ୍ରହାସିନୀ ପାଢ଼ୀ

ଖଡ଼ିଆଳ, (କେପିଏନ୍‌ଏସ୍‌) : ଖଡ଼ିଆଳ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଶିକ୍ଷୟିତ୍ରୀ ପ୍ରହାସିନୀ ପାଢ଼ୀ ଦୀର୍ଘ ଛତିଶ ବର୍ଷ ଶିକ୍ଷାଦାନ ପରେ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ପ୍ରଧାନ ଶିକ୍ଷୟିତ୍ରୀ ଗୀତା ଯୋଶୀଙ୍କ ସଭାପତିତ୍ୱରେ ଏକ ବିଦାୟ ସମ୍ବର୍ଦ୍ଧନା ସଭାର ଆୟୋଜନ
Read More...

ଖଡିଆଳ ସ୍ଥିତ ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ଠାରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳିତ

ଖଡିଆଳ, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡିଆଳ ସ୍ଥିତ ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ଠାରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଖଡ଼ିଆଳ ଅଞ୍ଚଳରୁ ୪୦୦ରୁ ଅଧିକ ଶିବିରାର୍ଥି ଯୋଗଦେଇ ଯୋଗ ଅଭ୍ୟାସ କରିବା ସହ ଯୋଗ ମନୁଷ୍ୟ ଶରୀରରେ ଶାନ୍ତି, ଶକ୍ତି ଏବଂ
Read More...

ବିଜେଡି ବିଧାୟକ ପ୍ରାର୍ଥୀଙ୍କ ସମର୍ଥକ ବିଜେପି କର୍ମୀଙ୍କୁ ଧମକ ଅଭିଯୋଗ

ଖଡିଆଳ, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡିଆଳ ଥାନାରେ ଭାରତୀୟ ଜନତା ପାର୍ଟି ସମର୍ଥକ ଏବଂ କର୍ମୀଙ୍କ ପକ୍ଷରୁ ଖଡିଆଳ ଥାନାରେ ଏକାଧିକ ଲିଖିତ ଅଭିଯୋଗ କରିଛନ୍ତି । ଶାସକ ଦଳ କର୍ମୀ ଏବଂ ନେତା ଧମକ ଚମକ ଦେବା ଅଭିଯୋଗ କରିଥିବା ବେଳେ ଜୀବନ ପ୍ରତି ଭୟ ଥିବା
Read More...

ଖଡିଆଳ ଠାରେ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ : ନିର୍ବାଚନକୁ ନେଇ ଶାନ୍ତି ବଜାୟ ରଖିବା ପାଇଁ ଆହ୍ୱାନ

ଖଡିଆଳ, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡିଆଳ ଠାରେ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରିଛନ୍ତି । ଶସସ୍ତ୍ର ପୋଲିସ ସୁରକ୍ଷା ବାହିନୀ ଖଡିଆଳ ଥାନା ଛକଠାରୁ ଫ୍ଲାଗମାର୍ଚ୍ଚ ଆରମ୍ଭ କରି ଆଜାଦ ଚୌକ, ବୈଦେହୀ ଛକ, ଧୋବାପଡ଼ା, ଲାଲ ସାହେବ୍ ପଡ଼ା, ଗୁରୁନାନକ ଛକ, ବ୍ଲକ୍‌ ଛକଦେଇ ଥାନା
Read More...

ଖଡ଼ିଆଳ ଠାରେ ବିଜେପିର ଜଣେ କର୍ମୀଙ୍କୁ ଜଣେ ଅଧ୍ୟାପକ ଫୋନ୍‌ରେ ଧମକ୍‌ ଦେଇଥିବା ଅଭିଯୋଗ

ଖଡିଆଳ, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ଠାରେ ଜଣେ ବିଜେପି କର୍ମୀଙ୍କୁ ଜଣେ ଅଧ୍ୟାପକ ଫୋନରେ ଧମକ୍‌ ଦେଇଥିବା ଅଭିଯୋଗ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଆଜି ଭାରତୀୟ ଜନତା ପାର୍ଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଖଡ଼ିଆଳ ଠାରେ ଅନୁଷ୍ଠିତ
Read More...

ଖଡ଼ିଆଳରେ ବିଜେପିର ନିର୍ବାଚନୀ ସଭା ଓ ମିଶ୍ରଣ ପର୍ବ

ଖଡ଼ିଆଳ, (ନିରାକାର ମେହେର) : ଭାରତୀୟ ଜନତା ପାର୍ଟି ତରଫରୁ ଆଜି ନୂଆପଡ଼ା ଜିଲ୍ଲା ଖଡ଼ିଆଳଠାରେ ନିର୍ବାଚନୀ ସଭା ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ବିଜେପି ଜିଲ୍ଲା ସଭାପତି ସୁବ୍ରତ ଠାକୁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କଳାହାଣ୍ଡି ସାଂସଦ ପ୍ରାର୍ଥୀ ମାଳବିକା ସିଂ ଦେଓ,
Read More...

ନବପ୍ରଭା ଖୁଲା ଆଶ୍ରୟସ୍ଥଳୀରେ ଅନ୍ତେବସୀଙ୍କ ସହ ହୋଲି ଖେଳିଲେ ହେଲ୍‌ପିଙ୍ଗ ହେଲ୍‌ପ୍‌ଲେସ୍‌ ପିପୁଲ୍ ଫାଉଣ୍ଡେସନ୍‌

ଖଡିଆଳ, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଗଡ଼ରାମୁଣ୍ଡା ଗ୍ରାମ ସ୍ଥିତ ନବପ୍ରଭା ଖୁଲା ଆଶ୍ରୟସ୍ଥଳୀରେ ହେଲ୍‌ପିଙ୍ଗ ଫର୍ ହେଲ୍‌ପ୍‌ଲେସ୍‌ ପିପୁଲ୍ ଫାଉଣ୍ଡେସନ ତରଫରୁ ରଙ୍ଗର ପର୍ବ ହୋଲି ଖେଳିଛନ୍ତି । ରଙ୍ଗର ପର୍ବ ହୋଲି ପର୍ବ ପାଳନ କରିଥିବା ବେଳେ ଅନ୍ତେବାସୀଙ୍କ ମୁଁହରେ ହସ
Read More...