ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ
ଖଡ଼ିଆଳ, (ନିରାକାର ମେହେର) : ଖଡ଼ିଆଳ ବ୍ଲକ ଦୋହେଲପଡା ଗ୍ରାମରେ ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହେଉଅଛି । ଏଥିପାଇଁ ୧୨ ତାରିଖରେ କଳସ ଯାତ୍ରା କରାଯାଇଥିଲା । ନିକଟସ୍ଥ ସୁନ୍ଦର ନଦୀରୁ ଜଳ ଆଣି ଯଜ୍ଞସ୍ଥଳରେ ଅଭିଷେକ କରାଯାଇଥିଲା । ବନ୍ଦନୀୟା ମାତା ଭଗବତୀ ଦେବୀ ଶର୍ମାଙ୍କ ଜନ୍ମ!-->…
Read More...
Read More...