Yearly Archives

2021

ହିତାଧିକାରୀଙ୍କ ଠାରୁ ନେଇଥିବା ଅଧା ପ୍ରୋତ୍ସାହନ ରାଶି ଫେରାଇଲେ ଦଲାଲ

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାର ଗରିବ ଲୋକଙ୍କ ପାଇଁ ବିଜୁପକ୍କା ଘର, ପ୍ରଧାନ ମନ୍ତ୍ରୀ ଆବାସ ଘର ଦେଉଛନ୍ତି । ଏହି ଆବାସ ଘରକୁ ୪/୫ମାସ ଭିତରେ ଘର ସମ୍ପୂର୍ଣ୍ଣ ନିର୍ମାଣ କଲେ ସରକାରଙ୍କ ପକ୍ଷରୁ ହିତାଧିକାରୀଙ୍କୁ ପ୍ରୋତ୍ସାହନ ରାଶି ମିଲୁଛି । ହେଲେ ଏହି ପ୍ରୋତ୍ସାହନ ରାଶି…
Read More...

ମା’ଙ୍କ ଦେହାନ୍ତ ଖବର ପାଇବା ପରେ ବି ଡ୍ରାଇଭର ଆମ୍ବୁଲାନ୍ସ ଚଳାଇଲେ : ୧୫ ଜଣ କୋଭିଡ ରୋଗୀଙ୍କୁ ଡାକ୍ତରଖାନା ପହଂଚାଇବା…

ମଥୁରା : କରୋନା ବିରୋଧରେ ଏହି ଲଢେ଼ଇରେ ଫ୍ରଣ୍ଟ ଲାଇନ କର୍ମଚାରୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି । ଏଥିରେ କିଛି ଆମ୍ବୁଲାନ୍ସ ଡ୍ରାଇଭର ଅଛନ୍ତି, ଯେଉଁମାନେ ପ୍ରତିଦିନ ଶହ ଶହ ସଂକ୍ରମିତ ଲୋକଙ୍କୁ ଡାକ୍ତରଖାନା ପହଂଚାଉଛନ୍ତି । ମେନପୁରୀର ପ୍ରଭାତ ଯାଦବଙ୍କ ସମର୍ପିତ…
Read More...

ସ୍ୱେଚ୍ଛାସେବୀ ଅନୁଷ୍ଠାନ ଲିବରେସନ୍‌ର ପ୍ରଶଂସନୀୟ କାମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟରେ କରେନା ମହାମାରୀ ପାଇଁ ଲକ୍‌ଡାନ୍‌ ସଟ୍‌ଡାଉନ ଜାରି ରହିଥିବା ବେଳେ ଅସହାୟଙ୍କ ପାଇଁ ସହାୟତାର ସାଥୀ ପାଲଟିଛି ବଲାଙ୍ଗିରର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଲିବରେସନ୍‌ । ପୁଇଁନ୍ତଲା ବ୍ଲକ ବୁବେଲ ଗ୍ରାମ ପଞ୍ଚାୟତର ରାଘବପାଲି ଗ୍ରାମର ପାଖାପାଖି ୭୦ ବର୍ଷର…
Read More...

ଆଶ୍ୱସ୍ତ ଆକଳନ : ୨୪ ଘଣ୍ଟାରେ ୨ ଲକ୍ଷରୁ କମ୍ ମାମଲା, ସଂକ୍ରମଣ ହାର କମିବା ସହ ସୁସ୍ଥତା ହାର ମଧ୍ୟ ଉନ୍ନତ

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଙ୍ଗଳବାର ସକାଳେ କରୋନା ସଂକ୍ରମଣ ବିଷୟରେ ପ୍ରକାଶ କରିଥିବା ତଥ୍ୟ କିଛି ମାତ୍ରାରେ ଆଶ୍ୱସ୍ତ ଦେଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କେବଳ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇନାହିଁ ବରଂ କରୋନା କାରଣରୁ ମୃତ୍ୟୁହାରରେ ମଧ୍ୟ କିଛି ହ୍ରାସ…
Read More...

