ଅବକାରୀ ବିଭାଗର ଚଢ଼ାଉ, ନକଲି ମଦ ସହ ଜଣେ ଗିରଫ
ଖଡିଆଳ, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଡୁଆଝର ସାଲେପଡା ଗାଁରେ ନକଲି ବିଦେଶୀ ମଦ କାରଖାନା ଉପରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ । ଏହି ଚଢ଼ାଉରେ ଜଣେ ଅଭିଯୁକ୍ତ ଗିରଫ । ଗିରଫ ଅଭିଯୁକ୍ତ ହେଲେ ଡୁଆଝର ସାଲେପଡା ଗାଁର ସୁନୀଲ ମେହେର । ଅବକାରୀ!-->…
Read More...
Read More...