ତୁକଲା ଗ୍ରାମର ପ୍ରତିଭା ଦାଶଙ୍କୁ ମିଳିଲା ସ୍ୱର୍ଣ୍ଣ ପଦକ
ଖଡ଼ିଆଳ, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ତୁକଲା ଗ୍ରାମର ପ୍ରତିଭା ଦାଶ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର(ଆଇନ/ଏଲ୍ଏଲ୍ଏମ୍)ରେ ସ୍ୱର୍ଣ୍ଣ ପଦକ ପାଇଥିବା ଜଣାପଡିଛି । ସେ ଏହି ସଫଳତାରେ ସମଗ୍ର ଜିଲ୍ଲା ପାଇଁ ଗର୍ବ ଆଣିଛନ୍ତି । ସେ ୨୦୨୦ ମସିହାରେ!-->…
Read More...
Read More...