ଆଉ ଶୁଭିବନି ଚରଣ ରାମଦାସଙ୍କ ଭାବ ପ୍ରବଣ ପ୍ରବଚନ : ଚାଲିଗଲେ କରୋନାରେ

ପୂରୀ, (କେପିଏନ୍‌ଏସ୍‌) : ଆଉ ଶୁଭିବନି ଜନପ୍ରିୟ ପ୍ରବଚକ ଚରଣ ରାମଦାସ (୬୧)ଙ୍କ ଭାବପ୍ରବଣ ପ୍ରବଚନ । ସୂଚନା ଅନୁସାରେ କୋଭିଡ଼ ଆକ୍ରାନ୍ତ ହୋଇ ପୂରୀ ଆଇବିଏଚ୍‌ କୋଭିଡ଼ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଗତ ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଛି । ଜନପ୍ରିୟ ପ୍ରବଚକ ଚରଣ…
Read More...

ଗତ ୨୪ ଘଂଟାରେ ରାଜ୍ୟରେ ୧୦,୯୩୯ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୦,୯୩୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧,୧୦,୫୫୪ରେ ରହିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୧୭୮ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୪୭୬୧ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ…
Read More...

ଭେଣ୍ଡିଙ୍ଗ ଜୋନ୍ ଅଗ୍ନିକାଣ୍ଡ ଘଟଣାର ବିପନ୍ନ ମାନଙ୍କୁ ଭୁବନେଶ୍ୱର ସାଂସଦଙ୍କ ସହାୟତା

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ମହୋଦୟା ଆଜି ରାଜଧାନୀ ସ୍ଥିତ ପଳାଶପଲ୍ଲୀ ଠାରେ ଭୟଙ୍କର ଅଗ୍ନିକାଣ୍ଡ ଜନିତ ନିଜର ଜୀବିକା ହରାଇଥିବା ବ୍ୟକ୍ତିବର୍ଗଙ୍କୁ ଭେଟି ଆଶ୍ୱାସନା ଦେଇ ସମସ୍ୟା ସମ୍ପର୍କରେ ବୁଝିଥିଲେ ।…
Read More...

ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ବୈଠକ ପୂର୍ବତନ ବିଧାୟକ ତଥା କେନ୍ଦୁପତ୍ର ନେତା ପ୍ରଦୀପ ପୁରୋହିତ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ଗତକାଲି ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ରାଜ୍ୟସଂପାଦକ କୋକିଲ ସାହୁ ସିଜି ୱାଚର ସଂଘର ନେତା…
Read More...

ବୋରପଦର ପଂଚାୟତର ଦୁଇଟି ଗ୍ରାମକୁ ସଟଡାଉନ ଘୋଷଣା କଲେ ସରପଞ୍ଚ

କର୍ଲାମୁଣ୍ଡା, (ନରୋତ୍ତମ ସେଲ୍‌ମା) : ଏହି ବ୍ଲକର ବୋରପଦର ଗ୍ରାମ ପଂଚାୟତର ଖଲିଆପାଲି ଓ ଭଟାପଲା ଗ୍ରାମରେ କରୋନା ରୋଗୀ ସଂଖ୍ୟା ବୃଦ୍ଧି ପାଉଥିବା ଦେଖି ସରପଞ୍ଚ ମାଧବ ସାହୁ ସଟଡାଉନ ଘୋଷଣା କରିଛନ୍ତି । ଆଜି ଠାରୁ ସତେଇଶ ତାରିଖ ପର୍ୟ୍ୟନ୍ତ ଏହି ଦୁଇ ଗ୍ରାମ ସମ୍ପୂର୍ଣ ସଟଡାଉନ ରହିବ ।…
Read More...

ବ୍ଲକ ଅଧ୍ୟକ୍ଷ ଓ ସରପଂଚଙ୍କ ସହଯୋଗରେ ମୃତ କୋଭିଡ୍‌ ରୋଗୀଙ୍କ ଶବଦାହ

ପରିବାର ଲୋକ ଓ ଆତ୍ମୀୟ ସ୍ୱଜନ କୋଭିଡ ଭୟରେ ପାଖ ମାଡଲେନି ଡେଲାଙ୍ଗ, (ଦିଲିପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଅଭୟମୁଖୀ ପଂଚାୟତର ପାଣିଓରା ଗ୍ରାମରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ ଶରୀରକୁ ବ୍ଲକ ପ୍ରଶାସନ ହସ୍ତକ୍ଷେପ ପରେ ଶବଦାହ କରାଯାଇଥିବା ସୂଚନା…
Read More...